Browsing Tag

tata will build new parliament building

ତ୍ରିଭୁଜାକାର ହେବ ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ: ନିର୍ମାଣ କରିବ ଟାଟା, ୨୧ ମାସ ଭିତରେ ସରିବ କାମ

ନୂଆଦିଲ୍ଲୀ: ନୂଆ ପାର୍ଲାମେଣ୍ଟ ବିଲ୍‌ଡିଂ ନିର୍ମାଣ କରିବ ଟାଟା । ଟାଟା ପ୍ରୋଜେକ୍ଟସ୍‌ ଲିମିଟେଡ୍‌କୁ ମିଳିଲା କାର୍ଯ୍ୟାଦେଶ । ୮୬୧ କୋଟି ୯୦ ଲକ୍ଷ ଟଙ୍କାରେ ନୂଆ ସଂସଦ ଭବନ ନିର୍ମାଣ କରିବ ଟାଟା । ତେବେ ଏଲ୍‌ ଆଣ୍ଡ ଟି ୮୬୫ କୋଟି ଟଙ୍କାର ବିଡ୍‌ ଦାଖଲ କରିଥିଲେ ବି କଟି ଯାଇଛି । ନୂଆ…