Browsing Tag

tech new

ପିଲାଙ୍କ ପାଇଁ UIDAIର ନୂଆ ସୁବିଧା, ଏବେ ଘରେ ବସି ତିଆରି କରିପାରିବେ ବାଲ୍ ଆଧାର କାର୍ଡ

ଆଧାର କାର୍ଡ ଆଜିକାଲି ମଣିଷର ସବୁଠୁ ବଡ ପରିଚୟପତ୍ର ପାଲଟିଛି । ଏହା ବିନା କୌଣସି କାମ କରିବା ବି ସମ୍ଭବ ନୁହେଁ । ତେବେ କେବଳ ବଡ଼ ଲୋକଙ୍କ ପାଇଁ ନୁହେଁ ଛୋଟପିଲାଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ବ୍ଲୁ ଆଧାର କାର୍ଡ ରହିଛି । ଯାହାକୁ ପାଇବା ଏବେ ଆହୁରି ସହଜ ହୋଇଛି । ଏବେ ବାପା ମାଆ ଘରେ…

Infinix ଲଞ୍ଚ କରିଛି ଏକ ପାୱାରଫୁଲ୍ ସ୍ମାର୍ଟଫୋନ୍, ଜାଣନ୍ତୁ ପ୍ରାଇସ୍ ଏବଂ ଫିଚର୍ସ

ସ୍ମାର୍ଟଫୋନ୍ ମେକର କମ୍ପାନୀ Infinix ତା’ର ୟୁଜର୍ସ ଏବଂ ସ୍ମାର୍ଟଫୋନ୍ ପ୍ରେମୀଙ୍କ ପାଇଁ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି ଲାଟେଷ୍ଟ ସ୍ମାର୍ଟଫୋନ୍ ହେଉଛି Infinix Note 50s 5G+ ର ଏକ ଶସ୍ତା ଭ୍ୟାରିଆଣ୍ଟ । ଯଦି ଆପଣ କମ୍ ବଜେଟ୍ ରେ ପ୍ରିମିୟମ୍ ଲୁକ୍ ସହିତ ଏକ ସ୍ମାର୍ଟଫୋନ୍…

ଲଞ୍ଚ ହେଲା AI-ବେସ୍ଡ ବ୍ଲଡ୍ ଟେଷ୍ଟ ଆପ୍, ହାଇଦ୍ରାବାଦର ନିଲୁଫର୍ ହସ୍ପିଟାଲରେ ହେଲା ଆରମ୍ଭ

ସାର୍ବଜନୀନ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଏକ ବଡ଼ ପଦକ୍ଷେପ ନେଇଛି । ହାଇଦ୍ରାବାଦସ୍ଥିତ ନିଲୋଫର୍ ହସ୍ପିଟାଲ ଦେଶର ପ୍ରଥମ AI-ବେସ୍ଡ (non-invasive) ନନ୍-ଇନଭାସିଭ୍ ବ୍ଲଡ ଟେଷ୍ଟ, ଲଞ୍ଚ କରିଛି । ଯାହା କୌଣସି ଛୁଞ୍ଚି, ବ୍ଲଡ୍ କିମ୍ବା ଲ୍ୟାବ ଟେଷ୍ଟ ବିନା ମାତ୍ର ୬୦ ସେକେଣ୍ଡ ମଧ୍ୟରେ…

Samsung Galaxy S25ର ଲଞ୍ଚ କନଫର୍ମ! ଜାଣନ୍ତୁ ଡିଟେଲସ୍

୨୦୨୫ ରେ ଲଞ୍ଚ ହେବାକୁ ଥିବା Samsung କିଛି ଦମଦାର ଫୋନର ଟିଜର ଲଞ୍ଚ କରିଛି । ଏହି ଲିଷ୍ଟରେ Samsung Galaxy S25 series ର ନାମ ମଧ୍ୟ ସାମିଲ ଅଛି । ଦକ୍ଷିଣ କୋରିଆ Samsung ନ୍ୟୁଜରୁମ୍‌ ୱେବସାଇଟରେ ଏକ ବ୍ଲଗ୍‌ ପୋଷ୍ଟ ମାଧ୍ୟମରେ କମ୍ପାନୀ ଏ ବିଷୟରେ ଡିଟେଲ୍ସ ଦେଇଛି । ଏହି…

Vivo କମ୍ ମୂଲ୍ୟରେ ଲଞ୍ଚ କଲା 256 ଜିବି ଫୋନ୍, ବେଷ୍ଟ ବ୍ୟାଟେରୀ ସହିତ ରହିଛି ଭଲ ପ୍ରୋସେସର୍

ଅଧିକ ଚାର୍ଜ ରଖୁଥିବା ଫୋନ୍ ଓ ଅଧିକ ଷ୍ଟୋରେଜ ଥିବା ଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି କି ? ଆପଣଙ୍କ ପାଇଁ ରହିଛି ବେଷ୍ଟ ଫୋନ୍। ଯାହାକି ଏବେ ଲଞ୍ଚ କରାଯାଇଛି। ଭିଭୋ Y77e 5G ମିଡିଆଟେକ ଡାଇମେନସିଟି 810 5G ସଞ୍ଚାଳକ ଏବଂ 5000mAh ବ୍ୟାଟେରୀ ଦ୍ୱାରା ଚାଳିତ ଫୋନ୍ ଲଞ୍ଚ ହୋଇଛି…