ମୁମ୍ବାଇ: ଟାଟା ମେମୋରିଆଲ ହସ୍ପିଟାଲକୁ ବୃଦ୍ଧାଙ୍କ ବୃହତ୍ ଦାନ, ଦେଇ ଦେଲେ ୧୨୦ କୋଟି ମୂଲ୍ୟର ପିତୃପୁରୁଷ ଜମି
ମୁମ୍ବାଇର ଜଣେ ବୃଦ୍ଧା ଟାଟା ମେମୋରିଆଲ ହସ୍ପିଟାଲକୁ ନିଜ ପିତୃପୁରୁଷ ଜମି ଦାନ କରି ଦେଇଛନ୍ତି। ଜମିର ମୂଲ୍ୟ ପାଖାପାଖି ୧୨୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି, ଯାହାକି ହସ୍ପିଟାଲଠାରୁ ପ୍ରାୟ ୪୦୦ ମିଟର ଦୂରରେ ଅବସ୍ଥିତ। ଜମି ଦାନ କରିଥିବା ଏହି ବୃଦ୍ଧାଙ୍କ ନାଁ ଦୀପିକା ମୁଣ୍ଡଲେ,…