Browsing Tag

tata nexon

Low Rider ରୂପରେ Tata Nexonର ନୂଆ ଡିଜାଇନ ସମସ୍ତଙ୍କୁ କରିଦେବ ଦିଓ୍ଵାନା, ଜାଣନ୍ତୁ ଏହାର କ’ଣ ରହିବ ଫିଚର୍ସ

ଦେଶର ୩ୟ ବୃହତ୍‌ ଗାଡ଼ି ନିର୍ମାତା କମ୍ପାନୀ Tata Motorsର ସବ କମ୍ପାକ୍ଟ SUV Nexon ବିକ୍ରିରେ ୭% କମ ହୋଇଥିଲେ ସୁଦ୍ଧା ଏବେ ବି ଦେଶର ସବୁଠୁ ଅଧିକ ବିକ୍ରି ହୋଇଥିବା SUV ଲିଷ୍ଟର ଶୀର୍ଷରେ ରହିଛି। SUV ଗତ କିଛି ସମୟରୁ ହିଁ ଟପ୍‌ ସେଲର୍ସ ଚାର୍ଟରେ ଟପ୍‌ ୩ରେ ରହିଛି। କମ୍ପାନୀ ଯେତେବେଳେ…

Tata Motors ପକ୍ଷରୁ ମିଳିଲା ସୂଚନା, ଜାଣନ୍ତୁ Nexon ଡିଜେଲ ମଡେଲର ବ୍ୟବହାର ଉପରେ କ’ଣ ରହିଛି ଜରୁରୀ ସୂଚନା

Tata Motors ର ଅନଲାଇନ କାର ବୁକିଂ ୱେବସାଇଟରେ କିଛିଦିନ ପୂର୍ବରୁ ଏହାର କମ୍ପାକ୍ଟ ଏସୟୁଭି Nexonର ଡିଜଲ ଭାରିଏଣ୍ଟ ପୋଷ୍ଟ ବନ୍ଦ ହୋଇଛି । ଏହାପରେ ମିଡିଆ ରିପୋର୍ଟ ଅନୁଯାୟୀ, ଏହା ବନ୍ଦ ହେବାର ଖବର ଚର୍ଚ୍ଚାକୁ ଆସିଥିଲା । ମିଡିଆରେ ୧, ୨ଦିନ ହେବ Tata Nexon ର ଡିଜଲ ମଡେଲର XE, XMA,…

ମାସକୁ ମାତ୍ର ୫୫୫୫ ଟଙ୍କା ଦେଇ ଆପଣ ବି ହୋଇପାରିବେ TATA Nexonର ମାଲିକ, ତୁରନ୍ତ ଅଫରର ସୁଯୋଗ ନିଅନ୍ତୁ

ସାଧାରଣତଃ ପର୍ବପର୍ବାଣି ସମୟରେ ଲୋକେ କିଣାକିଣି କରିବାକୁ ଖୁବ ପସନ୍ଦ କରନ୍ତି । ଆଉ ଯଦି ଅଫର କିମ୍ବା ଅନ୍ୟକୌଣସି ସୁବିଧାରେ କିଛି ଜିନିଷ ମିଳିଯାଏ ତେବେ ଯେମିତି "ସୋନେ ପେ ସୁହାଗା" ହୋଇଯାଏ । ଛୋଟ ଛୋଟ ଘରୋଇ ଜିନିଷ ବ୍ୟତୀତ ଶୁଭ ସମୟ ଚାଲି ଥିବାରୁ ଅନେକେ ଯାନ ବାହନ କିଣିବାରେ ମଧ୍ୟ…

ଟାଟା ନେକ୍ସନ୍ ଭାରତର ସବୁଠାରୁ ସୁରକ୍ଷିତ କାର , ଗ୍ଲୋବାଲ NCAP କ୍ରାସ ଟେଷ୍ଟରେ ମିଳିଲା ୫ ରେଟିଂ ଷ୍ଟାର

ନୂଆଦିଲ୍ଳୀ : ଭାରତର ବିଶିଷ୍ଟ କମ୍ପାନି ଟାଟା ମୋଟର୍ସର ନେକ୍ସନ ଏସୟୁଭି କାର ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠାରୁ ଅଧିକ ସୁରକ୍ଷିତ କାର ମାନଙ୍କ ମଧ୍ୟରେ ରହିଛି ଟାଟା ନେକ୍ସନ। ଏହା ଆମେ କହୁ ନାହୁଁ ବରଂ ୟୁକେରେ ରହିଥିବା ବେଷ୍ଟ ଗ୍ଲୋବ NCAP ଘୋଷଣା କରିଛି । ନେକ୍ସନ୍ କୁ…