Browsing Tag

tanker accident

ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ‍ବୋଝେଇ ଟ୍ୟାଙ୍କର: କିଏ ବାଲ୍ଟିରେ ତ କିଏ ବାସନ ଆଣି ବୋହି ନେଲେ

ସୁବର୍ଣ୍ଣପୁର(କେନ୍ଯୁଜ): ଭାରସାମ୍ୟ ହରାଇ ଓଲଟିଲା ପେଟ୍ରୋଲ ‍ବୋଝେଇ ଟ୍ୟାଙ୍କର। ଦୁର୍ଘଟଣାରେ ଗାଡି ଡ୍ରାଇଭର ଓ ହେଲପର ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଝାରସୁଗୁଡ଼ାରୁ କୋରାପୁଟ ଲକ୍ଷ୍ମୀପୁର ଅଭିମୁଖେ ଯାଉଥିବା ସମୟରେ, ରାସ୍ତା…

ଅନୁଗୁଳ ନିକଟରେ ଅକ୍ସିଜେନ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ଓଡିଶା ପୋଲିସର ସହଯୋଗରେ ଚାଲିଛି ତୁରନ୍ତ ମରାମତି

ଅନୁଗୁଳ: ଅକ୍ସିଜେନ ଟ୍ୟାଙ୍କର ଆକ୍ସିଡେଣ୍ଟ । ଅକ୍ସିଜେନ ନେଇ ଯାଉଥିବା ବେଳେ ଅନୁଗୁଳ ନିକଟରେ ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଓଡିଶା ପୋଲିସର ସହଯୋଗରେ ଟ୍ୟାଙ୍କରଟିକୁ ତୁରନ୍ତ ମରାମତି ହୋଇଥିଲା । ଦୁର୍ଘଟଣାରେ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଅନୁଗୁଳ…