Tata Motors Production Halt : ଅଟୋ ଇଣ୍ଡଷ୍ଟ୍ରୀ ଉପରେ ବର୍ଷାର ପ୍ରଭାବ, ବନ୍ଦ ହେଲା ଉତ୍ପାଦନ, ସପ୍ଲାଏ ମଧ୍ୟ…
ଗୁଜରାଟ : ଦେଶର ବିଭିନ୍ନ ରାଜ୍ୟରେ ବର୍ଷା ବିତ୍ପାତ ଲାଗି ରହିଛି । ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ଏବେ ଦେଶର ଅଟୋ ଇଣ୍ଡଷ୍ଟ୍ରୀ ଉପରେ ବଡ଼ ପ୍ରଭାବ ପଡ଼ିଛି । ଟାଟା ମୋର୍ଟସର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମ୍ୟାନୁଫ୍ୟାକ୍ଚରିଂ ପ୍ଲାଣ୍ଟ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି । ଯାହାର ପ୍ରଭାବ କମ୍ପାନୀ…