ବିଳମ୍ବିତ ରାତିରେ ଶିକ୍ଷକଙ୍କ ଘରେ ଧସେଇ ପଶିଲେ ଦୁର୍ବୃତ୍ତ ; ବୁଲାଇଲେ କଳାକନା, ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ
ଯାଜପୁର (କେନ୍ୟୁଜ) : ଶିକ୍ଷକଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ଭାକୁଡ ଗ୍ରାମର ଶିକ୍ଷକ ସଚିତ୍ର କୁମାର ରାଉତଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ଅତ୍ୟଧିକ ଗରମ…