Browsing Tag

tech news

Lenovoର ଏହି ଟ୍ୟାବଲେଟରେ ମିଳୁଛି ୬୦% ଡିସକାଉଣ୍ଟ, ବିଳମ୍ବ ନକରି ଘରକୁ ଆଣନ୍ତୁ

ଯଦି ଆପଣ ଫ୍ଲିପକାର୍ଟରୁ ପ୍ରିମିୟମ୍ ଏବଂ ଦମଦାର ଡିଜାଇନର Lenovo Yoga Tab 11 କିଣିବାକୁ ପ୍ଲାନ କରୁଛନ୍ତି, ତେବେ ବର୍ତ୍ତମାନ ଏହାର ସେଲ୍‌ ଉପରେ ଏକ ବଡ଼ ଡିସକାଉଣ୍ଟ ଦିଆଯାଉଛି । ଏହା ଏକ 4G ଏବଂ ୱାଇଫାଇ ସପୋର୍ଟର ଟ୍ୟାବଲେଟ୍ ଯେଉଁଥିରେ ଆପଣ ଏକ ଇନବିଲ୍ଟ ଷ୍ଟାଣ୍ଡ ମଧ୍ୟ ପାଇପାରିବେ ।…

ଲଞ୍ଚ ହେବ Motorolaର ନୂଆ 5G ସ୍ମାର୍ଟଫୋନ୍, ଜାଣନ୍ତୁ ଫିଚର୍ସ

Motorola ଆଜି ଗ୍ରାହକଙ୍କ ପାଇଁ ଏକ ନୂଆ 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ଭାରତୀୟ ଗ୍ରାହକଙ୍କ ପାଇଁ ଲିଗନ୍‌ ୱେଦର ଡିଜାଇନ୍ ର Motorola G34 5G ଲଞ୍ଚ କରିବ । ଏହି Motorola G34 5G ଫୋନ୍ ଆଜି ମଧ୍ୟାହ୍ନ ୧୨ ଟାରେ ଲଞ୍ଚ ହେଉଛି । ତେବେ ଲଞ୍ଚ ପୂର୍ବରୁ ମଧ୍ୟ କମ୍ପାନୀ…

ଲଞ୍ଚ ହେଲା Vivoର ଶସ୍ତା 5 ଜି ଫୋନ୍‌, ଜାଣନ୍ତୁ କଣ ରହିଛି ଫିଚର୍ସ

Vivo ଭାରତୀୟ ବଜାରରେ ଗ୍ରାହକଙ୍କ ପାଇଁ Y ସିରିଜର ଏକ ନୂଆ ସ୍ମାର୍ଟଫୋନ୍ Vivo Y28 5G ଲଞ୍ଚ କରିଛି । Vivo Y27ର ଏହି ଅପଗ୍ରେଡ୍ ମଡେଲରେ କମ୍ପାନୀ ମିଡିଆ ଟେକ୍ ପ୍ରୋସେସର୍, ପାଓ୍ଵାରଫୁଲ୍‌ ବ୍ୟାଟେରୀ ଏବଂ ୫୦ ମେଗାପିକ୍ସେଲ୍ ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ଭଳି ଫିଚର ଦେଇଛି । Vivo…

ଥଣ୍ଡାରେ ହିଟର ବ୍ୟବହାର କରୁଥିଲେ ସାବଧାନ, ହୋଇପାରେ ଭୟଙ୍କର କ୍ଷତି

ସମଗ୍ର ଦେଶରେ ଶୀତର ପ୍ରକୋପ ଜାରି ରହିଛି । ଏହି ସମୟରେ କିଛି ଲୋକ ନିଆଁ ଜଳାଇ ଶୀତ କମାଇବାକୁ ଚେଷ୍ଟା କରୁଛନ୍ତି ତ କିଛି ଲୋକ ରୁମ ହିଟର ବ୍ୟବହାର କରି ଶୀତ କମାଇବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆପଣଙ୍କୁ ଏକ ଜରୁରୀ କଥା ଜଣାଇବାକୁ ଯାଉଛୁ, ହିଟର ବ୍ୟବହାର କରିବା ଦ୍ୱାରା ଆଖି ନଷ୍ଟ…

ଆମାଜନରେ ଶସ୍ତାରେ ମିଳୁଛି iQOO Neo 7 5G ସ୍ମାର୍ଟଫୋନ, ୟୁଜରଙ୍କୁ ମିଳିବ ଅନେକ ସୁବିଧା

iQOO Neo 7 5G ଭାରତରେ ବ୍ୟବହାର ହେଉଥିବା ଏକ ଲୋକପ୍ରିୟ ସ୍ମାର୍ଟଫୋନ୍ । ଏହାର ମୂଲ୍ୟ ୩୪,୯୯୯ ଟଙ୍କା କିନ୍ତୁ ବର୍ତ୍ତମାନ ଆପଣ ଏହାକୁ ଆମାଜନରେ ବହୁତ କମ୍ ମୂଲ୍ୟରେ କିଣି ପାରିବେ । ଆମାଜନ ଏହି ସ୍ମାର୍ଟଫୋନରେ ଭଲ ଡିସକାଉଣ୍ଟ ଦେଉଛି ଏବଂ ଆପଣ ଏହି ଫୋନ କିଣିଲେ ବହୁତ ସଞ୍ଚୟ କରିପାରିବେ ।…

ଭାରତରେ ଲଞ୍ଚ ହେଲା Redmi Note 13 ସିରିଜ୍, ୩୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ଚାଲିବ ଫୋନ୍‌

ଫୋନ ବ୍ୟବହାର କରୁଥିବା ବେଳେ ଆପଣଙ୍କ ମନରେ ନିଶ୍ଚିତ ଡର ଥାଏ ଯେ ଫୋନ ପାଣିରେ ପଡ଼ିଗଲେ ଖରାପ ହୋଇଯିବ । କିନ୍ତୁ କିଛି ଫୋନ ଏପରି ମଧ୍ୟ ଆସୁଛି ଯାହା ପାଣି ଭିତରେ ବି ବ୍ୟବହାର ହୋଇପାରେ । ଏଭଳି ଫୋନର ମୂଲ୍ୟ ବହୁତ ଅଧିକ ଥାଏ । ତେଣୁ ସାଧାରଣ ଲୋକମାନେ ଏଭଳି ଫୋନ କିଣିବାକୁ ଚାହୁଁଥିଲେ ମଧ୍ୟ…

ଟିଭି ପରେ AI ରୋବଟ୍ ଲଞ୍ଚ କରିବ LG କମ୍ପାନୀ, ରହିଛି ଦମଦାର ଫିଚର

ଟିଭି ଇଣ୍ଡଷ୍ଟ୍ରିରେ LG ବେଶ୍‌ ଜଣାଶୁଣା କମ୍ପାନୀ । ଆପଣଙ୍କ ମଧ୍ୟରୁ ଅନେକଙ୍କ ଘରେ ଏହି କମ୍ପାନୀର ଟିଭି ନିଶ୍ଚିତ ରହିଥିବ । ବର୍ତ୍ତମାନ LG ଏହାର AI ରୋବଟ୍ ଲଞ୍ଚ କରିବାକୁ ଯାଉଛି । CES ୨୦୨୪ ଇଭେଣ୍ଟରେ କମ୍ପାନୀ ଏହାର AI ରୋବଟ୍ ଲଞ୍ଚ କରିବ ଯାହା ଆପଣଙ୍କୁ ଅନେକ ଘରୋଇ କାର୍ଯ୍ୟରେ…

WhatsAppରେ ଆସିଲା ନୂଆ ଫିଚର, ବଢ଼ିବ ଫୋନ୍ ନମ୍ବରର ପ୍ରାଇଭେସୀ

WhatsApp ପ୍ରାଇଭେସୀ ପାଇଁ ମେଟା ଏକ ବଡ ଫିଚର ଉପରେ କାମ କରୁଛି । WhatsAppର ଏହି ଫିଚର ଆସିବା ପରେ ଆପଣଙ୍କ ଫୋନ୍ ନମ୍ବରର ପ୍ରାଇଭେସୀ ବଢ଼ିବ । ନୂଆ ଅପଡେଟ୍‌ ପରେ ୟୁଜର୍ସଙ୍କୁ ୱେବ୍ ଭର୍ସନରେ ଚାଟିଂ ପାଇଁ ଆପଣଙ୍କୁ ନିଜ ଫୋନ୍ ନମ୍ବର ସେୟାର କରିବାକୁ ପଡିବ ନାହିଁ । ଆପଣ କେବଳ ଆପଣଙ୍କର…

ବଦଳିପାରେ WhatsAppର ଲୁକ୍‌, ୱେବ୍ ଭର୍ସନରେ ଆସିବ ନୂଆ ଡିଜାଇନ୍

ଯଦି ଆପଣ WhatsApp ୱେବ୍ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି । WhatsApp ୱେବର ଡିଜାଇନ୍ ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଯାଉଛି । WhatsApp ୨୦୨୦ରେ ୱେବ୍ ଭର୍ସନ ପାଇଁ ଡାର୍କ ମୋଡ୍ ଲଞ୍ଚ କରିଥିଲା ଏବଂ ବର୍ତ୍ତମାନ କମ୍ପାନୀ ଏକ ନୂଆ କଲର ସ୍କିମ୍ ଏବଂ ଡାର୍କ…

୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ଲାନ୍‌ କରୁଛି ଗୁଗଲ, ରିପୋର୍ଟ

ଗୁଗଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଗୁଗଲ କମ୍ପାନୀରେ ପୁଣି ଥରେ ବଡ଼ ଧରଣର ଛଟେଇ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIରେ କିଛି ପରିବର୍ତ୍ତନ ହେବା ପରେ କମ୍ପାନୀ ଏହାର ବିଜ୍ଞାପନ ସେଲ୍‌ ୟୁନିଟରୁ ୩୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ…

ଶସ୍ତା ହେଲା iPhone 14 ର ୧୨୮ ଜିବି ଭାରିଆଣ୍ଟ, ହାତ ଛଡ଼ା କରନ୍ତୁ ନାହିଁ ଅଫର

ଯଦି ଆପଣ କମ ଦାମରେ iPhone କିଣିବାକୁ ପ୍ଲାନ୍‌ କରୁଛନ୍ତି, ତେବେ iPhone କିଣିବା ପାଇଁ ଏହା ହେଉଛି ଉଚିତ ସମୟ । ଆପଣ ଫ୍ଲିପକାର୍ଟରୁ iPhone 14 ର ୧୨୮ ଜିବି ଭାରିଆଣ୍ଟକୁ ୧୭% ଡିସକାଉଣ୍ଟରେ ମାତ୍ର ୫୭,୯୯୯ ଟଙ୍କାରେ କିଣି ପାରିବେ । ଏହି ଫୋନର ଦାମ୍‌ ୬୯,୯୯୦ ଟଙ୍କା କିନ୍ତୁ ବର୍ତ୍ତମାନ…

ଆଣ୍ଡ୍ରଏଡ ଫୋନରେ ଲୁଚି ରହିଛି ଏହି ମାଲୱେର୍, ଚୋରି କରୁଛି ୟୁଜର୍ସଙ୍କ ଡାଟା

ଯଦି ଆପଣ ଜଣେ ଆଣ୍ଡ୍ରଏଡ ୟୁଜର ତେବେ ଆପଣଙ୍କୁ ସବୁବେଳେ ସତର୍କ ରହିବାକୁ ପଡ଼ିବ । କାରଣ ଆପଣଙ୍କ ଫୋନ ଯେକୌଣସି ସମୟରେ ବି ହ୍ୟାକ୍‌ ହୋଇପାରେ କିମ୍ବା ଏଥିରେ ମାଲୱେର୍ ରହିପାରେ । ବର୍ତ୍ତମାନ ପୁଣି ଥରେ ଆଣ୍ଡ୍ରଏଡ୍ ଫୋନ୍ ମାଲୱେର୍ ଯୋଗୁଁ ଅସୁରକ୍ଷିତ ହୋଇପାରେ । Chameleon ନାମକ ଏକ…