Browsing Tag

tech news

ସାମସଙ୍ଗର ୨ଟି ସ୍ମାର୍ଟଫୋନର ରହିଛି ଜବରଦସ୍ତ ଫିଚର୍ସ

ସାମସଙ୍ଗ ତରଫରୁ ଆଜି ସନ୍ଧ୍ୟାରେ Galaxy Unpacked  ଆୟୋଜିତ ହୋଇଛି। ଏହି ସମୟରେ କମ୍ପାନୀ ତରଫରୁ ଦୁଇଟି ଫୋଲଡେବଲ୍‌ ଫୋନ Galaxy Z Flip 3 ଏବଂ Galaxy Z Fold 3 ଲଞ୍ଚ ହୋଇଛି। ଏହା ସହିତ କମ୍ପାନୀ ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଓ୍ଵାଚ ଏବଂ ଓ୍ଵାୟାରଲେସ ଇୟରବଡସକୁ ମଧ୍ୟ ଲଞ୍ଚ କରିଛି।…

ଏ ହେଉଛି ଦୁନିଆର ସବୁଠାରୁ ଛୋଟ 4G ସ୍ମାର୍ଟଫୋନ, ସାଇଜରେ କ୍ରେଡିଟ୍‌ କାର୍ଡ ଭଳି, ଜାଣନ୍ତୁ କ’ଣ ରହିଛି ଫିଚର୍ସ

ଚାଇନା OEM Mony ନିକଟରେ ଏକ ନୂଆ ସ୍ମାର୍ଟଫୋନ Mony Mint ଲଞ୍ଚ୍‌ କରିଛି। କମ୍ପାନୀର ଦାବି ମୁତାବକ, ଏହା ହେଉଛି ଦୁନିଆର ସବୁଠାରୁ ଛୋଟ 4G ସ୍ମାର୍ଟଫୋନ। ଏହି ସ୍ମାର୍ଟଫୋନରେ ୩ ଇଞ୍ଚର ଡିସ୍‌ପ୍ଲେ ଦିଆଯାଇଛି, ଯାହାକି Palm Phoneଠାରୁ ବି ଛୋଟ। Palm Phone ୩.୩ ଇଞ୍ଚ ଡିସ୍‌ପ୍ଲେ ସହିତ…

ଆସୁଛି ଜିଓମିର ସବୁଠୁ ଶସ୍ତା ଫୋନ, ଫିଚର୍ସ ରହିଛି ଜବରଦସ୍ତ, ଜାଣନ୍ତୁ

ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖିବା ସହିତ କରୋନା ସମୟକୁ ଧ୍ୟାନରେ ରଖି ବଜାରରେ ନୂଆ ସ୍ମାର୍ଟଫୋନ ଲଞ୍ଚ ହେଉଛି । ତାହା ବି ପୁଣି ଖୁବ ଶସ୍ତାରେ । ୫ରୁ ୧୦ ହଜାର ମଧ୍ୟରେ ଆପଣ ଏବେ ବେଷ୍ଟ ସ୍ମାର୍ଟଫୋନ କିିଣିପାରିବେ । ଜିଓମି ପକ୍ଷରୁ ଏହି ଦମଦାର ଅଫର ଆରମ୍ଭ ହୋଇଛି । ଏହାସହ…

Vultur ଆପ Android ୟୁଜର୍ସଙ୍କ ସ୍କ୍ରିନ ରେକର୍ଡ କରି ସମସ୍ତ ଡାଟାକୁ କରୁଛି ଲିକ୍‌

ଯଦି ଆପଣ ମଧ୍ୟ ଆଣ୍ଡ୍ରଏଡ ୟୁଜର ହୋଇଥାନ୍ତି ତେବେ ହୋଇଯାନ୍ତୁ ସାବଧାନ । ସିକ୍ୟୁରିଟି ଏକ୍ସପର୍ଟଙ୍କ ପକ୍ଷରୁ ଏକ ନୂଆ ସୂଚନା ଜାରୀ କରାଯାଇଛି । ଏକ ସାଂଘାତିକ ମାଲୱେୟାର ଆପଣଙ୍କ ଡିଭାଇସକୁ ହ୍ୟାକ କରିବାର ସମ୍ଭବନା ରହିଛି । ଏହାର ନାମ Vultur । ଏହା ଡିଭାଇସର ସ୍କ୍ରିନରେ ଆସୁଥିବା ସମସ୍ତ…

ଅନଲାଇନରେ Oppo Reno 6 5G ଦାମ ରହିଛି ଖୁବ ଶସ୍ତା, ଜାଣନ୍ତୁ ଦାମ

Oppo Reno 6 5G ସ୍ମାର୍ଟଫୋନ ଭାରତରେ ହୋଇଛି ଲଞ୍ଚ। ଏହାର ଅନଲାଇନ ପ୍ରି-ବୁକିଂ ଆଜିଠାରୁ ଆରମ୍ଭ ହୋଇଛି। ଅର୍ଥାତ ୨୩ ଜୁଲାଇ ୨୦୨୧ରୁ ଅପରାହ୍ନରୁ ଆରମ୍ଭ ହେବ। ଏହି ଫୋନରେ ୮ ଜିବି ର‍୍ୟାମ ସହ ୧୨୮ ଜିବି ଷ୍ଟୋରେଜ ଭାରିଏଣ୍ଟ ରହିଛି। କମ୍ପାନୀ ଏହାର ଦାମ   ୨୯,୯୯୦ ଟଙ୍କା ରହିଛି। ତେବେ…

ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଖୁବ ଶୀଘ୍ର ଲଞ୍ଚ ହେବ RedmiBook ଲାପଟପ, ରହିଛି ଶସ୍ତା ଦାମ

ସ୍ମାର୍ଟଫୋନ ବଜାରରେ ଜିଓମି ନିଜର ଦମଦାର ଫୋନ ତଥା ଫିଚର୍ସକୁ ନେଇ ସବୁବେଳେ ରହିଥାଏ ଚର୍ଚ୍ଚାରେ। ଜିଓମି ଏବେ ଭାରତୀୟ ବଜାରରେ ନିଜର ପ୍ରଡକ୍ଟ ପୋର୍ଟଫୋଲିଓକୁ ବିସ୍ତାର କରିବାକୁ ଯାଉଛି। ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏବେ ଜିଓମି ତରଫରୁ ନୂଆ ଲାପଟପ ଲଞ୍ଚ ହେବାକୁ ଯାଉଛି। ମଙ୍ଗଳବାର…

କମ୍ପ୍ୟୁଟର ସହ ଏବେ ଫୋନର ସମସ୍ତ ଡାଟା ହେବ ଚୋରୀ, ସତର୍କ ବାଣୀ ହେଲା ଜାରୀ

ପେଗାସସ୍‌ ପାଇଁ ଏବେ ପୁଣି ସାଇବର କ୍ରାଇମକୁ ନେଇ ବଢ଼ିଛି ଚିନ୍ତା । କମ୍ପ୍ୟୁଟର ଭଳି ମୋବାଇଲ ଫୋନକୁ ଖୁବ ସହଜରେ Malware attackରେ ଶିକାର କରିହେବ। ଆଇଟି ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଏଥିରୁ ସୁରକ୍ଷିତ ରହିବା ପାଇଁ ହେଲେ ନିଜେ ସତର୍କ ରୁହନ୍ତୁ। ଫୋନ ବ୍ୟବହାର କରୁଥିବା ବେଳେ ଏହାକୁ…

ତୁରନ୍ତ କରନ୍ତୁ କ୍ରୋମ ଆପ ଅପଡେଟ, ନଚେତ୍‌ ହୋଇପାରେ ଆପଣଙ୍କ ସମସ୍ତ ଡାଟା ଲିକ

ଯଦି ଆପଣ ଗୁଗଲ କ୍ରୋମ ବ୍ୟବହାର କରୁଛନ୍ତି। ତେବେ ହୋଇଯାନ୍ତୁ ସାବଧାନ। ଗୁଗଲ କ୍ରୋମ ଏବେ ହାକର୍ସ ମାନଙ୍କ ହବ୍‌ ପାଲଟି ଯାଇଛି। ଏଥିରେ ହାକର୍ସ ମାନେ ଡିଭାଇସକୁ ଆକ୍ସେସ କରୁଛନ୍ତି। ଯାହାଦ୍ୱାରା ଏହାକୁ ବ୍ୟବହାର କରୁଥିବା ୟୁଜର୍ସଙ୍କ ସମସ୍ତ ଡାଟା ଲିକ ହେବାର ସମ୍ଭାବନା ରହିଛି। ଏହାକୁ ନେଇ…

ଆପଲ୍‌ର ଦମଦାର ଅଫର, ଫ୍ରିରେ ମିଳିବ ୧୫ ହଜାର ଟଙ୍କାର AirPods 

ଆପଲ୍ କମ୍ପାନୀ ନିଜ ଏଜୁକେସନାଲ ପ୍ରୋଗ୍ରାମ ପାଇଁ ଭାରତୀୟ ଷ୍ଟୁଡିଓରେ ଏକ ଦମଦାର ଅଫର ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି । ଯେଉଁଠି ଫ୍ରିରେ ଆପଣଙ୍କୁ ମିଳିବ ଏୟାରପଡ୍ସ । ନିଜର ଏଜୁକେସନାଲ ପ୍ରୋଗ୍ରାମ ପାଇଁ ଭାରତୀୟ ବଜାରରେ ଖାସ ଅଫର ଆଣିଛି ଆପଲ୍ କମ୍ପାନୀ । ଅଫର ଅନୁଯାୟୀ ଆପଲର ଏଜୁକେସନାଲ…

ଭାରତରେ ଖୁବଶୀଘ୍ର ଲଞ୍ଚ ହେବOnePlus Nord 2, ଦାମ ରହିଛି ସବୁଠୁ ଶସ୍ତା

ଭାରତରେ OnePlus Nord 2ର ଖୁବ ଶୀଘ୍ର ହେବ ବଜାର ପ୍ରବେଶ । ଆସନ୍ତା ସପ୍ତାହରେ OnePlus Nord 2 ଲଞ୍ଚ ହେବାକୁ ଯାଉଛି । କମ୍ପାନୀ ଏହି ଫୋନକୁ ୨୨ ଜୁଲାଇରେ ଲଞ୍ଚ କରିବ । ଆସନ୍ତା ସପ୍ତାହରେ ଲଞ୍ଚ ହେବାକୁ ଥିବା ଏହି ଫୋନର ଦାମ ବିଷୟରେ ଆଗୁଆ ଜଣା ପଡିଛି । ଏହି ଖବର ଲିକ ହେବା ପରେ ଏବେ…

ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓମି ଲଞ୍ଚ କଲା ନୂଆ ଚାର୍ଜର, ଦାମ ରହିଛି ଶସ୍ତା

ଭାରତୀୟ ବଜାରରେ ଜିଓମି ନିଜର Mi Sonic Charge 3.0 ଫାଷ୍ଟ ଚାର୍ଜର ଲଞ୍ଚ କରିବାର ତାରିଖ ଘୋଷଣା କରିଛି । ୧୨ ଜୁଲାଇ ଅର୍ଥାତ ଆଜି ଭାରତରେ ଏହା ଲଞ୍ଚ ହେବାକୁ ଯାଉଛି । ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି 67W ଫାଷ୍ଟ ଚାର୍ଜିଂ ସପୋର୍ଟ ସିଷ୍ଟମ ସହ ଏହା ଆଜି ବଜାରକୁ ପ୍ରବେଶ କରିବ ।…

Whatsappରେ ଚୁଟ୍‌କିରେ ବନାନ୍ତୁ ନିଜ ଫଟୋର Sticker, ବହୁତ ସହଜ ଏହି ଟ୍ରିକ୍‌

ହ୍ଵାଟସ୍‌ଆପ ଷ୍ଟିକରର ବ୍ୟବହାର ବହୁଳ ମାତ୍ରାରେ କରାଯାଉଛି। ୟୁଜରମାନେ ଯେଉଁଠି ଟାଇପ୍‌ କରିବାକୁ ଆବଶ୍ୟକ ମନେ କରୁନାହାନ୍ତି, ସେଠି ଷ୍ଟିକର ପଠାଇ ଦେଉଛନ୍ତି। ଖାସ୍‌ କଥା ହେଉଛି କି, ଆପଣ ହ୍ଵାଟସ୍‌ଆପରେ ନିଜ ଫଟୋ ଥିବା ଷ୍ଟିକର ମଧ୍ୟ ଯୋଡ଼ି ପାରିବେ, ଆଉ ଏହା ବି ଖୁବ୍‌ କମ୍‌ ସମୟ ଭିତରେ।…