Browsing Tag

tasty dish

ଘରେ ବନାନ୍ତୁ ସୁଆଦିଆ ଖଟା ମିଠା ଢ଼ୋକଲା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ସାଧାରଣ ଢ଼ୋକଲା ତ ଆପଣମାନେ ନିଶ୍ଚୟ ଖାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଖଟା ମିଠା ଢ଼ୋକଲା ରେସିପି ନେଇଆସିଛୁ । ତେବେ ଆସନ୍ତୁ କ୍ଲାସିକ୍ ଡ଼ୋକଲାକୁ ଏକ ମିଠା ଏବଂ ଟାଙ୍ଗୀ ମୋଡ଼ ଦେବା । ଏହା ସୁପର ସଫ୍ଟ, ସ୍ପଞ୍ଜୀ ଏବଂ ଏକ ସ୍ୱାଦିଷ୍ଟ ଖାଦ୍ୟ । ଜଳଖିଆ ପାଇଁ କିମ୍ବା ସ୍ନାକ୍ସ…

ଆଜି ହିଁ ଘରେ ବନାନ୍ତୁ ଟେଷ୍ଟି ରାଜମା, ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

ରାଜମା ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏମିତିକି ରାଜମା କଥା କହୁ କହୁ ହିଁ ଲୋଭ ଲାଗେ । ଏଥିରେ ଅଧିକ ମାତ୍ରାରେ ଭିଟାମିନ ଓ ଫାଇବର ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହି ସ୍ୱାଦିଷ୍ଟ ଖାଦ୍ୟ କିପରି ତିଆରି କରିବେ । ରାଜମା ହେଉଛି ପଞ୍ଜାବୀ ଖାଦ୍ୟ କିନ୍ତୁ କଶ୍ମିରୀ ମସଲା…

ମାଳିଆ ନାନୀ ଥ୍ରୀ ଇନ ୱାନ ବରା ଖାଇବା ପାଇଁ ଜମୁଛି ଲୋକଙ୍କ ଭିଡ଼, ସ୍ୱାଦ ଯେମିତି ମହକ ବି ସେମିତି

ବରା ସାଙ୍ଗକୁ ଆଳୁଦମ୍‌ ଖାଇବାର ମଜା ସମ୍ପୂର୍ଣ୍ଣ ନିଆରା । କିନ୍ତୁ ଆପଣ ମାଳିଆ ନାନୀ ଥ୍ରି ଇନ୍‌ ଓ୍ଵାନ ବରା ଖାଇଛନ୍ତି କି ? ଯଦି ଆପଣ ଏହି ବରାର ସ୍ୱାଦ ଚାଖେିବେ ଆପଣ ମଧ୍ୟ ଦୌଡ଼ି ଆସିବେ ଏହି ବରା ଖାଇବା ପାଇଁ । ତେବେ ଏହି ସୁଆଦିଆ ବରାର କଟକ ବଜାରରେ ଖୁବ୍‌ ଚାହିଦା ରହିଛି । ମାଳିଆ…

ଏଥର ଚିକେନକୁ ଦିଅନ୍ତୁ ଏକ ନୂଆ ଟ୍ଵିଷ୍ଟ, ଘରେ ବନାନ୍ତୁ “ଜୁସି ଚିକେନ”

ଚିକେନରେ ଆପଣ ତ ଅନେକ ପ୍ରକାରର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରି ଖାଇଥିବେ । କିନ୍ତୁ ଆଜି ଏକ ଚିକେନରେ ଏକ ନୂଆ ଆଇଟମ ପ୍ରସ୍ତୁତ କରି ନିଜେ ଚାଖନ୍ତୁ ଓ ପରିବାରର ଅନ୍ୟମାନଙ୍କୁ ବି ଖୁଆନ୍ତୁ । ତେବେ ଆସନ୍ତୁ ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ବାବଦରେ ଜାଣିରଖିବା । ୨ କେଜି ଚିକେନ୍-…

ପର୍ବପର୍ବାଣୀରେ ଘରେ ପ୍ରସ୍ତୁତ କରନ୍ତୁ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ଅବିୟଲ

ଦକ୍ଷିଣ ଭାରତୀୟ ଖାଦ୍ୟ ସମଗ୍ର ବିଶ୍ୱରେ ବେଶ ପ୍ରସିଦ୍ଧ । ଦକ୍ଷିଣ ଭାରତରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଖାଇବାକୁ ମିଳିଥାଏ। ଦକ୍ଷିଣ ଭାରତୀୟ ପର୍ବପର୍ବାଣୀରେ ଏପରି ଏକ ଖାଦ୍ୟ ପ୍ରସ୍ତୁତ ହୋଇଥାଏ, ଯାହାର ନାମ ଅବିୟଲ। ଆସନ୍ତୁ ଜାଣିବା, ଏହାକୁ କିପରି ପ୍ରସ୍ତୁତ କରାଯାଏ : ଆବଶ୍ୟକ ସାମଗ୍ରୀ…