Browsing Tag

teacher

କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି, ଜାନୁଆରୀ ଠାରୁ ହେବ ଲାଗୁ

ଭୁବନେଶ୍ୱର(କେନ୍ୟୁଜ୍‌): କନିଷ୍ଠ ଶିକ୍ଷକଙ୍କ ମାସିକ ପାରିଶ୍ରମିକ ବୃଦ୍ଧି । ମାସିକ ୧୩,୮୦୦ରୁ ୨୦ ହଜାର ଟଙ୍କାକୁ ବୃଦ୍ଧି । ପାରିଶ୍ରମିକ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ପିଛିଲା ଭାବେ ୨୦୨୩ ଜାନୁଆରୀଠାରୁ ଲାଗୁ ହେବ । କାର୍ଯ୍ୟରତ ୧୨,୭୮୪ ଜଣ କନିଷ୍ଠ ଶିକ୍ଷକ ହେବେ ଉପକୃତ ।

ପ୍ରାଥମିକ ବିଦ୍ୟାଳୟରେ ଦୂର ହେବ ଶିକ୍ଷକ ଅଭାବ, ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ

କେନ୍ୟୁଜ୍(ବ୍ୟୁରୋ):  ପ୍ରାଥମିକ ବିଦ୍ୟାଳୟରେ ଦୂର ହେବ ଶିକ୍ଷକ ଅଭାବ । ଖୁବଶୀଘ୍ର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ଯୋଜନାଭିତ୍ତିରେ ନିଯୁକ୍ତି ପାଇବେ । ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ହୋଇଥିଲା । କନିଷ୍ଠ ଶିକ୍ଷକମାନେ ଏଣିକି ଯୋଜନାଭିତ୍ତି ବା…

କାଲିଠୁ +୨ ପରୀକ୍ଷା: ସହଯୋଗ କରିବାକୁ ରାଜି ହେଲା କଲେଜ ଅଧ୍ୟାପକ ସଂଘ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ +୨ ପରୀକ୍ଷା । ଏଥିରେ ସହଯୋଗ କରିବେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ମନ୍ତ୍ରୀସ୍ତରୀୟ କମିଟି ସହ ଆଲୋଚନା ପରେ ନିଷ୍ପତ୍ତି ନେଇଛି ଅଧ୍ୟାପକ ସଂଘ । ସର୍ତ୍ତମୂଳକ ଭାବେ ପରୀକ୍ଷା ପରିଚାଳନାରେ ଭାଗ ନେବାକୁ ନିଷ୍ପତ୍ତି ହୋଇଛି । ବିଭିନ୍ନ ଦାବିରେ ୬୬୨ ବର୍ଗ…

ଶିକ୍ଷକଙ୍କ ବର୍ବରତା : ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ କଇଁଚିରେ ଆକ୍ରମଣ କରିବା ପରେ ମାଡ ମାରି ପ୍ରଥମ ମହଲାରୁ ଫିଙ୍ଗି…

ନୂଆଦିଲ୍ଲୀ : ଗୁରୁବାର ଦିନ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍କୁଲକୁ ପାଠ ପଢିବାକୁ ଆସୁଥିବା କୁନି କୁନି ପିଲାଙ୍କ ପ୍ରତି ଶିକ୍ଷୟତ୍ରୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଦିଲ୍ଲୀ ଏମସିଡି ସ୍କୁଲର ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷୟତ୍ରୀ କଇଁଚିରେ ଆକ୍ରମଣ…

ଭାଇରାଲ ହେଲା ଶିକ୍ଷକଙ୍କ ଛୁଟି ଦରଖାସ୍ତ, କହିଲେ: ୫ ତାରିଖ ୮ ଟା ସମୟରେ ମୋ ମାଙ୍କର ହେବ ମୃତ୍ୟୁ …

ଆଜିକାଲି ବିହାରର ଶିକ୍ଷକମାନେ ଏକ ଅଜବ ଢଙ୍ଗରେ ଦରଖାସ୍ତ ଲେଖି ସେମାନଙ୍କ କାଜୁଆଲ୍ ଛୁଟି ପାଇଁ ଛୁଟି ମାଗୁଛନ୍ତି। ଛୁଟି ମାଗିବାର ଏପରି କିଛି କିଛି ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲେଖା ଯାଇଛି ଆସନ୍ତା ଏକ ସପ୍ତାହରେ ମା’ଙ୍କ ମୃତ୍ୟୁ ହେବାର ସମ୍ଭାବନା ଅଛି, ୪…

ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଚେକରେ ଟଙ୍କା ଲୁଟି ଗିରଫ ହେଲେ ଯୁବକ

ଯାଜପୁର (କେନ୍ୟୁଜ): ଚେକରେ ଟଙ୍କା ଲୁଟି ଗିରଫ ହେଲେ ଯୁବକ। ଏପରି ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଞ୍ଚଳରେ। ସୂଚନା ମୁତାବକ, ଜାରକା ଅଞ୍ଚଳର ଶ୍ୟାମସୁନ୍ଦର କର ନାମକ ଜଣେ ଅବସରପ୍ରାପ୍ତ ଶିକ୍ଷକ ଠକାମୀର ଶୀକାର ହେବା ପରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଥଲେ। ପୋଲିସ…

ଦୁର୍ଦ୍ଦିନରେ ଦୁଇ ସରକାରୀ ଶିକ୍ଷକ, ୩୦ବର୍ଷ ଧରି ବିନା ବେତନରେ କରୁଛନ୍ତି ଶିକ୍ଷାଦାନ

ଯାଜପୁର (କେନ୍ୟୁଜ): ଦୁର୍ଦ୍ଦିନରେ ଦୁଇ ସରକାରୀ ଶିକ୍ଷକ । ବିନା ବେତନରେ କରୁଛନ୍ତି ଶିକ୍ଷାଦାନ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ମର୍ଜିିତାପୁରସ୍ଥିତ ଶ୍ରୀ ଶ୍ରୀ ହିଙ୍ଗୁଳା ବିଦ୍ୟାମନ୍ଦିରରେ ବିନା ବେତନରେ ଦୀର୍ଘ ୩୦ ବର୍ଷରୁ ଅଧିକ ହେବ ପାଠ ପଢାଇ ଆସୁଛନ୍ତି ଦୁଇଜଣ ଶିକ୍ଷକ ।…

ଦୈତାରି ଡ଼୍ୟାମରେ ଶିକ୍ଷକ ବୁଡିଯିବା ଘଟଣା: ୫ଦିନ ପରେ ଉଦ୍ଧାର ହେଲା ମୃତଦେହ

ଘଟଗାଁ (କେନ୍ୟୁଜ): ଦୈତାରି ଥାନା ଅନ୍ତର୍ଗତ ଦୈତାରି ଡ୍ୟାମରେ ବୁଡି ନିଖୋଜ ଥିବା ଶିକ୍ଷକଙ୍କ ମୃତଦେହ ଉଦ୍ଧାର। ଗତ ୧୮ ତାରିଖ ଦିନ ଡଙ୍ଗାରେ ଯାଉଥିବା ବେଳେ ସେଲଫି ନେବା ବେଳେ ବୁଡି ଯାଇ ନିଖୋଜ ଥିଲେ ଶିକ୍ଷକ ୫ଦିନ ପରେ ଉଦ୍ଧାର ହେଲା ଶବ। ସୂଚନା ଯୋଗ୍ୟ , ହରିଚନ୍ଦନପୁର ବ୍ଲକ ଦୈତାରି…

ଏଣିକି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର କୌଣସି ସମସ୍ୟା ଥିଲେ ସିଧାସଳଖ ଜିଲ୍ଲାପାଳଙ୍କୁ କରିପାରିବେ ଅଭିଯୋଗ

କଟକ (କେନ୍ୟୁଜ): ଶିକ୍ଷକ ଶିକ୍ଷୟିତ୍ରୀ ନିଜର ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ଥିଲେ ସିଧାସଳଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିପାରିବେ। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଏଭଳି ବ୍ୟବସ୍ଥା କରିଛନ୍ତି କଟକ ଜିଲ୍ଲାରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ। ଆଜି ଖାନନଗର…

ଗୁରୁ ନାଁରେ କଳଙ୍କ, ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲେ ଶିକ୍ଷକ 

ନୟାଗଡ଼ (କେନ୍ୟୁଜ): ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରି ଟ୍ୟୁସନ୍ ଶିକ୍ଷକ ଗିରଫ।ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ରାଜସୁନାଖଳା ଅଞ୍ଚଳରେ।କୋଭିଡ଼ ସମୟରେ ଛାତ୍ରୀଙ୍କୁ ଅଶ୍ଲୀଳ ଭିଡ଼ିଓ ଦେଖାଇ ଦୁଷ୍କର୍ମ କରୁଥିଲା ଅଭିଯୁକ୍ତ ଶିକ୍ଷକ। ଦୁଷ୍କର୍ମ ପରେ ଅନ୍ତରଙ୍ଗ…

ଛାତ୍ରୀଙ୍କୁ ଅପମାନିତ କରିବା ଶିକ୍ଷୟିତ୍ରୀଙ୍କୁ ପଡିଲା ମହଙ୍ଗା , ବିଦ୍ୟାଳୟ ଭିତରେ ନିର୍ବସ୍ତ୍ର କରି ମାଡ଼ମାରିଲେ…

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ଦକ୍ଷିଣ ଦିନାଜପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଛାତ୍ରୀଙ୍କୁ ଅପମାନିତ କରିବା ଜଣେ ଶିକ୍ଷୟିତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏକ ସଂପ୍ରଦାୟର ଲୋକେ ଶିକ୍ଷୟିତ୍ରୀଙ୍କୁ ନିର୍ବସ୍ତ୍ର କରି ମାଡ଼ ମାରିଥିବା ନେଇ ଜାତୀୟ…

ଉମରକୋଟ: କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ବଢ଼ୁଛି ରହସ୍ୟ, ସୁଇସାଇଡ ନୋଟ ଜବତ; ମୋବାଇଲ ଖୋଲିପାରେ ମୃତ୍ୟୁର…

ଉମରକୋଟ (କେନ୍ୟୁଜ): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଜଣେ କ୍ରୀଡା ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ସମସ୍ତଙ୍କ ମନରେ ଉଠୁଛି ଅନେକ ପ୍ରଶ୍ନ । ପରିବାର ଠାରୁ ଆରମ୍ଭ କରି ତାଙ୍କ ସହପାଠୀ ଓ ଉମରକୋଟ ଜନ ସାଧାରଣ ଏହି ଆତ୍ମହତ୍ୟା କୁ ସହଜ ରେ ବିଶ୍ୱାସ କରିପାରୁନାହାନ୍ତି।ତନୁଜା…