Browsing Tag

tapaswini marriage case

ଥମୁନି ତପସ୍ୱିନୀ-ସୁମିତ ପାରିବାରିକ ବିବାଦ: ବୋହୂ ଘର ବାରଣ୍ଡାରୁ ହଟାଇବାକୁ ପରିବାର ଲୋକଙ୍କ ଉଦ୍ୟମ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦ ଥମୁନି। ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି ସମ୍ପର୍କ। ଭଲ ପାଇ ବିବାହ କଲେ। ଗୋଟେ ବର୍ଷ ସାଥିରେ ରହିଲେ। ତା ପରେ କ'ଣ ଏମିତି ହେଲା ଯେ ଛଳନା କରି ମୋ ଠାରୁ ଦୂରେଇ ଗଲେ। ସମ୍ପର୍କରେ କାହିଁକି ପଡିଲା ଫାଟ। ସ୍ୱାମୀ ସୁମିତଙ୍କ…

କିଏ କହୁଛି ସତ: ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ, ପ୍ରତିକ୍ରିୟା ରଖିଲେ ଉଭୟ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ନୂଆ ଟ୍ଵିଷ୍ଟ । ସୁମିତଙ୍କୁ ତପସ୍ୱିନୀ ୮ ଲକ୍ଷ ଟଙ୍କା ମାଗୁଥିବାର ଭିଡିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଛନ୍ତି ସୁମିତ। ସେ କହିଛନ୍ତି ମୋର ମାନସିକ ଅବସ୍ଥା ବହୁତ ଖରାପ ହେଲାଣି। ଭିଡିଓରେ ନିଜେ ତପସ୍ୱିନୀ ୮ଲକ୍ଷ ଟଙ୍କା…

ଲୁଚକାଳି ଖେଳୁଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ୍, ବିଳମ୍ବିତ ରାତିରେ ପୁଣି ୮ଦିନିଆ ଛୁଟି କଲେ ଆବେଦନ

ବ୍ରହ୍ମପୁର(କେନ୍ଯୁଜ୍): ଆଉ ୮ଦିନ ଛୁଟି ଆବେଦନ କଲେ ଡାକ୍ତର ସୁମିତ୍‌। ଏଥିପାଇଁ ଇ ମେଲ୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି। ଆଉ ତାହା ସେ CDMOଙ୍କୁ ପଠାଇଦେବାର କହିଛନ୍ତି। ସେପଟେ ସ୍ୱାମୀ ସୁମିତ୍‌ଙ୍କ…

ଆଜି ସରୁଛି ୭ ଦିନର ମହଲତ: ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସୁମିତ୍‌, ପୂର୍ବ ପିଟିସନର ହୋଇପାରେ ଶୁଣାଣି

ବ୍ରହ୍ମପୁର(କେନ୍ଯୁଜ୍): ଆସିକାରେ ଏକାଠି ରହୁଛନ୍ତି ତପସ୍ୱିନୀ ଓ ସ୍ୱାମୀ ସୁମିତ୍‌ । ଆଜି ସରୁଛି ୭ ଦିନର ମହଲତ । କୋର୍ଟଙ୍କ ନିର୍ଦ୍ଦେଶରେ ସେମାନେ ଏକାଠି ରହିବା ମଧ୍ୟରେ ଉଭୟଙ୍କ ଭିତରେ ବୁଝାମଣା ଓ ସଂପର୍କ ନେଇ ପ୍ରତିଦିନ ରିପୋର୍ଟ ପ୍ରଦାନ କରାଯାଉଛି। କୋର୍ଟରେ ରିପୋର୍ଟ ପ୍ରଦାନ…

ତପସ୍ୱିନୀ ବିବାହ ମାମଲା : ରାୟ ଶୁଣାଇଲେ SDJM କୋର୍ଟ, ଉଭୟଙ୍କୁ ଭଡ଼ା ଘରେ ୭ ଦିନ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌) : ତପସ୍ୱିନୀ ବିବାହ ମାମଲାର ଆଜି ରାୟ ଶୁଣାଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ଉଭୟଙ୍କୁ ୭ ଦିନ ପାଇଁ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଉଭୟଙ୍କୁ ଏକ ଭଡ଼ା ଘର ନେବାକୁ ହେବ । ଏବଂ ଏହି ଘରର ସୁରକ୍ଷା ଦାୟିତ୍ୱରେ ରହିବେ ଆସିକା ଥାନା…