Browsing Tag

teacher

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜେଲ ଯିବା ପରେ ଅନ୍ୟ ଶିକ୍ଷକଙ୍କ ବଦଳି ଦାବିରେ ଗ୍ରାମବାସୀଙ୍କ ଧାରଣା

ବିଦ୍ୟାଳୟକୁ ଶିକ୍ଷାର ମନ୍ଦିର କୁହାଯାଉଥିବା ବେଳେ କିଛି ଅସାମାଜିକ ଶିକ୍ଷକଙ୍କ ପାଇଁ ଏହି ମନ୍ଦିର ଆସ୍ଥା ହରାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ଲକ ସୁଜନପୁର ପଂଚାୟତରେ ହସନପୁର ବାଳିକା ନୋଡ଼ାଲ ବିଦ୍ୟାଳୟରେ । ଏଠାରେ କାର୍ଯ୍ୟରତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଅସଦାଚାରଣ…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କଲେ ଆର୍ଟ ଶିକ୍ଷକ

ଗୁରୁ ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଶିକ୍ଷକଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ । ସପ୍ତମ ଶ୍ରେଣୀର ଛାତ୍ରୀକୁ ନିଛାଟିଆ ରୁମ୍କୁ ଡ଼ାକି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ଆସିଛି । ଏପରି ଅଭିଯୋଗ ଆଣିଛନ୍ତି ଖୋଦ୍ ଛାତ୍ରୀଙ୍କ ପରିବାର ଲୋକେ । ଖାଲି ସେତିକି ନୁହେଁ ଏକଥା…

ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଏମିତି ଅବସର କାଳୀନ ସମ୍ବର୍ଦ୍ଧନା ଦେଲେ ଛାତ୍ରଛାତ୍ରୀ

କେନ୍ଦୁଝର: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା । ୧୧ ବର୍ଷ ଧରି ନିରବଛିନ୍ନ ସେବା ଯୋଗାଇଥିବା ଶିକ୍ଷୟିତ୍ରୀଙ୍କ ବିଦାୟୀ ସଭାରେ ଝୁରିଲେ ଗ୍ରାମବାସୀ। ଗୁରୁ ଶିଷ୍ୟଙ୍କ ସମ୍ପର୍କ ଅନ୍ୟ ସବୁ ସମ୍ପର୍କ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଜୀବନରେ ଜଣେ ଭଲଗୁରୁଙ୍କୁ ପାଇବା ଏତେ ସହଜ…

ଶାରୀରିକ ଦଣ୍ଡ ପାଇଁ ୧ ଲକ୍ଷ ଟଙ୍କା ଜରିମାନା ଦେବେ ଶିକ୍ଷକ, ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟ ଜଣେ ସ୍କୁଲ ଶିକ୍ଷକଙ୍କୁ ଶାରୀରିକ ଦଣ୍ଡ ପାଇଁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ସର୍ବୋଚ୍ଚ ଅଦାଲତ ପୁନର୍ବାର କହିଛନ୍ତି ଯେ ଶୃଙ୍ଖଳାଗତ ଭାବରେ ଛାତ୍ରଙ୍କୁ ‘ଶାରୀରିକ ଦଣ୍ଡ’ କିଶୋର ନ୍ୟାୟ (ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ର ଧାରା ୮୨ ଅନୁଯାୟୀ ଅପରାଧ ହୋଇପାରେ…

ମିଳିଲାନି ଛୁଟି, ଦେହରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ପାଟଣାଗଡ଼ : ଅସୁସ୍ଥତା ସତ୍ତ୍ବେ ଛୁଟି ନମିଳିବାରୁ ଦେହରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟର ଗଣିତ ଶିକ୍ଷକ ପ୍ରକାଶ ଭୋଇଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରିନସିପାଲଙ୍କୁ ହ୍ବାଟସ ଆପ ମାଧ୍ୟମରେ ଛୁଟି ଦରଖାସ୍ତ ଦେଇଥିଲେ ।…

ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ କଳଙ୍କ, ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ

ବଲାଙ୍ଗିର: ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କରେ କଳଙ୍କ । ଗୁରୁଙ୍କ ନାଁ ରେ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ୍ ଛାତ୍ରୀଙ୍କ ଅଭିଭାବକ। ଏ କୁଆଡ଼େ ସ୍କୁଲ୍ ର ପ୍ରଧାନ ଶିକ୍ଷକ । ତାଙ୍କ କାରନାମା ବିଷୟରେ ଜାଣିଲେ ଆପଣଙ୍କର ଉଡ଼ିଯିବ ହୋସ୍ । ସ୍କୁଲ ହେଉଛି ବିଦ୍ୟାମନ୍ଦିର ସେଠାରେ…

ନା ଅଛି ପୋଲ ନା ଅଛି ଡଙ୍ଗା, ଭରା ନଈ ପାରି ହୋଇ ସ୍କୁଲ ଯାଉଛନ୍ତି ଶିକ୍ଷକଙ୍କ ସହ ଛାତ୍ରଛାତ୍ରୀ

କଳାହାଣ୍ଡି: ଉଚ୍ଛୁଳା ନଦୀ । ଏପେଟ ସେପଟ ଚାହିଁଲେ ଆଖି ପାଉନି । ଏହି ଉଚ୍ଛୁଳା ନଦୀରେ ପିଲାମାନେ ହାତରେ ସ୍କୁଲ ସାର୍ଟ ପ୍ୟାଣ୍ଟ ଧରି ଛାତିଏ ଛାତିଏ ପାଣିରେ ପଶି ନଦୀ ଏପାଖରୁ ସେପାଖକୁ ପାର୍‌ ହେଉଛନ୍ତି । ଟିକିଏ ଭାବନ୍ତୁ ଯଦି ପାଦ ଅସାବଧାନତା ଯୋଗୁଁ ପାଦ ଖସିଗଲା ତେବେ ପରିସ୍ଥିତି କେତେ…

ଏମିତି ବି ଆସେ ମୃତ୍ୟୁ: ନାଚୁ ନାଚୁ ଟଳି ପଡିଲେ ନୃତ୍ୟ ଗୁରୁ

ଯାଜପୁର : ନୃତ୍ୟ ଅଭ୍ୟାସ ବେଳେ ଚାଲିଗଲା ନୃତ୍ୟ ଗୁରୁଙ୍କ ଜୀବନ ।  ଯାଜପୁର ଜିଲ୍ଲା ଷଠୀପୁର ସ୍ଥିତ କ୍ୟାମ୍ପରେ ଯାଜ୍ଞସେନି ଅପେରା ଡ୍ୟାନ୍ସ ଗୁରୁ ମାୟାଧର ଜେନାଙ୍କ ମୃତ୍ୟୁ ହୋଇଛି ।  ଯାତ୍ରାପାର୍ଟି କଳାକାରଙ୍କୁ ନୃତ୍ୟ ଅଭ୍ୟାସ ବେଳେ ଅଚାନକ ଅସୁସ୍ଥ ହୋଇପଡିଥିଲେ ନୃତ୍ୟ ଗୁରୁ । ତୁରନ୍ତ…

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ କମ ଦିନ ଭିତରେ ନୂଆ ଶିକ୍ଷକ ନିଯୁକ୍ତି ଦିଆଯିବ। ଗତକାଲି ରିଭ୍ୟୁ ମିଟିଂ ହୋଇଥିଲା ସବୁ ଜାଗାକୁ ପିଲାମାନଙ୍କ ପାଇଁ ବହି…

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି, ଜାନୁଆରୀ ଠାରୁ ହେବ ଲାଗୁ

ଭୁବନେଶ୍ୱର(କେନ୍ୟୁଜ୍‌): କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି । ମାସିକ ୧୩,୮୦୦ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି । ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପିଛିଲା ଭାବେ ୨୦୨୩ ଜାନୁଆରୀଠାରୁ ଲାଗୁ ହେବ । କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ହେବେ ଉପକୃତ ।

ପ୍ରାଥମିକ ବିଦ୍ୟାଳୟରେ ଦୂର ହେବ ଶିକ୍ଷକ ଅଭାବ, ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ

କେନ୍ୟୁଜ୍(ବ୍ୟୁରୋ):  ପ୍ରାଥମିକ ବିଦ୍ୟାଳୟରେ ଦୂର ହେବ ଶିକ୍ଷକ ଅଭାବ । ଖୁବଶୀଘ୍ର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ଯୋଜନାଭିତ୍ତିରେ ନିଯୁକ୍ତି ପାଇବେ । ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିଲା । କନିଷ୍ଠ ଶିକ୍ଷକମାନେ ଏଣିକି ଯୋଜନାଭିତ୍ତି ବା…

କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ…