Browsing Tag

tasara farming

ଟସର ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି ଚାଷୀ, ଭଲ ଦୁଇ ପଇସା କରୁଛନ୍ତି ରୋଜଗାର

ଟସର ଚାଷ ଦେଇଛି ରୋଜଗାର । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଜଙ୍ଗଲରେ ଏହି ଟସର ଚାଷ ବା ରେଶମ ଚାଷ କରି ବେଶ ଦି ପଇସା ରୋଜଗାର କରୁଛନ୍ତି ଚାଷୀମାନେ । ବାଉଁଶୁଣି ଟସର ସମବାୟ ସମିତି ମାଧ୍ୟମରେ ପରା ଗ୍ରାମର କିଛି ଚାଷୀ ଏହି କରି ରୋଜଗାର କରିବା ସହ ସ୍ୱାବଲମ୍ବୀ ହୋଇଛନ୍ତି । ଆସନ୍ତୁ ଜାଣିବା…

କରିବାକୁ ଚାହୁଁଛନ୍ତି କି ଟସର ଚାଷ? ଅଳ୍ପ ଖର୍ଚ୍ଚରେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଚାଷୀ

କରଞ୍ଜିଆ : ଆମ ଓଡିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ଯ । ଏଠାରେ ବର୍ଷ ତମାମ ଚାଷୀ ପୁଅ ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲ ଅମଳ କରିଥାଏ, ଆଉ ସେହି ଅମଳକୁ ବିକି ନିଜ ପରିବାର ପୋଷିଥାଏ । ଏକଥା କାହାକୁ ବା ଅଜଣା। ତେବେ ଆପଣ ମାନେ ଅନେକ ଚାଷ ବିଷୟରେ ଜାଣିଥିବେ ଆଉ ଦେଖିଥିବେ ମଧ୍ୟ । ହେଲେ ଆଜି…