ଟିଭି ପରେ AI ରୋବଟ୍ ଲଞ୍ଚ କରିବ LG କମ୍ପାନୀ, ରହିଛି ଦମଦାର ଫିଚର
ଟିଭି ଇଣ୍ଡଷ୍ଟ୍ରିରେ LG ବେଶ୍ ଜଣାଶୁଣା କମ୍ପାନୀ । ଆପଣଙ୍କ ମଧ୍ୟରୁ ଅନେକଙ୍କ ଘରେ ଏହି କମ୍ପାନୀର ଟିଭି ନିଶ୍ଚିତ ରହିଥିବ । ବର୍ତ୍ତମାନ LG ଏହାର AI ରୋବଟ୍ ଲଞ୍ଚ କରିବାକୁ ଯାଉଛି । CES ୨୦୨୪ ଇଭେଣ୍ଟରେ କମ୍ପାନୀ ଏହାର AI ରୋବଟ୍ ଲଞ୍ଚ କରିବ ଯାହା ଆପଣଙ୍କୁ ଅନେକ ଘରୋଇ କାର୍ଯ୍ୟରେ…