Browsing Tag

tasar cultivation

କରିବାକୁ ଚାହୁଁଛନ୍ତି କି ଟସର ଚାଷ? ଅଳ୍ପ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ

କରଞ୍ଜିଆ : ଆମ ଓଡିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ଯ । ଏଠାରେ ବର୍ଷ ତମାମ ଚାଷୀ ପୁଅ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରିଥାଏ, ଆଉ ସେହି ଅମଳକୁ ବିକି ନିଜ ପରିବାର ପୋଷିଥାଏ । ଏକଥା କାହାକୁ ବା ଅଜଣା। ତେବେ ଆପଣ ମାନେ ଅନେକ ଚାଷ ବିଷୟରେ ଜାଣିଥିବେ ଆଉ ଦେଖିଥିବେ ମଧ୍ୟ । ହେଲେ ଆଜି…