Browsing Tag

team india

ଟି୨୦ ବିଶ୍ବକପ ପୂର୍ବରୁ ସୂର୍ଯ୍ୟକୁମାରଙ୍କୁ ସମସ୍ତ ଖେଳାଳି ଦେଲେ ଗିଫ୍ଟ, ଶୁଭେଚ୍ଛା ସହ ଧନ୍ୟବାଦ ଜଣାଇଲେ ଖେଳାଳି

ଟି୨୦ ବିଶ୍ବକପ ୨୦୨୬ ପାଇଁ ଟିମ୍ ଇଣ୍ଡିଆ ପ୍ରସ୍ତୁତ ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟି୨୦ ସିରିଜରେ ନିଜ ପ୍ରସ୍ତୁତିର ଟ୍ରେଲର ଦେଖାଇସାରିଛି ଟିମ୍ ଇଣ୍ଡିଆ । ଟି୨୦ ବିଶ୍ବକପ ୨୦୨୬ ଫେବୃଆରୀ ୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାପୂର୍ବରୁ ସମସ୍ତ ଭାରତୀୟ ଟିମ୍ ଖେଳାଳି, ସପୋର୍ଟ…

ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ମ୍ୟାଚ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡରେ ଦୁଇଟି ପରିବର୍ତ୍ତନ, ଶ୍ରେୟସ ଆୟର ଏବଂ ରବି…

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଟିମ୍ ଆସନ୍ତା ଜାନୁଆରୀ ୨୧ରୁ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବ । ଏହି ଟି୨୦ ସିରିଜ ପାଇଁ ଟିମ୍ ଇଣ୍ଡିଆ ସ୍କ୍ବାଡରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଅଲରାଉଣ୍ଡର ୱାଂଶିଟନ ସୁନ୍ଦର ଆହତଜନିତ ସମସ୍ୟା କାରଣରୁ ଟି୨୦ ସିରିଜରୁ ବାଦ୍ ପଡିଛନ୍ତି ।…

ଭାରତ-ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ : ଟିମରୁ ଅର୍ଶଦୀପ ଆଉଟ୍, ଡେବ୍ୟୁ କରିବେ ବଦୋନି

ରାଜକୋଟ : ରାଜକୋଟରେ ବୁଧବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ସିରିଜର ଦ୍ୱିତୀୟ ଦିନିକିଆ ଖେଳାଯିବ । ଭାରତ ୩ଟି ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି । ଦଳ ଦ୍ୱିତୀୟ ଦିନିକିଆ ଜିତି ସିରିଜ୍ ଉପରେ ଆଗୁଆ କବଜା କରିବାକୁ ଲକ୍ଷ୍ୟ ରଖିବ । ନ୍ୟୁଜିଲାଣ୍ଡ ଦଳ ଦ୍ୱିତୀୟ ମ୍ୟାଚ୍ ଜିତି…

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ଭଦୋଦରାରେ ଅଭ୍ୟାସ କରୁଛନ୍ତି ଖେଳାଳି, ଏଯାଏଁ ପହଞ୍ଚିନାହାନ୍ତି ଏମାନେ

ଭଦୋଦରା : ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ ୧୧ ଜାନୁଆରୀରୁ ଆରମ୍ଭ ହେବ । ଏଥିପାଇଁ ଟିମ୍ ଇଣ୍ଡିଆ ଗୁଜରାଟ ଭଦୋଦରାରେ ପହଞ୍ଚିସାରିଛି । ଯାହାର ଭିଡିଓ ବିସିସିଆଇ ସେୟାର କରିଛି । ଶୁବମନ ଗିଲଙ୍କ ନେତୃତ୍ୱରେ ଟିମ୍ ଭଦୋଦରାରେ ଅଭ୍ୟାସ କରୁଛି । ରୋହିତ ଶର୍ମା, ବିରାଟ କୋହଲି ଅନ୍ୟ…

ଦିନିକିଆ ସିରିଜ ପାଇଁ ରିଷଭଙ୍କ ସହିତ ଏହି ଦୁଇ ଖେଳାଳିଙ୍କ ହେବନି ଚୟନ, ଟି୨୦ ବିଶ୍ବକପ ପାଇଁ ସିରିଜରୁ ପଡିବେ ବାଦ୍

ନୂଆବର୍ଷରୁ ଟିମ୍ ଇଣ୍ଡିଆର ଅଭିଯାନ ଜାନୁଆରୀ ୧୧ରୁ ଆରମ୍ଭ ହେବ । ଏହି ସିରିଜରେ ନ୍ୟୁଜିଲାଣ୍ଡ ସହିତ ମୁହାଁମୁହିଁ ହେବ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଟିମ୍ ଘୋଷଣା ଖୁବଶୀଘ୍ର ହେବ । ହେଲେ ଏହା ପୂର୍ବରୁ ୩ ଖେଳାଳିଙ୍କୁ…

ଟି୨୦ ପରେ ଦିନିକିଆ ଟିମରୁ ବାଦ୍ ପଡିପାରନ୍ତି ଷ୍ଟାର ବ୍ୟାଟର, ବିସିସିଆଇ ନେଇପାରେ ବଡ଼ ପଦକ୍ଷେପ

ଭାରତୀୟ ଦିନିକିଆ କ୍ରିକେଟ ଟିମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୨୦୨୫ ଏବଂ ୨୬ ସିଜିନର ଶେଷ ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପାଇଁ ଟିମରେ ବିସିସିଆଇ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି । ଟିମର ଷ୍ଟାର ଖେଳାଳି ଏବେ ଟି୨୦ ପରେ ଦିନିକିଆରୁ ବାଦ୍ ପଡିପାରନ୍ତି । ନ୍ୟୁଜିଲାଣ୍ଡ…

ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା, ସୂର୍ଯ୍ୟକୁମାର ଅଧିନାୟକ, ଗିଲ୍ ଆଉଟ, ଅକ୍ଷର ପଟେଲ ଉପଅଧିନାୟକ

ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଦଳ ଘୋଷଣା କରିଛନ୍ତି । ଟି-୨୦ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରୁଛନ୍ତି । ଫେବୃଆରୀ ୭ରୁ ଆରମ୍ଭ…

ଟି-୨୦ ସିରିଜ ଜିତିଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୩୦ ରନ୍‌ରେ ପରାସ୍ତ କରି ସିରିଜ୍ ୩-୧ରେ କବ୍‌ଜା କଲା ଭାରତ

ଅହମଦାବାଦ: ଦିନିକିଆ ପରେ ଟି-୨୦ ସିରିଜ ଜିତିଲା ଭାରତ । ଦକ୍ଷିଣ ଆଫ୍ରିକା ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିଲା । ଆଜିର ମ୍ୟାଚ୍‌ରେ ଭାରତ ଦକ୍ଷିଣ ଆଫ୍ରିକା କୁ ୩୦ ରନ୍‌ରେ ପରାସ୍ତ କରି ସିରିଜ୍…

ଟିମ୍ ଇଣ୍ଡିଆ ଖେଳାଳିଙ୍କ ପାଇଁ ବିସିସିଆଇର ନୂଆ ନିୟମ, ସମସ୍ତ ଖେଳାଳି ୨ଟି ଘରୋଇ ମ୍ୟାଚ୍ ଖେଳିବାକୁ ବାଧ୍ୟ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଭାରତରେ ଖେଳାଯାଉଛି । ଏହା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ୨ଟି ଟେଷ୍ଟ ଏବଂ ୩ଟି ଦିନିକିଆ ସିରିଜ ଖେଳିସାରିଛି । କିନ୍ତୁ ଏବେ ଟି୨୦ ସିରିଜ ଖେଳ ଚାଲିଥିବା ବେଳେ ବିସିସିଆଇ ବଡ଼ ନିଷ୍ପତ୍ତି ନେଇଛି । ଦିନିକିଆ…

ମ୍ୟାଚ୍ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଟିମ୍ ଇଣ୍ଡିଆ ଖେଳାଳି

ପୁରୀ : ମ୍ୟାଚ୍ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଟିମ୍ ଇଣ୍ଡିଆ ଖେଳାଳି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ଲାଭ କରିଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଜିତେଶ ଶର୍ମା, କୋଚ ଗୌତମ ଗମ୍ଭୀର ଓ ଅଫିସିଆଲ l T20 ସିରିଜରେ ବିଜୟ…

ପୁରୀ ଅଭିମୁଖେ ଟିମ୍‌ ଇଣ୍ଡିଆର ଖେଳାଳି, କୋଚଙ୍କ ସହିତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଗଲେ ୪ ଖେଳାଳି

ଭୁବନେଶ୍ୱର : ମ୍ୟାଚ୍ ପୂର୍ବରୁ ଜଗା ଦର୍ଶନ କରିବେ ଟିମ୍ ଇଣ୍ଡିଆର କିଛି ଖେଳାଳି । କୋଚ ଗୌତମ ଗମ୍ଭୀର, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ତିଳକ ବର୍ମା, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଖେଳାଳି ପୁରୀ ଗସ୍ତ କରିଛନ୍ତି । T20 ସିରିଜ୍ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବ ଟିମ୍…

ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, ଫେରିଲେ ଗିଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା

ଦକ୍ଷିଣ ଆଫ୍ରିକା ସହ ଆଗାମୀ ଟି୨୦ ସିରିଜ୍ ପାଇଁ ଏବେ ଭାରତୀୟ ଦଳ ଘୋଷଣା କରାଯାଇଛି । ଏସିଆ କପ୍ ପରେ ଅଲରାଉଣ୍ଡର ପାଣ୍ଡ୍ୟା ଦଳକୁ ପ୍ରତ୍ତ୍ୟାବର୍ତ୍ତନ କରିଥିବା ବେଳେ ଟେଷ୍ଟ ସିରିଜ୍ ବେଳେ ଆହତ ଗିଲ୍ ଦଳକୁ ଉପଅଧିନାୟକ ଭାବେ ଫେରିଛନ୍ତି । ଭାରତୀୟ ଦଳ : ସୂର୍ଯ୍ୟ କୁମାର ଯାଦବ…