Browsing Tag

team India targeted to Australia

ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ

ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩୨୩ ରନର ଟାର୍ଗେଟ୍ ଦେଇଛି ଟିମ୍ ଇଣ୍ଡିଆ । ମ୍ୟାଚର ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୩୦୭ ରନରେ ଅଲଆଉଟ୍ ହୋଇଯାଇଛି । ଚତୁର୍ଥ ଦିନରେ ତିନି ଓ୍ଵିକେଟ୍ ୧୫୦ ରନ୍ରୁ ଖେଳ ଆରମ୍ଭ କରିଥିଲା ଟିମ୍ ଇଣ୍ଡିଆ । ଦ୍ୱିତୀୟ ଇନିଂସରେ ପୂଜାର ୭୧ ଓ ରାହାଣେ ୭୦…