Browsing Tag

teachers strike

ରାଜ୍ୟର ଏକ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସମୂହ ଛୁଟି, ୫୦ ହଜାର ସ୍କୁଲରେ ତାଲା

କେନ୍ୟୁଜ୍(ବ୍ୟୁରୋ):  ସମୂହ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ । ୫ ଦିନ ଧରି ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ହେବାରୁ ସେମାନେ ଛୁଟରେ ଯାଇଛନ୍ତି । ରାଜ୍ୟର ପ୍ରାୟ ଏକ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକଙ୍କ ସମୂହ ଛୁଟି ଯୋଗୁ ୫୦ ହଜାର ସ୍କୁଲରେ ତାଲା । ବାଧାପ୍ରାପ୍ତ ହୋଇଛି…

୩୩ ଦିନରେ ପହଞ୍ଚିଲା ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ, ଆଜିଠୁ ତିନି ଦିନ ଯାଏଁ ପ୍ରତି ପଞ୍ଚାୟତରେ ଧାରଣା

ଭୁବନେଶ୍ୱର (କେନ୍ୟୁଜ୍) : ୩୩ ଦିନରେ ପହଞ୍ଚିଲା ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ । ତଥାପି ପୂରଣ ହେଉନି ପ୍ରତିଶୃତି, ହଟୁନି ଧାରଣା । ଆଜିଠୁ ତିନି ଦିନ ଯାଏଁ ପ୍ରତି ପଞ୍ଚାୟତରେ ଧାରଣା ଦିଆଯିବ । ରାଜ୍ୟର ୩୧୪ଟି ବ୍ଲକର ସମସ୍ତ ପଞ୍ଚାୟତରେ…

୨୨ ଦିନର ଆନ୍ଦୋଳନରେ ଦାବି ପୂରଣ ନ ହେବାରୁ ଆଜିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି

ଭୁବନେଶ୍ୱର (କେନ୍ୟୁଜ୍) : ଲୋୟର ପିଏମଜିରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଦାବି ପୂରଣ ହୋଇ ନଥିବାରୁ ଆଜିଠୁ ସବୁ ବ୍ଲକ ଗ୍ରାଣ୍ଟ ସ୍କୁଲ ଓ କଲେଜରେ ତାଲା ପକାଇବାକୁ ନିଷ୍ପତ୍ତି ନେଇଛି ସଂଘ ।  ଆସନ୍ତାକାଲିଠୁ ସବୁ ବିଧାୟକଙ୍କ ସରକାରୀ…

ପୂରଣ ହେଲାନି ପ୍ରତିଶୃତି : ୨୦ଦିନ ହେଲା ଖରା, ବର୍ଷାରେ ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ

ଭୁବନେଶ୍ୱର (କେନ୍ୟୁଜ୍) : କଣ୍ଟ ପୂରିଲା, ହେଲେ ପୂରଣ ହେଲାନି ପ୍ରତିଶୃତି। ୨୦ଦିନ ହେଲା ଖରା, ବର୍ଷାରେ ଭୁବନେଶ୍ୱର ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ। ଆସନ୍ତାକାଲି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛି ସଂଘ।…

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଆଜି ସପ୍ତମ ଦିନ

ଭୁବନେଶ୍ୱର (କେନ୍ୟୁଜ୍) : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ଗତକାଲି ମଞ୍ଚର କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ସ୍ତରୀୟ କମିଟି ବୈଠକରୁ କୌଣସି ନିଷ୍କର୍ଷ ବାହାରିପାରିନାହିଁ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ…

ଆଜି ମହା ସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ମହା ସମାବେଶ କରିବ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚ । ଆନ୍ଦୋଳନର ଷଷ୍ଠ ଦିନରେ ଭୁବନେଶ୍ୱର ଲୋୟର ପିଏମ୍ଜିରେ ମହାସମାବେଶ କରିବ ମଞ୍ଚ । ଆନ୍ଦୋଳନରେ ୬୦ ହଜାରରୁ ଅଧିକ ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଛନ୍ତି। ଫଳରେ…