Browsing Tag

tea stall

ବାପା-ମା’ ଚାହୁଁଥିଲେ ପୁଅ ଆଇଏଏସ୍‌ ହେଉ, କିନ୍ତୁ ସେ ବିକିଲା ଚା’; ଏବେ ବର୍ଷକୁ ରୋଜଗାର କରୁଛି ୧୦୦ କୋଟି

କୁହାଯାଏ, ଭାଗ୍ୟରେ ଯାହା ଥାଏ ସେଇୟା ହିଁ ହୁଏ। କିଛି ସେମିତି ହୋଇଛି ମଧ୍ୟ ପ୍ରଦେଶର ଦୁଇ ଯୁବକଙ୍କ ସହ। ସବୁ ବାପା-ମା’ଙ୍କ ଭଳି ଏହି ଦୁଇ ଜଣଙ୍କ ଘର ଲୋକ ମଧ୍ୟ ଚାହିଁଥିଲେ ଯେ ତାଙ୍କ ପୁଅ ବଡ଼ ହୋଇ ଆଇଏଏସ୍‌ ଅଫିସର ହେଉ କିମ୍ବା ବଡ଼ ଚାକିରି କରୁ। କିନ୍ତୁ ପିଲା ବନିଗଲେ ଚା’ବିକାଳୀ। ତେବେ…

Video: ନାଗପୁରରେ ଷ୍ଟାଇଲିଶ୍‌ ଡଲି ଭାଇଙ୍କ ଚା’ ସୋସିଆଲ ମିଡିଆରେ ଭାଇରାଲ, ଜବରଦସ୍ତ ଅନ୍ଦାଜରେ ଲୋକଙ୍କୁ ପିଆଉଛନ୍ତି…

ନାଗପୁରରେ ଜଣେ ଚା’ ଦୋକାନୀ ନିଜର ଚା’ ପରଷିବା କଳା ଦ୍ୱାରା ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି। ଏହି କାରଣରୁ ସେ ଏବେ ଇଣ୍ଟରନେଟ୍‌ରେ ହଇଚଇ ସୃଷ୍ଟି କରିଛନ୍ତି। ସେ ଦାବି କରିଛନ୍ତି କି, ତାଙ୍କର ଏହି ଷ୍ଟାଇଲ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କଠାରୁ ପ୍ରେରିତ। ‘ଡଲି କି ଟପରୀ’ରେ ନା କେବଳ…

ଭୁବନେଶ୍ବର: ଓମ୍‌ଫେଡ ବୁଥ୍‌ରେ କେବଳ ମିଳିବ କ୍ଷୀର, ଚା’ ବିକ୍ରି ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ଓମ୍‌ଫେଡ ବୁଥ୍‌ରେ କେବଳ କ୍ଷୀର ମିଳିବ । ଚା' ବିକ୍ରି ବନ୍ଦ । ଜନଗହଳିକୁ ନଜରରେ ରଖି ଚା' ଓ କଫି ବିକ୍ରି ବନ୍ଦ । ସେହିପରି ବନ୍ଦ ରହିବ ପାନ ଦୋକାନ । ଫ୍ରୁଟ୍‌ ଜୁସ୍‌ ସେଣ୍ଟରରେ କେବଳ ଫଳ ବିକ୍ରି କରି ପାରିବେ । ବନ୍ଦ ରହିବ ଆଇସକ୍ରିମ୍‌ ପାର୍ଲର । ଓପୋଲଫେଡ୍‌…

ରାଜଧାନୀ ଭୁବନେଶ୍ୱରରେ ଅଛି ଏମିତି ଏକ ଚା ଦୋକନ, ଯେଉଁଠି ଗୋଟିଏ କି ଦୁଇଟି ନୁହେଁ ମିଳେ ୮୦ ପ୍ରକାର tea

ଚାହା ସମସ୍ତଙ୍କ ପାଇଁ ଏକ ନିଶା । ସକାଳୁ ଉଠି ଚା ଟିକେ ନ ପିଇଲେ ଦିନ ଭଲରେ କଟେନି। ଆଉ ଯଦି ଆମେ ଅଫିସ କାମରେ ଖୁବ ବ୍ୟସ୍ତ ଥାଉ ଓ ନିଜକୁ ଟିକେ ରିଲାକ୍ସ କରିବାକୁ ଚାଁହୁ, ତେବେ ଚା ଠାରୁ ଭଲ ବିକଳ୍ପ ବି ଆମ ପାଖରେ କିଛି ନ ଥାଏ। ଚା ପ୍ରେମୀ ମାନଙ୍କ ପାଇଁ ତ ଚା ନାଁ ଶୁଣିଲେ ମନ ଉଚ୍ଛନ୍ନ…

ପର୍ଯ୍ୟଟନ ସ୍ଥଳ ହେବ ମୋଦିଙ୍କ ଚା ଦୋକାନ, ସଂସ୍କୃତି ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ପିଲାଦିନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସ୍ଥାନରେ ଚା ବିକୁଥିଲେ ସେହି ସ୍ଥାନ ଅର୍ଥାତ ବଡନଗରରର ରେଲୱେ ଷ୍ଟେସନ ହେବ ପର୍ଯ୍ୟଟନ ସ୍ଥଳ। ଏଭଳି ଏକ ଯୋଜନା କରାଯାଉଛି ବୋଲି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ପଟେଲ କହିଛନ୍ତି। କିଛିଦିନ ତଳେ ମନ୍ତ୍ରୀ ବଡନଗର ଗସ୍ତରେ…

ଚା’ ବିକ୍ରି କରି ମାସକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ବ୍ୟକ୍ତି, ସ୍ବାଦରେ ଦିୱାନା ପୂରା ଚା’ ପ୍ରେମୀ

ସାଧାରଣତଃ ଚା’ ବିକିବା ଏକ ଛୋଟ ମୋଟ ବିଜନେସ ଅଟେ,କିନ୍ତୁ ଯଦି ଆମେ ଆପଣଙ୍କୁ ଜଣାଇବୁ ଯେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ କେବଳ ଚା‘ ବିକି ମାସକୁ ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଆପଣଙ୍କୁ ନିଶ୍ଚୟ ଏହି କଥା ଉପରେ ବିଶ୍ବାସ ହେବ ନାହିଁ, କିନ୍ତୁ ଏକ ସତ ଅଟେ। ଏହି ଚା’ ଦୋକାନର…