ଟ୍ୟାକ୍ସି ଡ୍ରାଇଭରଙ୍କ ମୃତ୍ୟୁ ଘଟଣା, ୪ ଗିରଫ
ଭୁବନେଶ୍ବର: ନିଖୋଜ ଟ୍ୟାକ୍ସି ଡ୍ରାଇଭରଙ୍କ ସଂଦେହ ଜନକ ମୃତ୍ୟୁ ଘଟଣା । ବାଣପୁର ଟ୍ୟାକ୍ସି ଡ୍ରାଇଭର ବିଦ୍ୟାଧର ସାହୁ ମୃତ୍ୟୁ ଘଟଣାର ଖୁଲାସା । ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ । ଶନିବାର ଚନ୍ଦକା-ବାରଙ୍ଗ ରାସ୍ତାରୁ ମିଳିଥିଲା ମୃତଦେହ । ଭୁବନେଶ୍ବର ବଡଗଡ ଥାନାର…