Browsing Tag

tea man

ଦୀର୍ଘ ୫୦ ବର୍ଷ ଧରି ରାଜଧାନୀରେ ଚା’ ବିକ୍ରି କରି ପରିବାର ପୋଷୁଛନ୍ତି ଅର୍ଜୁନ

ଭୁବନେଶ୍ୱର : ଅପରାହ୍ନ ସମୟରେ ଅପରାହ୍ନ ବୟସରେ ଜଣେ ବ୍ୟକ୍ତି ଗୋଟିଏ ହାତରେ ଥରମୋଫ୍ଲାସ୍କଟିଏ ଆଉ ଅନ୍ୟ ହାତରେ କାଗଜ କପ କିଛି ଧରି ଦୋକାନ ଦୋକାନ ବୁଲି ବୁଲି ପଚାରୁଥାନ୍ତି ବାବୁ ଚା' ନବ ଚା' । ହସ ହସ ମୁହଁ ସାଙ୍ଗକୁ ପତଳା ଡେଙ୍ଗା ମଣିଷଟିଏ । ମୁଣ୍ଡରେ ଧଳା କେଶ ସହିତ କିଛି ଦାନ୍ତ ମଧ୍ୟ…