Browsing Tag

tardigrade

ଖରା ହେଉ କି ବର୍ଷା, ପୃଥିବୀ ହେଉ କି ମହାକାଶ, ସବୁ ସ୍ଥାନରେ ଜୀବିତ ରହିପାରେ ଏହି ପାଣି ଭାଲୁ

ଦୁନିଆରେ ଅନେକ ଅଦ୍ଭୁତ ଜୀବଜନ୍ତୁ ଅଛନ୍ତି, ଯାହା ବିଷୟରେ ଅଧିକାଂଶ ଲୋକ ଜାଣିନଥିବେ। ଏବେ ଯାଏଁ ଆମେ ମାଟିରେ ଚାଲୁଥିବା ଭାଲୁ ଦେଖିଛେ କିନ୍ତୁ ଆଜି ଆମେ ଆପଣଙ୍କୁ ପାଣିରେ ବାସ କରୁଥିବା ଭାଲୁ ବିଷୟରେ କହିବୁ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଗଭୀର ଜଳରେ ଏହି ଭାଲୁମାନେ ବାସ…