ଟାଟୁ କଲେ ହୋଇପାରେ କ୍ୟାନ୍ସର, ଜାଣନ୍ତୁ ଏହାର ଅନ୍ୟ ସାଇଡ୍ ଇଫେକ୍ଟ
ଆଜିକାଲି ଯୁବ ପିଢ଼ିଙ୍କ ମଧ୍ୟରେ ଟାଟୁକୁ ନେଇ ବହୁତ କ୍ରେଜ୍ ରହିଛି। ଉଭୟ ପୁଅ ଓ ଝିଅ ଶରୀରର ବିଭିନ୍ନ ଅଙ୍ଗରେ ରଙ୍ଗ ବେରଙ୍ଗର ଟାଟୁ କରିବାକୁ ଅଧିକ ପସନ୍ଦ କରୁଛନ୍ତି। କିନ୍ତୁ ଟାଟୁ ଶରୀରକୁ ରଙ୍ଗୀନ କରୁଥିବା ବେଳେ ଏହାର ଅନେକ ସାଇଡ୍ ଇଫେକ୍ଟ ମଧ୍ୟ ରହିଛି। ଖାସ୍ କରି ଚର୍ମରେ କାଳି…