Browsing Tag

tech news

Shark Tank India : ଇନଷ୍ଟାଗ୍ରାମରେ ୧୦୦୦ ଫୋଲୋଅର୍ସ ଥିଲେ ବି ମିଳିବ ଟଙ୍କା

ସୋସିଆଲ ମିଡିଆ ଆପ୍‌ ଇନଷ୍ଟାଗ୍ରାମର ଲୋକପ୍ରିୟତା କାହାକୁ ବି ଅଛପା ନାହିଁ । ଏହି ଆପରୁ ଟଙ୍କା ଇନକମ୍‌ କରିବା ପାଇଁ ଅଧିକ ଫୋଲୋଅର୍ସ ଆବଶ୍ୟକ । ଯେଉଁଥିପାଇଁ ୟୁଜର୍ସ କଠିନ ପରିଶ୍ରମ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଇନଷ୍ଟାଗ୍ରାମରୁ ଟଙ୍କା କମାଇବାର ଏକ ସହଜ ଉପାୟ କହିବାକୁ ଯାଉଛୁ ।…

AI ସେକ୍ଟରରେ ଓଲା ମାଲିକଙ୍କ ଏଣ୍ଟ୍ରି, ଆସନ୍ତା ସପ୍ତାହରେ ଲଞ୍ଚ ହେବ AI ଚାଟବଟ୍‌

ବର୍ତ୍ତମାନ ହେଉଛି AI ର ଯୁଗ ଏବଂ ଗତ କିଛି ଦିନ ଧରି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବଡ଼ ବଡ଼ ସେକ୍ଟରରେ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି । ଅଧିକାଂଶ କମ୍ପାନୀ AI ପ୍ରଡକ୍ଟ ଉପରେ କାମ କରିବା ଆରମ୍ଭ କରିଛନ୍ତି । ଓଲା କ୍ୟାବ୍ସ ଏବଂ ଓଲା ଇଲେକ୍ଟ୍ରିକ୍ ର ଫାଉଣ୍ଡର ଭାବିଶ ଅଗ୍ରୱାଲ୍ ମଧ୍ୟ…

ଗଣତନ୍ତ୍ର ଦିବସରେ ଗୁଗଲ ତିଆରି କଲା ନୂଆ ଡୁଡଲ୍‌, କ୍ଲିକ୍‌ କଲେ ଦେଖିବାକୁ ପାଇବେ କିଛି ଖାସ୍‌

ଗଣତନ୍ତ୍ର ଦିବସ ଅବସରରେ ଦେଶରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୁଗଲ୍ ଏକ ଡୁଡଲ୍ ତିଆରି କରି ଗଣତନ୍ତ୍ର ଦିବସକୁ ବିଶେଷ ଭାବେ ପାଳନ କରିଛି । ଆଜି ୨୬ ଜାନୁଆରୀ ଅର୍ଥାତ୍ ଗଣତନ୍ତ୍ର ଦିବସ ଅବସରରେ ଏକ ଚମତ୍କାର ଡୁଡଲ୍ ତିଆରି କରାଯାଇଛି । ଗଣତନ୍ତ୍ର…

ଟ୍ଵିଟରରେ ଆସିଲା ନୂଆ ଫିଚର, ୟୁଜରଙ୍କୁ ମିଳିବ ଅଧିକ ସେଫ୍ଟି

X ବା ପୂର୍ବ ଟ୍ୱିଟରରେ ଏକ ନୂଆ ଫିଚର ରୋଲ ଆଉଟ ହେବ । ଏହି ଫିଚରର ନାମ ହେଉଛି PassKey । ଏହି ଫିଚର ଦ୍ୱାରା ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମର ୟୁଜରଙ୍କ ଆକାଉଣ୍ଟ ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ହେବ । ଏହି ଫିଚର ସମସ୍ତ ସୁବିଧା ବିଷୟରେ ଆସନ୍ତୁ ଜାଣିବା । PassKey ଫିଚର ଦ୍ୱାରା…

ଲଞ୍ଚ ହେଲା OnePlusର ନୂଆ ମଡେଲ୍‌, ମିଳୁଛି ଖାସ୍‌ ଫିଚର

OnePlus ନିଜ ଲଞ୍ଚ ଇଭେଣ୍ଟରେ ତିନୋଟି ନୂଆ ପ୍ରଡକ୍ଟ ଲଞ୍ଚ କରିଛି । ଏହି ଇଭେଣ୍ଟରେ କମ୍ପାନୀ OnePlus 12 ଏବଂ OnePlus 12R କୁ ଲଞ୍ଚ କରିଛି । ଏହା ବ୍ୟତୀତ କମ୍ପାନୀ ନିଜ ଗ୍ରାହକଙ୍କ ସୁବିଧା ପାଇଁ OnePlus Earbuds 3 ମଧ୍ୟ ଲଞ୍ଚ କରିଛି । OnePlus 12 ସ୍ନାପଡ୍ରାଗନ୍ 8 ଜେନ 3…

ହ୍ଵାଟ୍ସଆପରେ କମ୍‌ ଖର୍ଚ୍ଚ ହେବ ଡାଟା, ଗୋଟିଏ ମିନିଟରେ ଟ୍ରାନ୍ସଫର ହେବ ଫାଇଲ୍‌

ହ୍ଵାଟ୍ସଆପ୍ ଅନେକ ସମୟରେ ୟୁଜର ଫ୍ରେଣ୍ଡଲି ଫିଚର୍‌ ଆଣିଥାଏ । ତେବେ ବର୍ତ୍ତମାନ ସୁଦ୍ଧା ହ୍ଵାଟ୍ସଆପରେ ବଡ଼ ଫାଇଲ୍, ଫଟୋ ଏବଂ ଭିଡିଓ ଟ୍ରାନ୍ସଫର ପାଇଁ ଅନେକ ଡାଟା ଖର୍ଚ୍ଚ ହେଉଛି । ୟୁଜରମାନଙ୍କୁ ସୁବିଧାକୁ ଧ୍ୟାନରେ ରଖି ହ୍ଵାଟ୍ସଆପ୍ ବର୍ତ୍ତମାନ ଏକ ଫିଚର ଆଣିବାକୁ ଯାଉଛି ଯେଉଁଥିରେ ବଡ଼…

ଛୋଟ ପିଲାଙ୍କ ପାଇଁ ଇନଷ୍ଟାଗ୍ରାମ ଆଣିଲା ନୂଆ ଫିଚର, ବିଳମ୍ବିତ ରାତି ଯାଏଁ ବ୍ୟବହାର କରିପାରିବେନି ଆପ୍‌

ସମଗ୍ର ବିଶ୍ୱରେ ଇନଷ୍ଟାଗ୍ରାମର ଲକ୍ଷ ଲକ୍ଷ ୟୁଜର୍ସ ଅଛନ୍ତି । ଛୋଟ ପିଲାମାନେ ମଧ୍ୟ ଏହି ଆପକୁ ମନ ଇଚ୍ଛା ବ୍ୟବହାର କରୁଛନ୍ତି । ଛୋଟ ପିଲାମାନଙ୍କ ଫେସବୁକ୍ ଏବଂ ଇନଷ୍ଟାଗ୍ରାମର ଅତ୍ୟଧିକ ବ୍ୟବହାରକୁ ଦୃଷ୍ଟିରେ ରଖି ମେଟା ପ୍ରାଇଭେସୀ ଏବଂ ସେଫ୍ଟି ଫିଚର୍ସକୁ ନେଇ କାମ କରୁଛି । କମ୍ପାନୀ…

ବିନା ସିମ୍‌ ବିନା ଇଣ୍ଟରନେଟରେ ମୋବାଇଲରେ ଦେଖିପାରିବେ ଭିଡିଓ, ଆସୁଛି ନୂଆ ଟେକ୍ନୋଲୋଜି

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ୟୁଜରମାନଙ୍କ ପାଇଁ ସୁବିଧାକୁ ନଜରରେ ରଖି ଅନେକ ସବସ୍କ୍ରିପସନ୍‌ ମଧ୍ୟ ବାହାର କରାଯାଉଛି । ଯାହା ଦ୍ୱାରା ଲୋକମାନେ ଟେକ୍ନୋଲୋଜିର ଲାଭ ଉଠାଉଛନ୍ତି । ଦୁନିଆ ଆଧୁନିକତା ଆଡ଼କୁ ଗତି କରୁଛି ଏବଂ ମୋବାଇଲ…

ସିଙ୍ଗଲ୍‌ ଚାର୍ଜରେ ପ୍ରାୟ ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ ଏହି ବ୍ୟାଟେରୀ, ଜାଣନ୍ତୁ କିପରି କରିବ କାମ

ଚୀନ୍ କୁ ମିଳିଛି ଆଉ ଏକ ବଡ ସଫଳତା । ଯାହା ସ୍ମାର୍ଟଫୋନ୍ ଦୁନିଆରେ ଏକ ବଡ ପରିବର୍ତ୍ତନ ଆଣିପାରେ । ଚୀନ ଏକ ସ୍ୱତନ୍ତ୍ର ବ୍ୟାଟେରୀ ପ୍ରସ୍ତୁତ କରିଛି । ଯାହାକୁ ଥରେ ଚାର୍ଜ କଲେ ଏହା ୫୦ ବର୍ଷ ପର୍ଯ୍ୟନ୍ତ ଚାଲିବ । ଆପଣଙ୍କୁ କଥାଟା ହୁଏତ ବିଶ୍ୱାସ ହେଉନଥିବ । କିନ୍ତୁ ଏଭଳି ଏକ ବ୍ୟାଟେରୀ…

ମାତ୍ର ୨ ହଜାର ଟଙ୍କାରେ କିଣନ୍ତୁ ଏହି ଡିଭାଇସ୍‌, ୫ କିଲୋମିଟର ପର୍ଯ୍ୟନ୍ତ ଫ୍ରିରେ କରି ପାରିବେ କଥାବାର୍ତ୍ତା

ଯଦି ଆପଣ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଯାଉଛନ୍ତି ଏବଂ ଆପଣଙ୍କର ଫୋନ୍ କାମ କରୁନି ତେବେ ଏଥି ପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ଦୂର ସ୍ଥାନରେ ନେଟୱାର୍କ ସମସ୍ୟା ଦେଖାଯଏ । ଏପରି ସ୍ଥିତିରେ ବଜାରରେ ଏପରି ଏକ ଡିଭାଇସ୍‌ ମିଳୁଛି ଯାହା ଏଭଳି ସମସ୍ୟାକୁ ଦୂର କରିବ । ଏବଂ ଆପଣଙ୍କୁ…

boat ଲଞ୍ଚ କଲା eSIMର ନୂଆ ସ୍ମାର୍ଟୱାଚ୍, ବିଲ୍ଟ-ଇନ୍ ଜିପିଏସ୍ ସହ ମିଳିବ ଦମଦାର ଫିଚର୍ସ

boAt ନିକଟରେ ଏହାର ପ୍ରଥମ ସ୍ମାର୍ଟୱାଚ୍ lunar pro lte ଲଞ୍ଚ କରିଛି । ଏହା ହେଉଛି ପ୍ରଥମ boAt ସ୍ମାର୍ଟ ୱାଚ୍ ଯେଉଁଥିରେ eSIM ସପୋର୍ଟ ଅଛି । ଏଥିରେ ଗୋଲ ଡିଜାଇନ୍ ସହିତ ଦୁଇଟି ବଟନ୍ ଅଛି, ଯାହା ଏହାକୁ ଷ୍ଟାଇଲିସ୍ ଏବଂ ଦମଦାର କରୁଛି । ବର୍ତ୍ତମାନ କମ୍ପାନୀ ଅଫିସିଆଲି ଏହି ସ୍ମାର୍ଟ…

ଆଣ୍ଡ୍ରଏଡ୍‌ ଆପ୍‌ ପାଇଁ Gmail ଆଣିଲା ସିଲେକ୍ଟ ଅଲ୍‌ ଅପ୍ସନ ଫିଚର, ଲାଭ ଉଠାଇବେ ୟୁଜର୍ସ

ଗୁଗଲ ଆଣ୍ଡ୍ରଏଡ୍ ଆପ୍ ପାଇଁ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସମସ୍ତ ଗୁଗଲ୍ ଆକାଉଣ୍ଟସ୍ ସହ ଜଡ଼ିତ ୟୁଜର୍ସଙ୍କ ପାଇଁ ମିଳୁଛି । ଅପଡେଟକୁ ନେଇ କମ୍ପାନୀ କହିଛି ଯେ ଆମେ ଏପରି ଏକ ଫିଚର ଲଞ୍ଚ କରିଛୁ ଯାହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ ୟୁଜର୍ସଙ୍କ ପାଇଁ ବେଷ୍ଟ ହେବ । ଇମେଲ୍‌ ଥ୍ରେଡ୍‌…