Browsing Tag

teacher misbehave

ଶିକ୍ଷକଙ୍କ ନାଁରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ନିଲମ୍ବିତ କଲା ଶିକ୍ଷା ବିଭାଗ

ଆଠମଲ୍ଲିକ(କେନ୍ୟୁଜ୍):ଶିକ୍ଷକଙ୍କ ନାମରେ କଳଙ୍କ । ବିଦ୍ୟାଳୟରେ ପାଠ ପଢ଼ାଇବା ବାହାନାରେ ଶିକ୍ଷକ ଜଣକ ଛାତ୍ରୀମାନଙ୍କୁ ନିରୋଳାରେ ପାଖକୁ ଡାକି ଦେହକୁ ସ୍ପର୍ଶ କରୁଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତରେ ସତ୍ୟାସତ୍ୟ ଜଣା ପଡିବା ପରେ ସମ୍ପୃକ୍ତ ଶିକ୍ଷକଙ୍କୁ ନିଲମ୍ବିତ କରିଛି| ଘଟଣାଟି…

ସ୍କୁଲରେ ସିଆରସିସିଙ୍କୁ ଗାଳିଗୁଲଜ କଲେ ଶିକ୍ଷୟିତ୍ରୀ, ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଅଫିସର୍‌

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଚଣ୍ଡୀ ରୂପ। ସ୍କୁଲ ଭିତରେ ଚେୟାର ବସି ସିଆରସିସିଙ୍କୁ ଧମକ ଦେଉଛନ୍ତି ଶିକ୍ଷୟିତ୍ରୀ। ଖାଲି ଧମକ ନୁହେଁ ଅଭଦ୍ର ଭାବେ ଗାଳିଗୁଲଜ ବି କରୁଛନ୍ତି। ବିଦ୍ୟା ମନ୍ଦିରରେ ପାଠ ପଢ଼ାଉଥିବା ଶିକ୍ଷୟିତ୍ରୀ ଶୁଣାଉଛନ୍ତି ଅଭଦ୍ରର ସ୍ୱର। କିନ୍ତୁ…

କଳାହାଣ୍ଡି: ଠେଳକୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଦ ପିଇ ସହକାରୀ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ, ସୋସିଆଲ ମିିଡିଆରେ…

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରଣମାଲ ପଞ୍ଚାୟତର ଠେଳକୋମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ମଦ ପିଇ ସହକାରୀ ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ। ଶିକ୍ଷକ ଚିନ୍ତାମଣୀ ଦାସଙ୍କ ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହୋଇଛି । ଶିକ୍ଷକ ଜଣକ ମଦ ପିଇ ଛାତ୍ରୀଙ୍କୁ ଦୁଃବ୍ୟବହାର କରୁଥିବା…

ବୌଦ୍ଧ: ଭୋଗ ବାଣ୍ଟିବା ବାହାନାରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ବୌଦ୍ଧ(କେନ୍ୟୁଜ୍): ପୁଣି ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ । ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅଞ୍ଚଳର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଗଣେଶ ପୂଜା ଭୋଗ ବାଣ୍ଟିବା ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଶିକ୍ଷକ ଧନଞ୍ଜୟ ପାତ୍ର । ଏ ଘଟଣା…

କଟକ: ଶିକ୍ଷକଙ୍କ ନାଁରେ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ ଅଭିଯୋଗ, ପରିବାର ପକ୍ଷରୁ ଥାନାରେ ଏତଲା

ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରିବା ନେଇ ଶିକ୍ଷକଙ୍କ ନାଁରେ ଅଭିଯୋଗ । କଟକ ଜିଲ୍ଲା ଘୋଳପୁର ୟୁପି ସ୍କୁଲର ଜଣେ ଶିକ୍ଷକଙ୍କ ନାଁରେ ସରଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛିା ଅଭିଯୋଗ ହୋଇଛି, ସ୍କୁଲ ଓ ଟିୟୁସନ୍‌ ଯିବା ବାଟରେ ଜଣେ ଯୁବକ ଛାତ୍ରୀଙ୍କୁ ଅଶ୍ଳିଳ ଇଙ୍ଗିତ କରୁଥିଲେ । ଏନେଇ ସ୍କୁଲ…

ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକ ଦୁର୍ବ୍ୟବହାର, ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ

ଆଠଗଡ଼ : ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ । ଆଠଗଡ଼ ବାଙ୍କୀ ବ୍ଲକର ଘୋଳପୁର ନୋଡାଲ ସ୍କୁଲରେ ଜନୈକ ଶିକ୍ଷକ ବିଭିନ୍ନ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏହା ସହ ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀ ଶ୍ରେଣୀରେ ପାଠ ନପଢ଼ାଇ ମୋବାଇଲରେ କଥା…