ଭାରତରେ iPhone ଉତ୍ପାଦନ କରିବ ଟାଟା ଗ୍ରୁପ୍, ଏହି କମ୍ପାନୀକୁ କରିବ ଅଧିଗ୍ରହଣ
ବହୁତ ଜଲ୍ଦି ଆଇଫୋନ୍ ଉତ୍ପାଦନ ଆରମ୍ଭ କରିବ ଟାଟା ଗ୍ରୁପ୍। କମ୍ପାନୀ ଉଭୟ ଲୋକାଲ୍ ଏବଂ ଗ୍ଲୋବାଲ୍ ମାର୍କେଟ୍ ପାଇଁ ଆଇଫୋନ୍ ଉତ୍ପାଦନ କରିବ। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏ ନେଇ ସୋସିଆଲ…