୫୫୦ km ରେଞ୍ଜ, ପ୍ରିମିୟମ ଲୁକ୍ ଏବଂ ଆଡଭାନ୍ସ ଫିଚର୍ସ ସହ ଆସିବାକୁ ଯାଉଛି Tata Sierra EV
ଭାରତୀୟ ବଜାରରେ ଟାଟା ମୋଟର୍ସ କାରଗୁଡିକ ବହୁତ ଲୋକପ୍ରିୟ ଏବଂ ଏହାର ଚାହିଦା ମଧ୍ୟ ବେଶ ଅଧିକ ଥାଏ । ସେପ୍ଟି ରେଟିଂ ଦୃଷ୍ଟିରୁ ଅନେକ ଟାଟା କାର ମଧ୍ୟ ଭଲ ବିବେଚନା କରାଯାଏ । ଏହି କାରଣରୁ ଲୋକମାନେ ସର୍ବଦା ଟାଟାର ଆଗାମୀ ଲଞ୍ଚକୁ ଅପେକ୍ଷା କରି ରହିଥାନ୍ତି । ଏହା ସହ ଟାଟା ବର୍ତ୍ତମାନ…