Browsing Tag

teacher murder case

ମମିତାଙ୍କ ପରିବାରକୁ ଭେଟିଲେ ମହିଳା କମିଶନ ଅଧ୍ୟକ୍ଷା, ଅଭିଯୁକ୍ତକୁ ଫାଶୀ ଦେବାକୁ ପରିବାରର ଦାବି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ଫିଟୁଛି ଗୁମର। କ୍ରାଇମ୍‌ସ୍ପଟ ମହାଲିଙ୍ଗ ନିର୍ମାଣଧୀନ ମିନି ଷ୍ଟାଡିୟମରେ ପହଂଚିଛନ୍ତି ମହିଳା କମିାନ ଅଧ୍ୟକ୍ଷା। ମମିତାଙ୍କ ପରିବାରକୁ ଭେଟିଛନ୍ତି ମହିଳା କମିଶନ ଅଧ୍ୟକ୍ଷାଙ୍କ ସହ…

ମମିତା ମେହେର ହତ୍ୟା ମାମଲା: ସହଯୋଗୀ ରାଧେର ଘରୁ ଲେଡିଜ୍‌ ପୋଷାକ, ମୋବାଇଲ ଫୋନ୍ ଜବତ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ସହଯୋଗୀ ରାଧେର ଘରୁ ପୋଲିସ କିଛି ଲେଡିଜ୍‌ ପୋଷାକ, ମୋବାଇଲ ଫୋନ ଜବତ କରିଛି। ଆଉ ଏବେ ଅଧିକ ତଥ୍ୟ ଯୋଗାଡ଼ କରିଛି ବଲାଙ୍ଗିର ପୋଲିସ। ଏପଟେ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଫିଟୁଛି…

ମମିତା ମର୍ଡର ମିଷ୍ଟ୍ରିରୁ ହଟିଛି ପରଦା : ସରଜମିନ ତଦନ୍ତ ପାଇଁ ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା ମର୍ଡର ମିଷ୍ଟ୍ରି ଉପରୁ ହଟିଛି ପରଦା। ସରଜମିନ ତଦନ୍ତ ପାଇଁ କଳାହାଣ୍ଡିର ମହାଲିଙ୍ଗରେ ଉତ୍ତରାଞ୍ଚଳ ଡିଆଇଜି ଓ ବଲାଙ୍ଗିର ଏସ୍‌ପି। ମିନି ଷ୍ଟାଡିୟମ ଯାଇ ସେଠାରେ କ୍ରାଇମସ୍ପଟରେ ଛାନଭିନ କରିବେ। ମିନିଷ୍ଟାଡିୟମରୁ ମମିତାଙ୍କ ମୃତଦେହ ଉଦ୍ଧାର…

ମମିତା ମେହରଙ୍କୁ କରାଯାଇଛି କି ହତ୍ୟା? ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି କି ? ମମିତା ନିଖୋଜ ମାମଲାରେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରାତି ତମମା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ…