Browsing Tag

tappsee pannu

ତାପସୀଙ୍କୁ ୭ଟି ଚାପୁଡା ମାରିଲେ ପାଭିଲ, ତାପସୀ କହିଲେ ଏଭଳି କଥା

ବଲିଉଡ ଅଭିନେତ୍ରୀ ତାପସୀ ପାନ୍ନୁ ଏବେ ଫିଲ୍ମ ‘ଥପ୍ପଡ’କୁ ନେଇ ଚର୍ଚ୍ଚାରେ। ଏହି ଫିଲ୍ମ ଘରୋଇ ହିଂସା ଉପରେ ଆଧାରିତ। ଏହି ଫିଲ୍ମରେ ତାପସୀ ଏପରି ମହିଳା ଭୂମିକାରେ ନଜର ଆସୁଛନ୍ତି ଯିଏକି ନିଜ ଲାଇଫରେ ଘରୋଇ ହିଂସାକୁ ବିଲକୁଲ ବରଦାସ୍ତ କରନ୍ତି ନାହିଁ। ଫିଲ୍ମର ଟ୍ରେଲରରେ ଦେଖିବାକୁ ମିଳିଛି…