Browsing Tag

technology news

ଜିଓ ଫୋନ ସହ ଫିଚର ଫୋନ ଜରିଆରେ ଏବେ କରିପାରିବେ ଫ୍ରି ହ୍ୱାଟସଆପ ଭଏସ୍ କଲ

ଜିଓ ୟୁଜର୍ସଙ୍କ ପାଇଁ ଆସିଲା ଖୁସି ଖବର । ଆପଣ ବି ଯଦି ଜିଓ ୟୁଜର୍ସ ହୋଇଥାନ୍ତି ତେବେ ଆପଣ ମଧ୍ୟ ଏହି ଅଫରର ଫାଇଦା ଉଠାଇ ପାରିବେ । ମେସେଞ୍ଜିଙ୍ଗ ଆପ ହ୍ୱାଟସଆପ ଜିଓ ଫୋନ ସହ ଅନ୍ୟ ଫିଚର ଫୋନ ୟୁଜର୍ସଙ୍କ ପାଇଁ ଏକ ନୂଆ ସର୍ଭିସ ଆରମ୍ଭ କରିଛି । ଏହା ହ୍ୱାଟସଆପର ଏପର୍ଯ୍ୟନ୍ତ ସବୁଠୁ…

ଫେସବୁକର ନୂଆ ଫିଚରରେ ଆପଣ ନିଜର ସମସ୍ତ ପୋଷ୍ଟକୁ ଏକ ସାଙ୍ଗରେ କରିପାରିବେ ଡିଲେଟ, ଜାଣନ୍ତୁ ଷ୍ଟେପ

ଫେସବୁକ ଆଗକୁ ନୂଆ Manage Activity ଟୁଲ ଯୋଡିବାକୁ ଯାଉଛି । ଯେଉଁଥିରେ ୟୁଜର୍ସ ଏକ ସାଙ୍ଗରେ ଅନେକ ପୋଷ୍ଟକୁ ଡିଲେଟ କରିପାରିବେ । କମ୍ପାନୀ ତରଫରୁ ଏହି ସୂଚନା ଦିଆଯାଇଛି । କମ୍ପାନୀ ନିଜ ବ୍ଲଗ ପୋଷ୍ଟରେ ଏହି ସୂଚନା ଦେଇଛି । ଏହି ଫିଚର ସର୍ବପ୍ରଥମେ ମୋବାଇଲ ଭର୍ସନ Facebook Lite…

ଫେକ ପୋଷ୍ଟକୁ ଦୃଷ୍ଟିରେ ରଖି ଟ୍ୱିଟର ପକ୍ଷରୁ ଲାଗୁ ହେବାକୁ ଯାଉଛି ନୂଆ ୱାର୍ଣ୍ଣିଂ ଲେଭଲ୍ସ ନିୟମ

ଫେକ ନ୍ୟୁଜ ତଥା ମିଛ ତଥ୍ୟ ପୋଷ୍ଟର ଅତ୍ୟଧିକ ମାତ୍ରାକୁ ଦୃଷ୍ଟିରେ ରଖି ଟ୍ୱିଟର ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଟ୍ୱିଟର ପକ୍ଷରୁ ଟେଷ୍ଟିଂ ଲେଭଲ ଆରମ୍ଭ ହୋଇ ସାରିଛି । ଏଥିରେ ୩ଟି ଷ୍ଟେପ ରଖାଯାଇଛି । ଏହା ମିଛ ତଥ୍ୟ ଉପରେ ରୋକ ଲଗାଇବ । । ଅର୍ଥାତ ଏହି ନିୟମ ଲାଗୁ ପରେ…

Battlegrounds Mobile India ଗେମର ବଢ଼ିଲା ଲୋକପ୍ରିୟତା, ଲଞ୍ଚ ପୂର୍ବରୁ ହେଲା ୨ କୋଟିରୁ ଅଧିକ ପ୍ରି-ରେଜିଷ୍ଟ୍ରେସନ

ପବଜିର ଦେଶୀ ଭର୍ସନ Battlegrounds Mobile Indiaକୁ ବଜାରକୁ ଆସିବା ପୂର୍ବରୁ ମିଳିଛି ବଡ଼ ସଫଳତା । Battlegrounds Mobile Indiaକୁ ପାଖ।ପାଖି ୨ କୋଟିରୁ ଅଧିକ ଲୋକ ପ୍ରି-ରେଜିଷ୍ଟର କରିସାରିଲେଣି । ଏହାକୁ ନେଇ କ୍ରାଫଟନ ପକ୍ଷରୁ ସୂଚନା ମିଳିଛି ।  Battlegrounds Mobile India…

Jioର ରିଚାର୍ଜ ପ୍ଲାନରେ ହେଲା ବଡ଼ ପରିବର୍ତ୍ତନ, ଏଥର ୟୁଜର୍ସଙ୍କ ମିଳିବ ୨ ଗୁଣ ଫାଇଦା

ଦେଶରେ କରୋନାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରିଲାଏନ୍ସ Jio ନିଜ ଗ୍ରାହକମାନଙ୍କ ପାଇଁ ନୂଆ ଅଫର ଆଣିଛି । ନିଜ ୟୁଜର୍ସଙ୍କ ପାଇଁ କମ୍ପାନୀ ତରଫରୁ Buy 1 Get 1 ଅଫର ଆରମ୍ଭ କରାଯାଇଛି । ଏହାଦ୍ୱାରା Jioର ୬ଟି ରିଚାର୍ଜ ପ୍ଲାନ ଉପରେ ୨ ଗୁଣ ଭାଲିିଡିଟି ରହିବ। ଆସନ୍ତୁ ଜାଣିବା ଏହି…

ଫୋନ Password ମନେପଡୁନି? ତେବେ ଏହି ଉପାୟ ଦ୍ୱାରା ଆପଣ ନିଜ ଫୋନକୁ କରିପାରିବେ ଅନଲକ୍‌

ସ୍ମାର୍ଟଫୋନ ଏବେ ସମସ୍ତଙ୍କ ପସନ୍ଦ । ଏହା ଆମ ଜୀବନର ସବୁଠୁ ବଡ ଅଂଶ କହିଲେ ବି ଅତ୍ୟୁକ୍ତି ହେବ ନାହିଁ । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଫୋନ ପାଖରେ ଥିଲେ ଲାଗେ ଯେମିତି ସବୁ ସମସ୍ୟାର ସମାଧାନ ହୋଇଯିବ । ବାର୍ତ୍ତା ପ୍ରେରଣ କରିବାର ଏହା ଏକ ବଡ ମାଧ୍ୟମ । ଏବେର ସ୍ମାର୍ଟଫୋନରେ ପାସୱାର୍ଡର…

Honor କମ୍ପାନୀ ତରଫରୁ ଲଞ୍ଚ ହେବାକୁ ଯାଉଛି ନୂଆ ସ୍ମାର୍ଟଫୋନ Honor Play 5, ରହିଛି ଜବରଦସ୍ତ ଫିଚର୍ସ

Honor କମ୍ପାନୀ ତରଫରୁ ନୂଆ ଫୋନ Honor Play 5 ଲଞ୍ଚ ହୋଇଛି । ଏହି ଫୋନର ଡିଜାଇନ ଭଲ ରହିଥିବା ବେଳେ ଫୋନର ସ୍ପେଶିଫିକେସନ ମଧ୍ୟ ଭଲ ରହିଛି । ଏହି ଫୋନରେ Huawei Nova 8 SE ଡାଇମେନସନ 800U  ଚିପସେଟ୍ ଭର୍ଜନ ରହିଛି । ଏହାର ଘୋଷଣା ଗତବର୍ଷ ନଭେମ୍ବରରେ କରାଯାଇଥିଲା । ତେବେ ଚାଲନ୍ତୁ…

VI: ୧ ଟଙ୍କାରେ ୨୪ ଜିବି ଡାଟା ସହ ଅନଲିମିଟେଡ କଲ୍ ଅଫର

ଭୋଡାଫୋନ - ଆଇଡିଆ କମ୍ପାନୀ ତରଫରୁ ଗ୍ରାହକ ମାନଙ୍କ ପାଇଁ ଜବରଦସ୍ତ ପ୍ରିପେଡ ପ୍ଲାନ କରାଯାଇଛି । ଏବେର ଲାଟେଷ୍ଟ ପ୍ଲାନ ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି । ଏହାଦ୍ୱାରା ଗ୍ରାହକ ନିଜ ଆବଶ୍ୟକ ଅନୁଯାୟୀ ବେଷ୍ଟ ପ୍ଲାନ ଚୟନ କରିପାରିବେ । ଆଜି ଆମେ ଆପଣଙ୍କୁ ଏହି…

ଆସିଲା ଜିଓର ସବୁଠୁ ଶସ୍ତା ରିଚାର୍ଜ ପ୍ଲାନ, ଦୈନିକ ୨ ଜିବି ଡାଟା ସହ ଅନଲିମିଟିଡେ କଲ ଅଫର

ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ରିଲାୟନ୍ସ ଜିଓ ନିଜ ୟୁଜର୍ସଙ୍କୁ ନଜରରେ ରଖି ଅନେକ ପ୍ଲାନ ଅଫର କରିଥାଏ । ଯାହା ଗ୍ରାହକ ମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସିଥାଏ । ଏବେ ଜିଓ କମ୍ପାନୀ ତରଫରୁ ମାସିକିଆ ଜିଓ ପ୍ଲାନ ଆସିଛି । ଯେଉଁଥିରେ ଗ୍ରାହକମାନଙ୍କୁ ଦୈନିକ ୨ ଜିବି ଡାଟା ମିଳିବ । ଏହା ଜିଓର…

ହ୍ୱାଟସଆପ: ପ୍ରାଇଭେସି ପଲିସି ମାନି ନଥିବା ୟୁଜର୍ସଙ୍କ ପାଇଁ ଫିଚର୍ସ ସୁବିଧା ନାହିଁ

ହ୍ୱାଟସଆପ ନିଜ ୟୁଜର୍ସଙ୍କ ପାଇଁ ଆଣିଥିବା ନୂଆ ନିୟମ ଅର୍ଥାତ ଏହାର ନୂଆ ପ୍ରାଇଭେସି ପଲିସିକୁ ସ୍ୱିକାର କରିବାର ସମୟ ସୀମାକୁ ସମାପ୍ତ କରିଦେଇଛି । ଯେଉଁ ୟୁଜର୍ସ ଏହି ନିୟମକୁ ମାନିଛନ୍ତି, କେବଳ ସେମାନେ ହିଁ ଏହି ଆପର ବ୍ୟବହାର କରିପାରିବେ । ନଚେତ ଅଲଗା ୟୁଜର୍ସଙ୍କ ଆକାଉଣ୍ଟକୁ ସସ୍‌ପେଣ୍ଡ…

୫୦୦ ଟଙ୍କାର ସବୁଠୁ ଶସ୍ତା ବ୍ରଡବ୍ୟାଣ୍ଡ ପ୍ଲାନରେ ଏବେ ହାଇସ୍ପିଡ ଡାଟା ସହ ଅନଲିମିଟେଡ କଲ ସୁବିଧା

ଟେଲିକମ କମ୍ପାନୀ ୟୁଜର୍ସ ଇଣ୍ଟରନେଟର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି ଜବରଦସ୍ତ ଇଣ୍ଟରନେଟ ପ୍ଲାନ ନେଇ ଆସିଛି । ଏହି ସମୟରେ ପ୍ରିିପେଡ ପ୍ଲାନ ସହିତ ବ୍ରଡବ୍ୟାଣ୍ଡ ପ୍ଲାନର ଚାହିଦା ମଧ୍ୟ ବଢ଼ିବାକୁ ଲାଗିଛି । ଏଥିପାଇଁ ୟୁଜର୍ସଙ୍କ ପାଇଁ ଶସ୍ତା ବ୍ରଡବ୍ୟାଣ୍ଡ ବ୍ୟବସ୍ଥା ମାର୍କେଟକୁ…

Realme ଲଞ୍ଚ କଲା ୮୦୦୦ଟଙ୍କାରୁ କମ ଦାମ୍ ର ଶାନଦାର ସ୍ମାର୍ଟଫୋନ, ଜାଣନ୍ତୁ ଏହାର ଫିଚର୍ସ

Realme ସ୍ମାର୍ଟଫୋନ ପକ୍ଷରୁ ଆଜି Realme C11 ଲଞ୍ଚ କରାଯାଇଛି । ଏହି ଫୋନ ଗତ ବର୍ଷ ଲଞ୍ଚ କରାଯାଇଥିବା ରିୟଲମି ସି୧୧ ସ୍ମାର୍ଟଫୋନର ଅପଗ୍ରେଡେଡ ଭର୍ସନ । ଏହି ଫୋନରେ  8MPର ମେଗାପିକ୍ସଲ ରିୟର କ୍ୟାମେରା ସହ Unisoc ପ୍ରୋସେସର ଦିଆଯାଇଛି । ତେବେ ଚାଲନ୍ତୁ ଜାଣିବା ଏହାର ଦମଦାର ଫିଚର୍ସ…