Browsing Tag

tania sergil

ଦେଶର ପ୍ରଥମ ମହିଳା ଭାବେ ତାନିଆ ସେରଗିଲ ନେଲେ ‘ଆର୍ମି ଦିବସ ପରେଡ’ର ନେତୃତ୍ୱ, ଜାଣନ୍ତୁ ତାଙ୍କ ବିଷୟରେ…

ଭାରତୀୟ ସେନା ଦିବସରେ ପ୍ରଥମ ଥର ପାଇଁ ଜଣେ ମହିଳା ସେନା ଅଧିକାରୀ କ୍ୟାପଟେନ ତାନିଆ ସେରଗିଲ ବିଭିନ୍ନ ପୁରୁଷ ଦଳ ଗୁଡିକର ନେତୃତ୍ୱ ନେଇଛନ୍ତି । ଦେଶର ପ୍ରଥମ ମହିଳା ଅଧିକାରୀ ଭବେ ତାନିଆ ଏହି ଗୌରବ ଅର୍ଜନ କରିଛନ୍ତି । ଆହୁରି ମଧ୍ୟ ଆର୍ମି ପରେଡରେ ପ୍ରଥମ ଥର ପାଇଁ ତିନି ସେନା ପ୍ରମୁଖଙ୍କ…