Browsing Tag

tech news

Oppo ର ନୂଆ ବଜେଟ୍ ଫୋନ୍ Oppo A17 ଲଞ୍ଚ, ଏଥିରେ ରହିଛି 50 ମେଗାପିକ୍ସେଲ କ୍ୟାମେରା

ଯଦି ଆପଣ ଓପୋ ଫୋନ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର। ମାର୍କେଟରେ Oppo ଓ vivo ର ଚାହିଦା ଅଧିକ ହେବା ପରେ Oppo ଲଞ୍ଚ କରିଛି ନିଜର ନୂଆ ବଜେଟ୍ ଫୋନ୍ Oppo A17। ବର୍ତ୍ତମାନ ମାଲେସିଆରେ ଲଞ୍ଚ କରାଯାଇଛି Oppo A17 ଏବଂ ବର୍ତ୍ତମାନ ଭାରତରେ ଏହାର ଲଞ୍ଚ ବିଷୟରେ…

ଜିପିଏସ୍ ସହିତ ଲଞ୍ଚ ହେଲା Truke ସ୍ମାର୍ଟୱାଚ୍ : ମାତ୍ର ୮୯୯ ଟଙ୍କାରେ ମାର୍କେଟରେ ଉପଲବ୍ଧ, ଜାଣନ୍ତୁ ଏହାର ଫିଚର୍

ଯଦି ଆପଣ ସ୍ମାର୍ଟୱାଚ କିଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ସ୍ମାର୍ଟୱାଚ। ଯାହାକି ଜଳ ପ୍ରତିରୋଧକ ସହିତ ଆସିଛି। ତେବେ Truke Horizon କୁ ଆପଣ କିଣି ପାରିବେ ବେଷ୍ଟ ପ୍ରାଇସ୍ ସହ। ଏହି ୱାଚ P68 ମାନ୍ୟତା ପାଇଛି। ଏଥିରେ ଅନେକ ପ୍ଲେ ମୋଡ୍ ମଧ୍ୟ ଦିଆଯାଇଛି।…

ଆରମ୍ଭ ହେଲା Amazon ଓ Flipkart ଜବରଦସ୍ତ ସେଲ୍‌: ୮୦ ରୁ ୫୦ ପ୍ରତିଶତ ରିହାତିରେ କିଣନ୍ତୁ ନିଜ ମନ ପସନ୍ଦର…

ଗ୍ରାହକଙ୍କ ପାଇଁ ରହିଛି ଖୁସି ଖବର । କାରଣ ଆଜିଠୁ ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ବିଗ୍ ବିଲିଅନ୍ ଡେ। Amazon ଓ Flipkart ବିଗ୍ ସେଲରେ ଆପଣ ନିଜ ମନ ପସନ୍ଦର ଇଲେକ୍ଟ୍ରୋନିକ୍ସ କିଣିପାରିବେ। କେବଳ ଇଲେକ୍ଟ୍ରୋନିକ୍ସ ନୁହେଁ ଘର ପାଇଁ ଓ ନିଜ ପାଇଁ ମଧ୍ୟ ଅନେକ ଉପହାର ଆପଣ ଏହି…

Honor ଲଞ୍ଚ କଲା ବଡ଼ ଡିସ୍ପ୍ଲେ ଓ ଦମଦାର ପ୍ରୋସେସର୍ ଥିବା ଟ୍ୟାବଲେଟ୍, ଜାଣନ୍ତୁ ଏହାର ଫିଚର ଓ ମୂଲ୍ୟ

ଯଦି ଆପଣ ବର୍ତ୍ତମାନ ନୂଆ ଟ୍ୟାବଲେଟ୍ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବଡ଼ ଅଫର୍। କାରଣ Honor ଲଞ୍ଚ କରିଛି ନିଜର ନୂଆ ଦମଦାର ଟ୍ୟାବଲେଟ୍ Honor Pad 8। ସେଲରେ, ଟ୍ୟାବଲେଟର 4 GB ଭାରିଆଣ୍ଟ ୧୯,୯୯୯ ଟଙ୍କା ଏବଂ 6 GB RAM ଭାରିଆଣ୍ଟ ୨୧,୯୯୯ ଟଙ୍କା ମୂଲ୍ୟରେ…

ବେଷ୍ଟ ସ୍ମାର୍ଟଫୋନ୍ ଭିତରେ ସାମିଲ ଅଛି ଏହି ଫୋନ୍, ରହିଛି ବେଷ୍ଟ ବ୍ୟାଟେରୀ ସହିତ ବେଷ୍ଟ ଫିଚର୍

ଜଣେ ଗ୍ରାହକ ଯେତେବେଳେ ସ୍ମାର୍ଟଫୋନ୍ କିଣନ୍ତି ସେତେବେଳେ ଏହାର ଫିଚର୍ ସହ କ୍ୱାଲିଟି ପ୍ରତି ମଧ୍ୟ ଧ୍ୟାନ ଦେଇଥାନ୍ତି। ଯଦି ଆପଣ ଫୋନ୍ କିଣିବାକୁ ଇଚ୍ଛା ରଖିଛନ୍ତି ଓ ଭଲ ସ୍ମାର୍ଟ ଫୋନ କିଣିବାକୁ ଯାଉଛନ୍ତି ତେବେ ଆଜି ଆପଣଙ୍କୁ ବେଷ୍ଟ ଫୋନ୍ ବିଷୟରେ କହିବାକୁ ଯାଉଛୁ। ଯାହାର ଭଲ ଫିଚର୍…

Realme ର ବଡ଼ ଅଫର: ସ୍ମାର୍ଟଫୋନରେ ୧୬ ହଜାର ପର୍ଯ୍ୟନ୍ତ ରିହାତି ଉପଲବ୍ଧ, ଜାଣନ୍ତୁ ଏହାର ଫିଚର୍

ଯଦି ଆପଣ ନିଜ ଗ୍ୟାଜେଟରେ ବର୍ତ୍ତମାନ ଫୋନ୍ ସାମିଲ କରିବାକୁ ଇଛା କରୁଛନ୍ତି। ତେବେ ଆପଣଙ୍କ ପାଇଁ ରହିଛି ବଡ଼ ସୁଯୋଗ। Realme ଇଣ୍ଡିଆ ଏହାର ବିକ୍ରୟ ରିଅଲମି ଫେଷ୍ଟିଭାଲ୍ ଡେ ଘୋଷଣା କରିଛି। ଏହି ବିକ୍ରିରେ ଆପଣ କମ୍ପାନୀର ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଉତ୍ପାଦ ଉପରେ ପ୍ରାୟ…

ଭୁଲିଯିବେ ସିନେମା ହଲ୍‌…ମାତ୍ର ଏତିକି ଟଙ୍କାରେ ଘରକୁ ନେଇ ଆସନ୍ତୁ ‘କୁନି ପ୍ରୋଜେକ୍ଟର’; କ୍ୱାଲିଟି ଦମ୍‌ଦାର

ଆଜିକାଲି ପ୍ରାୟ ସମସ୍ତେ ନିଜ ଘର ପାଇଁ ସ୍ମାର୍ଟ ଏଲ୍‌ଇଡି ଟିଭି କିଣୁଛନ୍ତି। କିନ୍ତୁ ଏଥିରେ ଏକ ସମସ୍ୟା ହେଉଛି କି, ଆପଣ ଗୋଟିଏ ହିଁ ସ୍ଥାନରେ ବସି ଟିଭିରେ ସିନେମା କି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଦେଖି ପାରିବେ। ଏମିତିରେ ଯଦି ଆପଣଙ୍କୁ ଘରର ଅନ୍ୟ କୌଣସି ସ୍ଥାନରେ ଫିଲ୍ମ ଦେଖିବାର ଅଛି ବା…

ଓଡ଼ିଶାରେ ଆରମ୍ଭ ହେବ 5G ସେବା, ଅକ୍ଟୋବରରେ ପ୍ରଥମେ ୧୩ଟି ସହରରେ ଆରମ୍ଭ ହେବ ସେବା

ବର୍ତ୍ତମାନ କୌଣସି ବ୍ୟକ୍ତିଙ୍କୁ ଅସୁବିଧାର ସାମ୍ନା କରିବା ପାଇଁ ପଡ଼ିବ ନାହିଁ। କାରଣ ଭାରତକୁ ଆସିବ 5G ସେବା। ପୁଣି ଏହି ସୁବିଧା ପାଇବାକୁ ଯାଇଛି ଓଡ଼ିଶା। ଖୁବ୍ ଶୀଘ୍ର ଓଡ଼ିଶାକୁ ଆସିବାକୁ ଯାଉଛି 5G ସୁପର ଫାଷ୍ଟ ସ୍ମାର୍ଟ ନେଟୱାର୍କ। ଯାହାପାଇଁ ସବୁ କମ୍ପାନୀକୁ ଆସିଛି ଚିଠି।…

FIR ସତ୍ତ୍ୱେ ଚୋରି ହୋଇଥିବା ଫୋନ ପୁଣି ଥରେ ମିଳିନଥାଏ କାହିଁକି, ଜାଣନ୍ତୁ

ଅନେକ ସମୟରେ ହଠାତ୍ ଆମର ମୋବାଇଲ ଚୋରି ହୋଇଥାଏ। ପରେ ତାହା ବିଷୟରେ ପୋଲିସରେ ଏଫଆଇଆର ଦେଲେ ମଧ୍ୟ ମୋବାଇଲ ମିଳିନଥାଏ। ଏପରିକି କି ସ୍ମାର୍ଟଫୋନକୁ ଟ୍ରାକ ମଧ୍ୟ କରାଯାଇ ପାରିନଥାଏ। ତେବେ ଆଜି ଆମେ ଏହା ପଛର କାରଣ ଆପଣଙ୍କୁ କହିବାକୁ ଯାଉଛୁ। ପୋଲିସ କାହିଁକି ଚୋରି ମୋବାଇଲକୁ ଟ୍ରାକ୍…

ସ୍ନାପଡ୍ରାଗନ୍ ୪ ଜେନ ୧ ପ୍ରୋସେସର ସହିତ ବିଶ୍ୱର ପ୍ରଥମ ଫୋନ୍ ବିକ୍ରି, ଜାଣନ୍ତୁ ମୂଲ୍ୟ ଏବଂ ଫିଚର୍

ଯଦି ଆପଣ ଭଲ ପ୍ରୋସେସର ଏବଂ ସ୍ନାପ ଡ୍ରାଗନ ଥିବା ଫୋନ୍ କିଣିବାକୁ ଇଚ୍ଛା କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଅଫର୍। ସ୍ମାର୍ଟଫୋନ୍ ବ୍ରାଣ୍ଡ iQOO ସ୍ନାପଡ୍ରାଗନ୍ 4 ଜେନ 1 ସଞ୍ଚାଳକ ସହିତ ବିଶ୍ୱର ପ୍ରଥମ ଫୋନ୍ iQOO Z6 Lite 5G ଲଞ୍ଚ କରିଛି। ଏହି ଫୋନ୍ ପ୍ରାରମ୍ଭିକ ମୂଲ୍ୟରେ…

Xiaomi ଲଞ୍ଚ କଲା ସ୍ମାର୍ଟ ତକିଆ: ନିଦ ସହିତ ଟ୍ରାକ୍ କରିବ ହାର୍ଟ ରେଟ୍, ବଡି ମୁମେଣ୍ଟ ଓ ହାଇ ମାରିବାର ସମୟ,…

ଟେକ୍ନୋଲୋଜି ଦୁନିଆରେ ବର୍ତ୍ତମାନ ସବୁ କିଛି ନୂତନ ଭାବରେ ଉଦ୍ଭାବନ କରାଯାଉଛି। କାରଣ ଦିନକୁ ଦିନ ଅଗଉଛି ଏହି ଟେକ୍ ଦୁନିଆ। ବିଭିନ୍ନ ପ୍ରକାର ଫୋନ୍ ଠାରୁ ଆରମ୍ଭ କରି ହ୍ୟାଣ୍ଡ ୱାଚ ପର୍ଯ୍ୟନ୍ତ ସବୁ ଗ୍ୟାଜେଟରେ ଡିଜାଇନ୍ ଭଲ ରହିଛି। ସେଥିପାଇଁ ତ ଗ୍ରାହକ ଏହି ସବୁ ଜିନିଷ କିଣିବା ପାଇଁ…

ଲେକ୍ସର୍ DSLR ପାଇଁ ଲଞ୍ଚ କଲା ଦୁନିଆର ବେଷ୍ଟ ମେମୋରୀ କାର୍ଡ, ସବୁ ସମୟରେ ଦେବ ଭଲ ସଟ୍

ଯଦି ଆପଣ ଏକ DSLR କ୍ୟାମେରା ବ୍ୟବହାର କରୁଛନ୍ତି ଏବଂ ବର୍ତ୍ତମାନ ଏହିପରି ଗୋଟିଏ ମେମୋରୀ କାର୍ଡ କିଣିବାକୁ ଚାହୁଁଛନ୍ତି ଯାହା ଖୁବ୍ ଶୀଘ୍ର ମେମୋରୀ ଫୁଲ୍ ନକରିବ ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ମେମୋରୀ କାର୍ଡ। ବେଷ୍ଟ ଫ୍ଲାସ୍ ମେମୋରୀ କମ୍ପାନୀ ଲେକ୍ସର୍ ଏହାର ହାଇ ସ୍ପିଡ୍…