Browsing Tag

teacher

ବିଳମ୍ବିତ ରାତିରେ ଶିକ୍ଷକଙ୍କ ଘରେ ଧସେଇ ପଶିଲେ ଦୁର୍ବୃତ୍ତ ; ବୁଲାଇଲେ କଳାକନା, ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ

ଯାଜପୁର (କେନ୍ୟୁଜ) : ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭାକୁଡ ଗ୍ରାମର ଶିକ୍ଷକ ସଚିତ୍ର କୁମାର ରାଉତଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଅତ୍ୟଧିକ ଗରମ…

ତଣ୍ଟିରେ ଫସିଗଲା ବୋତଲର ଠିପି: ଏପରି କୌଶଳ ପ୍ରୋୟାଗ କରି ପିଲାର ଜୀବନ ବଞ୍ଚାଇଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ଶିକ୍ଷକମାନେ କେବଳ ପିଲାମାନଙ୍କୁ ଶିକ୍ଷା ଦିଅନ୍ତି ନାହିଁ ବରଂ ସେମାନଙ୍କୁ ଉତ୍ତମ ଆଦର୍ଶ ଦେଇଥାନ୍ତି। କେବଳ ଏତିକି ନୁହେଁ, ଶିକ୍ଷକମାନେ ମଧ୍ୟ ଆବଶ୍ୟକ ସମୟରେ ପିଲାମାନଙ୍କର ଜୀବନ ରକ୍ଷା କରନ୍ତି। ଆମେରିକାର ନ୍ୟୁଜର୍ସିରେ ଥିବା ଇଷ୍ଟ ଆରେଞ୍ଜ କମ୍ୟୁନିଟି ଚାର୍ଟର ସ୍କୁଲରେ ଏପରି ଏକ ମାମଲା…

ଦୁବାଇରେ ସମ୍ମାନିତ ହେଲେ ଓଡିଆ ଶିକ୍ଷକ, ପାଇଲେ ବିଶ୍ଵର ଶ୍ରେଷ୍ଠ ଶିକ୍ଷକ ପୁରଷ୍କାର

ସୋର(କେନ୍ୟୁଜ୍): ସୁଦୁର ଦୁବାଇ ମାଟିରେ ସମ୍ମାନିତ ହେଲେ ଜଣେ ଓଡିଆ ଶିକ୍ଷକ । ଆନ୍ତର୍ଜାତିକ ଶିକ୍ଷା ଶିଖର ସମ୍ମିଳନୀରେ ତାଙ୍କୁ ମିଳିଛି ବିଶ୍ଵର ଶ୍ରେଷ୍ଠ ଶିକ୍ଷକ ପୁରଷ୍କାର । ବାଲେଶ୍ଵର ଜିଲ୍ଲା ବାହାନଗା ବ୍ଲକ୍‌ କରଞ୍ଜାବିନ୍ଧା କ୍ଷେତ୍ରମୋହନ ଉଚ୍ଚ ବିଦ୍ୟାପୀଠର ଶିକ୍ଷକ ପିତାମ୍ବର…

ଶିକ୍ଷକ ନିଯୁକ୍ତି ନେଇ ରାଜ୍ୟରେ ପୁଣି ରେକର୍ଡ: ଏପ୍ରିଲ ୨୦୨୨ ସୁଦ୍ଧା ଆଉ ୧୧୪୦୩ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।…

ସ୍କୁଲରେ ଅନୁପସ୍ଥିତ ଥିବାରୁ ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ, ୪ ସିଆରସିସିଙ୍କୁ କାରଣ ଦର୍ଶାଅ ନୋଟିସ୍

ଭଦ୍ରକ(କେନ୍ଯୁଜ୍):ସ୍କୁଲରେ ଅନୁପସ୍ଥିତ ଥିବାରୁ ୨୩ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ। ୪ ସିଆରସିସିଙ୍କୁ ଦିଆଯାଇଛି କାରଣ ଦର୍ଶାଅ ନୋଟିସ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଶିକ୍ଷାଅଧିକାରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସମୟରେ ଅନେକ ବିଦ୍ୟାଳୟରେ ଶିକ୍ଷକ ଅନୁପସ୍ଥିତ ଥିବା…

ମାଆର ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଆସୁଥିଲେ ଶିକ୍ଷକ, ଅଭିଯୁକ୍ତଙ୍କୁ ଗିରଫ କରି…

ମଧ୍ୟ ପ୍ରଦେଶର ହୋଶଙ୍ଗାବାଦରେ ଏକ କୋଚିଂ ସେଣ୍ଟରର ଜଣେ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଦୀର୍ଘଦିନ ଧରି ଦୁଷ୍କର୍ମ କରି ଆସୁଥିବା ନେଇ ଅଭିଯୋଗ ହୋଇଛି। ଅଭିଯୁକ୍ତ ଶିକ୍ଷକ ଛାତ୍ରୀଙ୍କ ମା’ଙ୍କୁ ଆକ୍ସିଡେଣ୍ଟ କରେଇ ଦେବାକୁ ଧମକ ଦେଇ ମାସ ମାସ ଧରି ଛାତ୍ରୀଙ୍କୁ ଯୌନ ଶୋଷଣ କରି ଆସୁଥିଲେ।…

ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଆରା ବିକ୍ଷୋଭ: ଭୋପାଳ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ କାନ ଧରି ହେଲେ ବସଉଠ

ଭୋପାଳ: କାନ ଧରି ବସଉଠ । ଶିକ୍ଷକଶିକ୍ଷୟିତ୍ରୀଙ୍କ ନିଆରା ବିକ୍ଷୋଭ। ଶତାଧିକ ଶିକ୍ଷକଶିକ୍ଷୟିତ୍ରୀ ହାତରେ ରାକ୍ଷୀ ଥାଳି ଧରି ମଧ୍ୟପ୍ରଦେଶ ଭୋପାଳ ସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ଏପରିକି ଶିକ୍ଷୟିତ୍ରୀମାନେ କାନ ଧରି ବସଉଠ ହେଉଥିବା ଦେଖିବାକୁ ମିଳିଛି।…

ଶିକ୍ଷକଙ୍କର ବଦଳି ହେବା ପରେ ତାଙ୍କ ଗୋଡ଼ ଧୋଇ ସମ୍ମାନର ସହ ଏମିତି ବିଦାୟ ଦେଲେ ଗ୍ରାମବାସୀ, ଦେଖନ୍ତୁ ମନକୁ ଛୁଇଁଯିବା…

ସୋସିଆଲ ମିଡିଆରେ ଜଣେ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଗାଁର ସରକାରୀ ସ୍କୁଲ ଶିକ୍ଷକଙ୍କ ଟ୍ରାନ୍ସଫର ହେବାରୁ ଲୋକମାନେ ତାଙ୍କୁ ଖୁବ୍‌ ଦୁଃଖରେ ବିଦାୟ ଦେଇଛନ୍ତି। ଲୋକମାନେ ତାଙ୍କ ପାଦ ଧୋଇବା ସହ କାନ୍ଧରେ ବସାଇ, ଡ୍ରମ୍‌ ବଜାଇ…

ସରକାରୀ ସ୍କୁଲ ସାର୍‌ଙ୍କ କାରନାମା ଶୁଣିଲେ କାନରେ ହାତ ଦେବେ, ୧୬ ଜଣ ନାବାଳକ ଓ ନାବାଳିକାଙ୍କୁ ରଖି ଖଟାଉଥିଲେ

ରାଉରକେଲା : ପେସାରେ ଜଣେ ସରକାରୀ ସ୍କୁଲର ଶିକ୍ଷକ । ହେଲେ କରିଛନ୍ତି ଏକ ବସ୍ତା ତିଆରି କାରଖାନା । ଆଉ ସାର୍‌ ଆମର ସେହି କାରଖାନାରେ ୧୬ ଜଣ ନାବାଳକ ଓ ନାବାଳିକାଙ୍କୁ କାମରେ ଲଗାଇ ବେପାର ଚଳାଇଥିଲେ । ଏଥିରେ ୧୪ ଜଣ ନାବାଳିକା ଓ ୨ ଜଣ ନାବାଳକ ଅଛନ୍ତି । ଯାହା ସୂଚନା ମିଳିଛି,…

ନବରଙ୍ଗପୁର ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକଙ୍କ ଅଭିନବ ପ୍ରୟାସ, ସାରା ରାଜ୍ୟ ଲକଡାଉନ୍ ଥିବାରୁ ୟୁଟ୍ୟୁବ…

ନବରଙ୍ଗପୁର : ଶିକ୍ଷକଙ୍କ ଅଭିନବ ପ୍ରୟାସ । ୟୁଟ୍ୟୁବ ମାଧ୍ୟମରେ ପଢାଉଛନ୍ତି ପାଠ । ନବରଙ୍ଗପୁର ଜିଲ୍ଲା ଆଉଁଳି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ଏମ.ଡି. ଜାକିରୁଦ୍ଦିନ । ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ସହ ପରୀକ୍ଷା ଗୁଡିକ ମଧ୍ୟ…

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ୬୦୦୦ ପଦବୀ, ଜାଣନ୍ତୁ ଆବେଦନ କରିବା ପ୍ରକ୍ରିୟା

କେନ୍ଦ୍ରୀୟ ବିଦ୍ୟାଳୟରେ ଖାଲି ପଡ଼ିଛି ୫୯୪୯ ଟି ଶିକ୍ଷକ ପଦ। ଏଣୁ ଶିକ୍ଷକ ପଦବୀ ପାଇଁ ଆବେଦନ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାର୍ଥୀ ଚାହୁଁଛି। ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ଏହି ସୂଚନା ଦେଇଛନ୍ତି। ପୋଖରିୟାଲ କହିଛନ୍ତି ଯେ…

ଭଦ୍ରକ: ଛାତ୍ରଛାତ୍ରୀଙ୍କୁ ଖରାରେ ଆଣ୍ଠେଇଲେ ପ୍ରଧାନ ଶିକ୍ଷୟିତ୍ରୀ, ଭିଡିଓ ହେଲା ଭାଇରାଲ

ଭଦ୍ରକ(କେନ୍ୟୁଜ୍):ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ଖରାରେ ଆଣ୍ଠେଇବା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପଦ୍ମପୋଖରୀ ପ୍ରାଥମିକ ବିଦ୍ୟାଳୟ ଘଟଣା । ଛାତ୍ରଛାତ୍ରୀ ଆଣ୍ଠେଇ ଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ମଧ୍ୟାହ୍ନ ଭୋଜନ ପାଇଁ ୩…