Browsing Tag

team india players

ରିଷଭ ପନ୍ତଙ୍କ ଘରେ ବିବାହ ଉତ୍ସବରେ ପହଞ୍ଚିଲେ ଧୋନି ଏବଂ ରାଇନା, କଲେ ଜବରଦସ୍ତ ଡ୍ୟାନ୍ସ

ଭାରତୀୟ କ୍ରିକେଟ ଦଳର ଷ୍ଟାର ୱିକେଟକିପର ରିଷଭ ପନ୍ତଙ୍କ ଘରେ ପହଞ୍ଚିଥିଲେ ଟିମ୍ ଇଣ୍ଡିଆର ଖେଳାଳି । ରିଷଭଙ୍କ ଖୁସିରେ ସାମିଲ ହେବା ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଏବଂ ସୁରେଶ ରାଇନା ପହଞ୍ଚିଛନ୍ତି । ରିଷଭ ପନ୍ତଙ୍କ ଭଉଣୀ ସାକ୍ଷୀ ପନ୍ତ ବିବାହ ବନ୍ଧନରେ…

ପୁରୀରେ ପହଞ୍ଚିଲେ ଭାରତୀୟ କ୍ରିକେଟର, ମ୍ୟାଚ୍‌ ପୂର୍ବରୁ କଲେ ଜଗା ଦର୍ଶନ

ପୁରୀ : ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କଲେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର । ଏଥିପାଇଁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଏହି ୩ ଖେଳାଳୀ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ…