Browsing Tag

tech news

IPL ୨୦୨୪ ପୂର୍ବରୁ Jio ଆଣିଲା ଦମଦାର ଅଫର୍‌, AirFiberରେ ମାଗଣାରେ ପାଇବେ ଟ୍ରିପଲ୍‌ ଇଣ୍ଟରନେଟ ସ୍ପିଡ୍‌

Jio ନିଜର Airfiber ୟୁଜରଙ୍କ ପାଇଁ ଏକ ଖୁସି ଖବର ଆଣିଛି । Jio ଏହାର AirFiber Plus ୟୁଜର୍ସଙ୍କ ପାଇଁ ଏକ ଦମଦାର ଅଫର ଘୋଷଣା କରିଛି । ଏହି ଅଫର ଅନୁସାରେ ଉଭୟ ନୂଆ ଏବଂ ପୁରୁଣା ୟୁଜରମାନେ ଆଗାମୀ ୬୦ ଦିନ ପାଇଁ ମାଗଣାରେ ତିନି ଗୁଣା ଇଣ୍ଟରନେଟ୍ ସ୍ପିଡ୍ ପାଇବେ । ଏହି ଖାସ୍‌ ଅଫର…

ଲଞ୍ଚ ହେଲା Realme Narzo 70 Pro 5G ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ଦାମ୍‌

Realme ନିଜ ଗ୍ରାହକମାନଙ୍କ ପାଇଁ ଏକ ନୂଆ ମିଡ୍‌ ରେଞ୍ଜ୍ ଫୋନ୍ Realme Narzo 70 Pro 5G ଲଞ୍ଚ କରିଛି । ଏହି ଲାଟେଷ୍ଟ ଫୋନରେ ଆପଣ ୬୫ ପ୍ରତିଶତ କମ୍ ବ୍ଲୋଟୱେୟାର ଆପ୍ ଦେଖିବାକୁ ପାଇବେ । ବ୍ଲୋଟୱେୟାର ଆପ୍ସ ହେଉଛି ସେହି ଆପ୍ ଯାହା ଫୋନରେ ପୂର୍ବରୁ ଥାଏ । ଅର୍ଥାତ ଏହି ଆପ୍ ଗୁଡ଼ିକ…

ଏବେ ହ୍ଵାଟସ୍‌ ଆପରେ ବି ଲୋକଙ୍କୁ କରିପାରିବେ ଟ୍ୟାଗ୍‌, ଖୁବଶୀଘ୍ର ଆସୁଛି ନୂଆ ଫିଚର

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ବର୍ତ୍ତମାନ ଏକ ଫିଚର ଉପରେ କାମ କରୁଛି, ଯାହାକୁ ଆପଣ ଦୀର୍ଘଦିନ ଧରି ଅପେକ୍ଷା କରିଥିଲେ । ଷ୍ଟାଟସ୍ ଫିଚର ପାଇଁ ହ୍ଵାଟସ୍ ଆପ୍ ଏକ ବଡ ଅପଡେଟ୍ ରିଲିଜ୍ କରିବାକୁ ଯାଉଛି, ଯାହା ପରେ କିଛି ଲୋକଙ୍କ ପାଇଁ ଏହି ଫିଚର ଏକ ସମସ୍ୟା ହୋଇଯିବ କିନ୍ତୁ…

ରିମୋଟ୍‌ ଖରାପ ହେଲେ ଟ୍ରାଏ କରନ୍ତୁ ଏହି ଟିପ୍ସ, ମିଳିବ ଫାଇଦା

ବର୍ତ୍ତମାନ ପ୍ରାୟ ପ୍ରତ୍ୟେକ ଇଲେକ୍ଟ୍ରିକ୍‌ ଡିଭାଇସ୍‌ ରେ ରିମୋଟ୍ କଣ୍ଟ୍ରୋଲ୍ ରହୁଛି, ଯାହା ଅତ୍ୟନ୍ତ ସୁବିଧାଜନକ ହୋଇଯାଏ । ଆପଣ ଗୋଟିଏ ସ୍ଥାନରେ ବସି ସବୁ ଜିନିଷ କଣ୍ଟ୍ରୋଲ କରିବାର ସୁବିଧା ଦିଆଯାଉଛି । ଟିଭି ଚ୍ୟାନେଲ ବଦଳାଇବା ହେଉ କିମ୍ବା ଭଲ୍ୟୁମ୍ ଲେଭଲକୁ ମ୍ୟାନେଜ୍‌ କରିବା ହେଉ…

ଏସି ଭଳି ଥଣ୍ଡା ଦେବ ଏହି କୁଲର୍‌, ଏଥିରେ ରହିଛି ଭାରି ଡିସକାଉଣ୍ଟ

ସୂର୍ଯ୍ୟ ନିଜ ଉତ୍ତାପର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ହୋଲି ପରେ ତାପମାତ୍ରା ଆହୁରି ବଢ଼ିବ । ଏଭଳି ପରିସ୍ଥିତିରେ ଲୋକମାନେ ସେମାନଙ୍କର ପୁରୁଣା ଏସି ଏବଂ କୁଲର ମରାମତି କରିବା ଆରମ୍ଭ କରିଛନ୍ତି । କିଛି ଲୋକ ନୂଆ ଏସି ଏବଂ କୁଲର କିଣିବାକୁ ପ୍ଲାନ୍‌ କରୁଛନ୍ତି । ଯଦି ଆପଣ କୁଲର ଦାମରେ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ ଆଣୁଛି TRAI, ୧ ଜୁଲାଇରୁ ହେବ ଲାଗୁ

ଯଦି ଆପଣଙ୍କ ପାଖରେ ଫିଚର ଫୋନ କିମ୍ବା ସ୍ମାର୍ଟଫୋନ ଅଛି ତେବେ ଆପଣଙ୍କ ପାଇଁ ଆସିଛି ଏକ ଜରୁରୀ ଖବର । କାରଣ ଟେଲିକମ ରେଗୁଲିଟି ଅଫ ଇଣ୍ଡିଆ ବା TRAI ତରଫରୁ ସିମ୍‌ କାର୍ଡକୁ ନେଇ ନୂଆ ନିୟମ ଜାରି କରାଯାଇଛି । ଟ୍ରାଇ ତରଫରୁ ଜାରି ହେବାକୁ ଥିବା ସିମ୍‌ କାର୍ଡର ନୂଆ ନିୟମ ସମଗ୍ର ଦେଶରେ ୧…

ଲଞ୍ଚ ହେଲା ଦୁନିଆର ପ୍ରଥମ AI ସଫ୍ଟୱେୟାର ଇଞ୍ଜିନିୟର, କ୍ଷଣିକରେ ଡେଭଲପ୍‌ କରିପାରିବ ଆପ୍‌

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI ମଣିଷକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି । AI ଆସିବା ପରେ କାର୍ଯ୍ୟ କରିବାର ଟେକନିକ ମଧ୍ୟ ବଦଳି ଯାଇଛି । କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ AI ମଣିଷକୁ ବଦଳାଉଛି । ଆମେ ଏଭଳି କହିବାର କାରଣ ହେଉଛି ବର୍ତ୍ତମାନ ସମୟରେ ଆମେ AI ଶିକ୍ଷକ ଠାରୁ ଆରମ୍ଭ…

ହ୍ୟାକର୍ସଙ୍କ ଟାର୍ଗେଟରେ ଗୁଗଲ ଡ୍ରାଇଭ୍‌, ସମସ୍ତ ୟୁଜରଙ୍କୁ ଆଲର୍ଟ କଲା ଗୁଗଲ

ଯଦି ଆପଣ ଜଣେ ଗୁଗଲ୍ ୟୁଜର୍ ଏବଂ ଗୁଗଲ୍ ଡ୍ରାଇଭ୍ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏବେ ଗୁଗଲ୍ ଡ୍ରାଇଭ୍ ହ୍ୟାକର୍ସମାନଙ୍କର ଟାର୍ଗେଟ୍ ରେ ରହିଛି । ଏହା ଆମେ ନୁହେଁ ବରଂ ଗୁଗଲ ନିଜେ କହିଛି । ଗୁଗଲ ଏହାର ସମସ୍ତ ଗୁଗଲ୍ ଡ୍ରାଇଭ୍ ୟୁଜରଙ୍କୁ ଚେତାବନୀ ଦେଇଛି…

ଗେମିଂ ସ୍ମାର୍ଟଫୋନ୍‌ କିଣିବା ସମୟରେ ଧ୍ୟାନରେ ରଖନ୍ତୁ ଏହି ଜିନିଷ, ୟୁଜରଙ୍କ ମିଳିବ ଫାଇଦା

ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ସ୍ମାର୍ଟଫୋନରେ ଗେମ୍‌ ଖେଳିବାକୁ ଖୁବ୍‌ ପସନ୍ଦ କରନ୍ତି । ଗେମ୍‌ ଖେଳିବା ପାଇଁ ଭଲ ସ୍ମାର୍ଟଫୋନ କିଣିବା ନିହାତି ଜରୁରୀ । ଆପଣଙ୍କ ପାଖରେ ଭଲ ସ୍ମାର୍ଟଫୋନ ନଥିଲେ ଆପଣଙ୍କୁ ଗେମ୍‌ ଖେଳିବାରେ ସମସ୍ୟା ହୋଇପାରେ । ଯଦି ଆପଣଙ୍କୁ ସ୍ମାର୍ଟଫୋନରେ ଗେମ୍‌…

ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି X ର ଟିଭି ଆପ୍‌, ସୂଚନା ଦେଲେ ଏଲନ୍‌ ମସ୍କ

ଖୁବ୍‌ ଶୀଘ୍ର ଲଞ୍ଚ ହେବାକୁ ଯାଉଛି X ର ଟିଭି ଆପ୍‌ । X ର ମାଲିକ ଏଲନ୍‌ ମସ୍କ ଏହାକୁ ନେଇ ସୂଚନା ଦେଇଛନ୍ତି । X ପୂର୍ବରୁ ଟ୍ୱିଟର ଭାବରେ ଜଣାଥିଲା । X ଟିଭି ଆପ୍ ପାଇଁ ଏଲନ୍ ମସ୍କ ଦୁଇଟି ବଡ କମ୍ପାନୀ ସହିତ ପାର୍ଟନରସିପ୍‌ କରିଛନ୍ତି । X ବର୍ତ୍ତମାନ ୟୁଟ୍ୟୁବ୍ ସହିତ ପ୍ରତିଦ୍ୱନ୍ଦିତା…

ଆରମ୍ଭ ହୋଇଛି Flipkart Sale, Smartphone, Smart TV ଏବଂ ACରେ ମିଳିବ ବମ୍ପର ଡିସ୍‌କାଉଣ୍ଟ

ଯଦି ଆପଣ ଅନଲାଇନ୍ ସପିଂକୁ ଭଲ ପାଆନ୍ତି ଏବଂ ଡସ୍‌କାଉଣ୍ଟ ଅଫର ପାଇଁ ଅପେକ୍ଷା କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ତେବେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ତାର କୋଟି କୋଟି ଗ୍ରାହକଙ୍କ ପାଇଁ ଏକ ନୂଆ ସେଲ୍‌ ଆରମ୍ଭ କରିଛି । ଆଜିଠାରୁ ଫ୍ଲିପକାର୍ଟରେ ବିଗ୍…

ବୟସ୍କ ଲୋକଙ୍କ ପାଇଁ ନେଇ ଆସନ୍ତୁ ଏହି ଫୋନ୍‌, କମ୍‌ ଦାମରେ ମିଳିବ ବଢ଼ିଆ ଫିଚର୍ସ

ଘରେ ରହୁଥିବା ବୟସ୍କ ଲୋକମାନଙ୍କୁ ଆମର ମଡର୍ଣ୍ଣ ଫୋନ୍ ବ୍ୟବହାର କରିବାରେ ଅନେକ ସମସ୍ୟା ହୋଇଥାଏ । ଟଚସ୍କ୍ରିନ ଫୋନରେ କଥାବାର୍ତ୍ତା କରିବା ସମୟରେ ସେମାନେ କେଉଁଠି ଟଚ୍‌ କରିବେ ସାଉଣ୍ଡ କେମିତି ବଢ଼ାଇବେ ଓ କମାଇବେ ଏବଂ ମୋବାଇଲ୍‌ ସେଟିଂ ବିଷୟରେ ଜାଣି ପାରନ୍ତିନି ବୃଦ୍ଧ ଓ ବୃଦ୍ଧା । ଫୋନର…