ଦଶମ ଦିନରେ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା, ଆଜି SDJM କୋର୍ଟ ଓ ଫ୍ୟାମିଲି କୋର୍ଟରେ ଶୁଣାଣି
ବ୍ରହ୍ମପୁର(କେନ୍ଯୁଜ୍): ନ୍ୟାୟ ପାଇବା ପାଇଁ ଶ୍ୱଶୁର ଘର ଆଗରେ ବୋହୂର ଧାରଣା। ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ବ୍ରହ୍ମପୁରର ତପସ୍ୱିନୀ ଦାସ । ତପସ୍ୱିନୀଙ୍କ ଧାରଣା ଆଜି ଦଶମ ଦିନରେ ପହଞ୍ଚିଛି। ଆଜି SDJM କୋର୍ଟରେ ପୂର୍ବରୁ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ଅଛି।
ସେପଟେ…