ବହୁତ କମ୍ ସମୟରେ ବନାନ୍ତୁ ଆଳୁ ଚିଲ୍ଲା, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ
ଆପଣ ବହୁତ ପ୍ରକାର ଚିଲ୍ଲା ଖାଇଥିବେ। ଏହା ସ୍ୱାଦିଷ୍ଟ ହେବା ସହିତ ବନାଇବା ବି ପୂରା ସହଜ। ଯଦି ଆପଣଙ୍କୁ ସନ୍ଧ୍ୟାରେ କିଛି ସ୍ନାକ୍ସ ଖାଇବାକୁ ଚାହୁଁଛନ୍ତି ତାହା ପୁଣି କିଛି ନୂଆ ସ୍ୱାଦରେ। ତାହେଲେ ଆମେ ଆଜି ଆପଣଙ୍କ ପାଇଁ ଆଣିଛୁ ଆଳୁ ଚିଲ୍ଲା ରେସିପି। ଆପଣ ଏହାକୁ କେମିତି ସହଜ ଉପାୟରେ…