ହେଲିକପ୍ଟରରେ ଉଡି ଉଡି ଆସିଲା ଟି୨୦ ବିଶ୍ୱକପ ଜର୍ସି, ଦେଖନ୍ତୁ ଭିଡିଓ
ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଅଫିସିଆଲ ଜର୍ସି ଉନ୍ମୋଚିତ ହୋଇଛି । ଜସି ଲଞ୍ଚ ସ୍ପେଶାଲ ଅନ୍ଦାଜରେ ହୋଇଛି । ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଟିମର ଖେଳାଳି ଆଡିଡାସ କମ୍ପାନୀର ଜର୍ସି ପିନ୍ଧିବେ । ଏହାକୁ ନେଇ କମ୍ପାନୀ ଅଫିସିଆଲ ଆକାଉଣ୍ଟରେ ଭିଡିଓ…