ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ି ଖେଳ ଶିକ୍ଷକଙ୍କ ମୃତ୍ୟୁ
ଟାଙ୍ଗି(କେନ୍ୟୁଜ): ପୋଖରୀରେ ବୁଡ଼ି ଶିକ୍ଷକଙ୍କ ମୃତ୍ୟୁ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଟାଙ୍କୁଳ ଗ୍ରାମର ଖେଳ ଶିକ୍ଷକ ଭଵତୋଷ ପରିମାଣିକଙ୍କ ପୋଖରୀରେ ବୁଡି ଅକାଳ ବିୟୋଗ ହୋଇଛି | ସେ ନିଜ ଗ୍ରାମ ଟାଙ୍କୋଳରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ପୋଖରୀରେ…