ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ପଡ଼ିଛି ମହଙ୍ଗା, ସସପେଣ୍ଡ ହୋଇଛନ୍ତି ଶିକ୍ଷୟିତ୍ରୀ
ମୟୁରଭଞ୍ଜ: ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଦେବା ପଡ଼ିଛି ମହଙ୍ଗା । କୁନି କୁନି ପିଲାଙ୍କୁ ଏମିତି ମାଡ଼ ମାରିଲେ ଯେ ଏବେ ସସପେଣ୍ଡ ହୋଇଛନ୍ତି ଶିକ୍ଷୟିତ୍ରୀ । ଦଣ୍ଡମୁକ୍ତ ଅଞ୍ଚଳରେ କୁନି କୁନି ପିଲାଙ୍କୁ ଦିଆ ଯାଉଥିଲା ଅକଥନୀୟ ନିର୍ଯାତନା । ପିଲାଙ୍କ ଯନ୍ତ୍ରଣା ସହି ନପାରି ସ୍କୁଲକୁ ଧାଇଁ…