Browsing Tag

tech news

ଡିସକାଉଣ୍ଟରେ ମିଳୁଛି ମିନି କୁଲର, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଅନେକ ଘର ମାନଙ୍କରେ ଥିବା ରୁମରେ ଝରକା ନଥାଏ ଯେଉଁଥି ପାଇଁ ସେଠାରେ ବଡ଼ କୁଲର୍ ଫିଟ୍ କରାଯାଇ ପାରେ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ଚିନ୍ତା କରନ୍ତି ଯେ କୁଲର ଇନଷ୍ଟଲ କରିବା ପାଇଁ ସ୍ଥାନ ନାହିଁ । ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଆମେ ଆପଣଙ୍କୁ ଏପରି କିଛି କୁଲର୍ ବିଷୟରେ ଜଣାଇବୁ…

ଆସିଲା BSNLର ସବୁଠାରୁ ଦମଦାର ପ୍ଲାନ୍‌, ଥରେ ରିଚାର୍ଜ କଲେ ସରିଯିବ ସବୁ ଟେନସନ୍‌

ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ ଆଇଡିଆ କମ୍ପାନୀ ଭଳି BSNL ଆଗରେ ନାହିଁ ସତ, କିନ୍ତୁ କମ୍ପାନୀ ନିଜ ୟୁଜରମାନଙ୍କୁ ଭଲ ଅଫର ଦେଇଥାଏ । ୟୁଜରଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି BSNL ଏହାର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ୍‌ ସାମିଲ କରିଛି । ଆଜି ଆମେ ଆପଣଙ୍କୁ BSNL ର ଏପରି ଏକ ଜବରଦସ୍ତ…

ଖୁବଶୀଘ୍ର ସାମସଙ୍ଗ୍‌ ଲଞ୍ଚ କରିବ ଏକ ସୁନ୍ଦର ସ୍ମାର୍ଟଫୋନ, ସେଲଫି ଲଭର୍ସଙ୍କ ପାଇଁ ବଢ଼ିଆ ସୁଯୋଗ

ସାମସଙ୍ଗ୍‌ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନରେ ସୁନ୍ଦର ଡିଜାଇନ୍‌ ସହିତ ଦମଦାର ଫ୍ରଣ୍ଟ କ୍ୟାମେରା ଫିଚର ଦିଆଯାଇଛି । ସାମସଙ୍ଗ ଖୁବଶୀଘ୍ର Samsung Galaxy F55 5G ଭାରତରେ ଲଞ୍ଚ କରିବ। ଏହି ଫୋନକୁ ଗୁଗଲ ପ୍ଲେ କନସୋଲ୍ ଡାଟାବେସରେ…

ୟୁଜର୍ସଙ୍କ ପାଇଁ ହ୍ଵାଟସ୍ ଆପ୍ ଆଣିଲା ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ

ହ୍ଵାଟସ୍ ଆପ୍ ଲଗାତାର ଭାବରେ ଏହାର ୟୁଜରମାନଙ୍କ ଭଲ ଏକ୍ସପେରିଏନ୍ସ ପାଇଁ ନୂଆ ଫିଚର ଆଣିଥାଏ । ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଏହି ଚାଟିଂ ଆପ୍ ବର୍ତ୍ତମାନ ଏପରି ଫିଚରକୁ ନେଇ କାର୍ଯ୍ୟ କରୁଛି ଯାହା ଦ୍ୱାରା ଆପଣ ନିଜ ବନ୍ଧୁ ଏବଂ ପରିବାର ସହିତ ସହଜରେ ଯୋଗାଯୋଗ କରିବାରେ ସମର୍ଥ ହେବେ ।…

୨ ହଜାର ଟଙ୍କାରୁ ବି କମ୍‌ ଦାମରେ ମିଳୁଛି ଏହି ଫୋନ, ୟୁଟ୍ୟୁବ୍ ଦେଖିବା ସହ କରିପାରିବେ UPI ପେମେଣ୍ଟ

Itel ନୂଆ ଫିଚର ଫୋନ୍ itel Super Guru 4G ଲଞ୍ଚ କରିଛି । ଏହି ଫୋନ୍ ସେହି ୟୁଜରମାନଙ୍କ ପାଇଁ ଆସିଛି ଯେଉଁମାନେ କମ୍‌ ଦାମରେ ଭଲ ଫୋନ୍ କିଣିବାକୁ ଚାହୁଁଥିବେ । ଏହାର ଦାମ୍‌ ୨୦୦୦ ଟଙ୍କା ରୁ କମ୍ ରହିଛି । ଏହି ଫୋନରେ ଅନେକ ଭାରତୀୟ ଭାଷାରେ ନ୍ୟୁଜ୍‌ ଦେଖିବା, ୟୁଟ୍ୟୁବ୍ ଦେଖିବା, UPI…

OnePlusର ଏହି ଦମଦାର ଫୋନରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ ଫିଚର୍ସ

ଯଦି ଆପଣ ଏକ ପ୍ରିମିୟମ୍ ଏବଂ ଫ୍ଲାଗସିପ୍ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଆପଣ OnePlusର ଦମଦାର ସ୍ମାର୍ଟଫୋନ୍ OnePlus 11R 5Gକୁ ଅତି ଶସ୍ତାରେ କିଣି ପାରିବେ । ଯଦି ଆପଣ ପ୍ରତିଦିନ କାର୍ଯ୍ୟ ପାଇଁ କିମ୍ବା ଗେମ୍‌ ଖେଳିବା ପାଇଁ କୌଣସି…

Vi ଆଣିଛି ଅଧିକ ଡାଟା ଥିବା ଶସ୍ତା ପ୍ଲାନ୍‌, ପ୍ରତିଦିନ ପାଇବେ ୩ GB ଡାଟା

ଭୋଡାଫୋନ୍ ଆଇଡିଆ ହେଉଛି ଦେଶର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ୟୁଜର୍ ବେସ୍ ଦୃଷ୍ଟିରୁ ଜିଓ ଏବଂ ଏୟାରଟେଲ୍ ପଛରେ Vi ଥାଇପାରେ, କିନ୍ତୁ ଏହାର ଶସ୍ତା ଏବଂ ସୁଲଭ ପ୍ଲାନ୍‌ ଦ୍ୱାରା କମ୍ପାନୀ ଉଭୟ କମ୍ପାନୀକୁ କଡ଼ା ଟକ୍କର ଦେଇଥାଏ । ଯଦି ଆପଣ ନିଜ ଫୋନରେ Vi ସିମ୍ ବ୍ୟବହାର କରୁଛନ୍ତି,…

ମାତ୍ର ୧୫ ହଜାର ଟଙ୍କାରେ କିଣି ପାରିବେ iPhone 15, ଜାଣନ୍ତୁ କେମିତି

ଯଦି ଆପଣ ଆପଲର ଲାଟେଷ୍ଟ iPhone 15 ମଡେଲ୍ କିଣିବାକୁ ପ୍ଲାନ କରୁଛନ୍ତି ତେବେ ଆମେ ଆପଣଙ୍କୁ ଏକ ବଡ଼ ଡିଲ୍‌ ବିଷୟରେ ଜଣାଇବାକୁ ଯାଉଛୁ । ବର୍ତ୍ତମାନ ଫ୍ଲିପକାର୍ଟରେ ଏକ ବଡ ସେଲ୍‌ ଚାଲିଛି, ଯେଉଁଥିରେ iPhone 15 ରେ ବଡ ଅଫର ମିଳୁଛି । ତେବେ ୧୨୮ GB ଷ୍ଟୋରେଜ୍ ଥିବା iPhone 15ର ମୂଲ୍ୟ ୬୫…

କୁଲର ମେଣ୍ଟନାନ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଏସି ଭଳି ମିଳିବ ଥଣ୍ଡା ପବନ

ସାରା ଭାରତରେ ଗରମର ପ୍ରଭାବ ବଢ଼ିଛି । ଦେଶର ରାଜଧାନୀ ଦିଲ୍ଲୀ ସମେତ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ନୂଆ କୁଲର କିଣିବା ପାଇଁ ଟଙ୍କା ନାହିଁ, ତେବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ । କାରଣ ଆମେ ଆପଣଙ୍କୁ ଏପରି…

Android 15ରେ ମିଳିବ ଏହି ଦମଦାର ଫିଚର୍ସ, ଜାଣନ୍ତୁ ଡିଟେଲ୍ସ

ସ୍ମାର୍ଟଫୋନ୍ କମ୍ପାନୀମାନଙ୍କ ଦ୍ୱାରା ଲଗାତାର ନୂଆ ଅପଡେଟଗୁଡିକ ମାର୍କେଟରେ ଲଞ୍ଚ କରାଯାଉଛି । ଏହି କାରଣରୁ ଫୋନର ଫିଚର ଏବଂ ସପୋର୍ଟ ସିଷ୍ଟମ ସବୁବେଳେ ଡେଭଲପ୍‌ ରହୁଛି । ତେବେ ଲୋକମାନେ ଉତ୍ସାହର ସହିତ Android 15କୁ ଅପେକ୍ଷା କରିଛନ୍ତି । ଏହି ନୂଆ ଅପରେଟିଂ ସିଷ୍ଟମରେ ଅନେକ…

୧୦୦୦ ଟଙ୍କାରେ ମିଳୁଛି ଏହି ଦମଦାର ନେକ୍‌ବ୍ୟାଣ୍ଡ, ରହିଛି ବଢ଼ିଆ ଫିଚର୍ସ

ହେଡଫୋନ୍, ଇୟରବଡ୍ ଏବଂ ତାପରେ ମାର୍କେଟକୁ ଆସିଲା ନେକ୍‌ବ୍ୟାଣ୍ଡ ଯାହା ସମସ୍ତଙ୍କ କାମରେ ଆସିଥିଲା । ହେଡଫୋନ୍ ଗୁଡିକରେ କଲିଂ ଫିଚର୍ସ ନଥାଏ ଏବଂ ଇୟରବଡ୍ ଦ୍ୱାରା କଥା ହେବାରେ ଅନେକ ସମସ୍ୟା ଦେଖାଯାଏ । ଏଭଳି ପରିସ୍ଥିତିରେ ୟୁନିକ୍ସ ଏକ ନୂଆ ନେକ୍‌ବ୍ୟାଣ୍ଡ ଲଞ୍ଚ କରିଛି, ଯାହାର ମୂଲ୍ୟ…

ମେଟା ଲଞ୍ଚ କଲା ନିଜର ପାଓ୍ଵାରଫୁଲ୍‌ AI ଟୁଲ୍‌ Llama 3, ଜାଣନ୍ତୁ କେମିତି କରିବେ ବ୍ୟବହାର

ମେଟା AI ଏହାର ସବୁଠାରୁ ପାଓ୍ଵାରଫୁଲ୍‌ AI ଟୁଲ୍‌ Llama 3 ଲଞ୍ଚ କରିଛି । Llama 3 ର ଦୁଇଟି ଭାରିଆଣ୍ଟ ଲଞ୍ଚ କରାଯାଇଛି, ଯେଉଁଥିରେ Llama 3 8B ଏବଂ 70B ସାମିଲ ଅଛି । Llama 3 ହେଉଛି ଏମିତି ଏକ ଟୁଲ୍‌ ଯାହା ବିଶ୍ୱରେ ମାଗଣାରେ ଉପଲବ୍ଧ ହେବ ବୋଲି ମେଟା ସିଇଓ ମାର୍କ ଜୁକରବର୍ଗ…