Browsing Tag

tech news

ଆହୁରି ସହଜ ହେବ ଇଲେକ୍ଟ୍ରିକ୍ କାର ଚାର୍ଜ, ଗୁଗଲ ମ୍ୟାପ୍ସରେ ଆସିବ ନୂଆ ଫିଚର

ଇଲେକ୍ଟ୍ରିକ୍ କାରଗୁଡିକର ମାଲିକମାନଙ୍କ ପାଇଁ ଆସିଛି ଖୁସି ଖବର । ଚାର୍ଜିଂ ଷ୍ଟେସନ୍ ଖୋଜିବା ପାଇଁ ଆଉ ସେମାନଙ୍କୁ ଅସୁବିଧା ହେବ ନାହିଁ । ଗୁଗଲ୍ ମ୍ୟାପ୍ ବର୍ତ୍ତମାନ ଲୋକଙ୍କ ଏହି ସମସ୍ୟାର ସମାଧାନ ଆଣିବାକୁ ଯାଉଛି । ବର୍ତ୍ତମାନ ଗୁଗଲ୍ ମ୍ୟାପ୍ସରେ ଏକ ନୂଆ ଫିଚର ଆଡ୍‌ କରାଯାଉଛି । ଯାହା…

୨୦ ହଜାର ଟଙ୍କାରୁ ବି କମ ଦାମରେ ମିଳୁଛି ଏହି ଶସ୍ତା ଲାପଟପ୍‌, ଫିଚର୍ସ ବି ରହିଛି ଖାସ୍‌

ଯଦି ଆପଣ ନିଜ ପାଇଁ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କିନ୍ତୁ ଆପଣଙ୍କ ବଜେଟ୍‌ ସେତେ ଅଧିକ ନୁହେଁ ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ୨୦ ହଜାର ଟଙ୍କାରୁ ବି କମ୍ ଦାମରେ ଆପଣ ଶସ୍ତା ଲାପଟପ୍ କିଣି ପାରିବେ । ତେବେ ଆସନ୍ତୁ ଜାଣିବା ଆପଣମାନେ ଏହି ଲାପଟପକୁ କେମିତି କିଣିବେ ।…

ପାକିସ୍ତାନରେ ବ୍ୟାନ୍‌ ହେଲା X, ଜାଣନ୍ତୁ କାହିଁକି ନିଆଗଲା ଏଭଳି ପଦକ୍ଷେପ

ପାକିସ୍ତାନରେ ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ X (ଟ୍ୱିଟର)କୁ ବ୍ୟାନ୍‌ କରାଯାଇଛି । ସମଗ୍ର ଦୁନିଆରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମର ଅନେକ ୟୁଜର୍ସ ଥିବାବେଳେ ପାକିସ୍ତାନରେ ଏହାକୁ ବ୍ୟାନ୍‌ କରାଯାଇଛି । ଯାହା ପରେ ସୋସିଆଲ୍‌ ମିଡିଆ ୟୁଜର୍ସଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି ।…

ଲଞ୍ଚ ହେଲା Vivoର ଏହି ଦମଦାର ଫୋନ୍‌, ୧୫ ହଜାର ଟଙ୍କାରୁ ବି କମ୍‌ ରହିଛି ଦାମ୍‌

ଯଦି ଆପଣ ୧୫,୦୦୦ ଟଙ୍କା ବଜେଟରେ ଏକ ନୂଆ 5G ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି, ତେବେ Vivo ଆପଣଙ୍କ ପାଇଁ ଆଣିଛି ଏକ ଦମଦାର ମଡେଲ । Vivo T3X 5G ସ୍ମାର୍ଟଫୋନର ଦମଦାର ଫିଚର ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ୟୁଜର୍ସମାନେ ଏହି ଡିଭାଇସରେ ଡୁଆଲ୍‌ ଷ୍ଟେରିଓ ସ୍ପିକର ଏବଂ…

ଅନନୋନ କଲ୍‌ ଓ ମେସେଜରୁ ମୁକ୍ତି ଦେବ ଏହି ଟ୍ରିକ୍‌, ଆପଣ ବି କରନ୍ତୁ ଟ୍ରାଏ

ଯେ କୌଣସି ସ୍ମାର୍ଟଫୋନ୍ ୟୁଜର୍ସ ଅନନୋନ୍‌ କଲ୍ ଏବଂ ମେସେଜ୍‌ ପାଇଁ ଷ୍ଟ୍ରେସରେ ରହୁଛନ୍ତି, ଯଦି ଆପଣ ମଧ୍ୟ ଏଭଳି ସମସ୍ୟାରେ ପଡ଼ୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ସେଟିଂ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଅନେକ ସାହାଯ୍ୟ କରିବ । ଅନନୋନ୍‌ କଲ୍ସ ଏବଂ ମେସେଜକୁ ବ୍ଲକ୍‌…

କମ୍‌ ଟଙ୍କା ଖର୍ଚ୍ଚ କରି ଥଣ୍ଡା ପବନର ମଜା ନିଅନ୍ତୁ , ଏଠାରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ନିଜ ଘର ପାଇଁ AC କିଣିବାକୁ ପ୍ଲାନ୍‌ କରୁଛନ୍ତି କିନ୍ତୁ ଏହାକୁ କେମିତି ଶସ୍ତାରେ କିଣିବେ ଯଦି ଜାଣିପାରୁ ନାହାଁନ୍ତି, ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଖୁସି ଖବର । ଏଠାରେ ଆମେ ଆପଣଙ୍କୁ ACର କିଛି ଭଲ ଅପ୍ସନ ବିଷୟରେ ଜଣାଇବୁ ଯେଉଁଠାରେ ଆପଣ ଡିସକାଉଣ୍ଟରେ ଅତି କମ୍ ଦାମରେ AC…

କେମିତି ବଦଳାଇବେ WhatsApp ଆକାଉଣ୍ଟ ନମ୍ବର, ଜାଣନ୍ତୁ ଚାଟ ଡିଲିଟ ହେବ କି ନାହିଁ

WhatsApp ଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଯାହାକୁ ସମଗ୍ର ବିଶ୍ୱରେ ଲୋକମାନେ ବ୍ୟବହାର କରୁଛନ୍ତି । ୟୁଜରମାନଙ୍କ ପାଇଁ କମ୍ପାନୀ ନୂଆ ଫିଚର ଉପରେ କାମ ଜାରି ରଖିଛି । ବର୍ତ୍ତମାନ ୟୁଜରମାନଙ୍କ ସୁବିଧା ପାଇଁ ଆପରେ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ଫିଚର ଦିଆଯାଇଛି, ଏହି…

ୟୁଜର୍ସଙ୍କ ପାଇଁ ଲଞ୍ଚ ହେଲା Realmeର ଏହି ଦମଦାର ଫୋନ, ଜାଣନ୍ତୁ ଦାମ ଓ ସ୍ପେସିଫିକେସନ୍‌

ଭାରତୀୟ ବଜାରରେ ୟୁଜର୍ସଙ୍କ ପାଇଁ Realme P1 5G ଏବଂ Realme P1 Pro 5G ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି । ଏଥିରେ ଦିଆଯାଇଥିବା ଫିଚର ବିଷୟରେ କହିବାକୁ ଗଲେ, ଉଭୟ ମଡେଲରେ ହିଟକୁ କୁଲ୍‌ ଡାଉନ୍‌ କରିବା ପାଇଁ 3D VC କୁଲିଂ ସିଷ୍ଟମ୍ ଦିଆଯାଇଛି । Realme P1 Seriesରେ ଆପଣ ରେନ୍‌…

ଶସ୍ତା ହେଲା OnePlus 11, ମିଳୁଛି ଭାରି ଡିସକାଉଣ୍ଟ

OnePlus ଏମିତି ଏକ ଫୋନ, ଯାହାକୁ ୟୁଜର୍ସମାନେ ଖୁବ୍‌ ପସନ୍ଦ କରନ୍ତି । ଏହାର ଚାହିଦାକୁ ଦେଖି କମ୍ପାନୀ ସବୁବେଳେ କିଛି ନା କିଛି ଡିସକାଉଣ୍ଟ ଆଣିଥାଏ । ତେବେ ଗତ ବର୍ଷ ଲଞ୍ଚ ହୋଇଥିବା ପ୍ରିମିୟମ୍ ଫୋନ୍ OnePlus 11 ରେ ବର୍ତ୍ତମାନ ୫,୦୦୦ ଟଙ୍କାର ଡିସକାଉଣ୍ଟ ମିଳୁଛି । ଦ୍ୱିତୀୟ ଥର ପାଇଁ…

ହ୍ଵାଟସ୍ ଆପରେ ଖୁବଶୀଘ୍ର ଆସିବ ମଜାଦାର ଫିଚର, ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିପାରିବେ ଷ୍ଟାଟସ୍‌

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ବ୍ୟବହାର କରାଯାଉଛି । ଲୋକମାନେ ହ୍ଵାଟସ୍ ଆପ୍ କୁ ନିଜ ଫ୍ରେଣ୍ଡ ଏବଂ ସମ୍ପର୍କୀୟଙ୍କ ସହ ଚାଟ୍ କରିବା ପାଇଁ ବ୍ୟବହାର କରନ୍ତି । ଅଡିଓ-ଭିଡିଓ କଲ୍ କରିବା ପାଇଁ ଏବଂ ଫାଇଲ ସେୟାର କରିବା ପାଇଁ ବ୍ୟବହାର…

ଲଞ୍ଚ ହେଲା ASUSର ଦମଦାର ଗେମିଂ ମନିଟର, ଗେମର୍ସଙ୍କ ପାଇଁ ରହିଛି ବଢ଼ିଆ ଫିଚର୍ସ

ASUS ଭାରତରେ ୨୭ ଇଞ୍ଚର ROG ସ୍ୱିଫ୍ଟ OLED ମନିଟର ଲଞ୍ଚ କରିଛି । ASUSର ଏହି ନୂଆ ମନିଟର ଏକ ଏର୍ଗୋନୋମିକ୍ ଡିଜାଇନ୍ ଏବଂ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଆସିଥାଏ । ଏହି ମନିଟର ଦ୍ୱାରା ଗେମର୍ସମାନେ ନୂଆ ଷ୍ଟାଇଲରେ ଗେମ୍‌ ଖେଳିବା ପାଇଁ ନୂଆ ଅପ୍ସନ ପାଇବେ । ASUSର ଏହି ଗେମିଙ୍ଗ୍…

୫୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ ଏହି ମିନି କୁଲର, ମିଳିବ ଥଣ୍ଡା ଥଣ୍ଡା ପବନ

ଧିରେ ଧିରେ ଗରମର ପ୍ରକୋପ ବଢ଼ିଲାଣି । ଏହି ସମୟରେ ଲୋକଙ୍କୁ ଏସି ଏବଂ କୁଲରର ଆବଶ୍ୟକତା ରହିଛି । ଅନେକ ଥର ଆପଣ ଏପରି କିଛି ସ୍ଥାନରେ କାମ କରନ୍ତି ଯେଉଁଠାରେ ଏୟାର କଣ୍ଡିସନର ଏବଂ କୁଲର୍ ଇନଷ୍ଟଲ୍‌ ହୋଇପାରିବ ନାହିଁ । ଏପରି ପରିସ୍ଥିତିରେ ଆପଣ ବାଧ୍ୟ ହୋଇ ଗରମ ସହିଥାନ୍ତି । ଯଦି ଆପଣ ମଧ୍ୟ…