Browsing Tag

tanker looted

ଜଳେଶ୍ୱର : ଡ୍ରାଇଭର ଓ ହେଲପରଙ୍କୁ ନିଶା ଦେଇ ଟ୍ୟାଙ୍କର ଲୁଟି ନେଲେ ଲୁଟେରା

ଜଳେଶ୍ଵର (କେନ୍ୟୁଜ୍‌) : ବାଲେଶ୍ଵର ଜିଲ୍ଲାରେ ନିଶାଦିଆ ଲୁଟେରାଙ୍କ ରାଜ୍‌ । ଜଳେଶ୍ୱର ସହର ନିକଟ ୬୦ ନମ୍ବର ଜାତୀୟ ରାଜପଥରେ ଡ୍ରାଇଭର ଓ ହେଲ୍ପରଙ୍କୁ ନିଶା ଦେଇ ଏକ ରିଫାଇନାରୀ ତେଲ ଟ୍ୟାଙ୍କର ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ଜଳେଶ୍ଵର ଥାନା…