ଆସିଲା ଭୟଙ୍କର ଘୂର୍ଣ୍ଣିଝଡ: ଉଡିଗଲା ଘର, ପୋତିହୋଇଗଲେ ଲୋକ
ଆସିଲା ଭୟଙ୍କର ଘୂର୍ଣ୍ଣିଝଡ । ଆଉ ଭାଙ୍ଗିଦେଲା ଘର, ପୋତିହୋଇଗଲେ ଲୋକ । ପଞ୍ଜାବର ଫାଜିଲ୍କା ଜିଲ୍ଲାରେ ଶୁକ୍ରବାର ଦିନ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏଠାରେ ଥିବା ବୁକେନୱାଲ ଗାଁରେ ଭୟଙ୍କର ଘୂର୍ଣ୍ଣିଝଡ ତାଣ୍ଡବ ଯୋଗୁଁ ଅନେକ ସମ୍ପତ୍ତି…