୧୦୮ ଗରା ପାଣିରେ ମା’ତାରାତାରିଣୀଙ୍କୁ କରାଗଲା ମହାସ୍ନାନ, ଜାଣନ୍ତୁ କାରଣ
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ମନ୍ଦିରରେ ଚୋରି ହେବା ପରେ ଆଜି ମା'ଙ୍କ ମହାସ୍ନାନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ଣ୍ଣତୟା ଋଷିକୂଲ୍ୟା ନିକଟରେ ସେବାୟତ ପରିବାରର ମା' ଓ ଭଉଣୀ ମାନେ ଏକତ୍ରିତ ହୋଇ ୧୦୮ ଗରାରେ ପାଣି ଧରି ୯୯୯ ପାହାଚ ଚଢ଼ି…