ଲଞ୍ଚ ହେଲା ଦୁନିଆର ପ୍ରଥମ AI ସଫ୍ଟୱେୟାର ଇଞ୍ଜିନିୟର, କ୍ଷଣିକରେ ଡେଭଲପ୍ କରିପାରିବ ଆପ୍
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମଣିଷକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି । AI ଆସିବା ପରେ କାର୍ଯ୍ୟ କରିବାର ଟେକନିକ ମଧ୍ୟ ବଦଳି ଯାଇଛି । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ AI ମଣିଷକୁ ବଦଳାଉଛି । ଆମେ ଏଭଳି କହିବାର କାରଣ ହେଉଛି ବର୍ତ୍ତମାନ ସମୟରେ ଆମେ AI ଶିକ୍ଷକ ଠାରୁ ଆରମ୍ଭ…