Browsing Tag

teeth

ବର ହେବା ପୂର୍ବରୁ ଦାନ୍ତ ସର୍ଜରୀ କରିବାକୁ ଯାଇଥିଲେ ଯୁବକ, ଡେଣ୍ଟାଲ କ୍ଲିନିକ୍‌ରେ ହେଲା ମୃତ୍ୟୁ

ହାଇଦ୍ରାବାଦର ଏକ ଇଣ୍ଟରନ୍ୟାସନାଲ ଡେଣ୍ଟାଲ କ୍ଲିନିକରେ ଦନ୍ତ ପ୍ରକ୍ରିୟା (ଡେଣ୍ଟାଲ ପ୍ରୋସିଜର୍‌) ସମୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ୨୮ ବର୍ଷୀୟ ଏହି ବ୍ୟବସାୟୀ ବିବାହ ପୂର୍ବରୁ ନିଜର ହସ ବଢ଼ାଇବା ପାଇଁ ଡେଣ୍ଟାଲ ପ୍ରୋସିଜର୍‌ ବୁକ୍ କରିଥିଲେ । ମୃତକ ହେଲେ, ଲକ୍ଷ୍ମୀ ନାରାୟଣ…

ହାତୀ ଦାନ୍ତ ଭଳି ବାର୍‌ହା ଦାନ୍ତ ମଧ୍ୟ ବିକ୍ରି ହୁଏ, ଜାଣନ୍ତୁ ଗୋଟିଏ ଦାନ୍ତର ଦାମ୍‌ କେତେ

ପ୍ରାୟତଃ ଆପଣ ଶୁଣିିଥିବେ ଯେ ହାତୀ ଦାନ୍ତ ଚୋରା ଚାଲାଣ ହୋଇଥାଏ । ଏହା ସହ କୁହାଯାଏ କି ହାତୀ ଦାନ୍ତ ବହୁତ ମହଙ୍ଗ ବିକ୍ରି କରାଯାଏ । ଏହି କାରଣରୁ ଅଧିକ ହାତୀଙ୍କ ହତ୍ୟା ହେଉଥିବା ଖବର ଶୁଣିବା ପାଇଁ ମିଳୁଛି । କିନ୍ତୁ ଆପଣ ଜାଣିଛନ୍ତି କି ହାତୀ ଦାନ୍ତ ବ୍ୟତୀତ ବାର୍‌ହା ଦାନ୍ତ ମଧ୍ୟ ବହୁତ…

ଦାନ୍ତର ସୋନ୍ଦର୍ଯ୍ୟତା ଓ ସୁସ୍ଥତା ପାଇଁ ଆପଣାନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଦାନ୍ତର ସୁନ୍ଦରତା ମୁହଁର ସୁନ୍ଦରତାରେ ଚାର ଚାନ୍ଦ ଲଗାଇଥାଏ। କିନ୍ତୁ କିଛି ଅଛନ୍ତି ଯେଉଁମାନେ ଏହାକୁ ଅବହେଳା କରି ଦାନ୍ତକୁ ନେଇ ଖାମଖିଆଲି ମନୋଭାବ ପ୍ରଦର୍ଶନ କରିଥାନ୍ତି। ଏଥିପାଇଁ ପ୍ରଥମେ ଦାନ୍ତକୁ ସଫା କରିବା ପାଇଁ ବ୍ରଶକୁ ନେଇ ମୁଖ୍ୟ ଟିପ୍ସ ଜାଣିବା ଆବଶ୍ୟକ। ଦାନ୍ତକୁ ଚମକଦାର…

ଭବିଷ୍ୟତକୁ ନେଇ ଏହି ସଙ୍କେତ ଦେଇଥାଏ ଆପଣଙ୍କ ଦାନ୍ତ ମଝିରେ ଥିବା ଫାଙ୍କ, ଜାଣନ୍ତୁ ଶୁଭ ନା ଅଶୁଭ

ସୁନ୍ଦର ଦେଖାଯିବା ପାଇଁ ଲୋକେ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି। ଫେସିଆଲ, ହେୟାର ସ୍ପା ଭଳି ଏବେ ଦାନ୍ତ ଉପରେ ମଧ୍ୟ ଅଧିକ ଫୋକସ୍‌ କରିବାରେ ଲାଗିଛନ୍ତି। ମୋତି ଭଳି ଚମକ ଦାନ୍ତ ପାଇବା ପାଇଁ ଡେଣ୍ଟାଲ କ୍ଲିନିକ୍‌ ଯାଇ କ୍ଲିନିଂ ଆଦି କରାଇ ଥାଆନ୍ତି। ସେହିପରି ଯଦି କାହାର ଦାନ୍ତ ମଝିରେ…

ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଯେଉଁମାନଙ୍କ ଦାନ୍ତ ମଧ୍ୟରେ ଥାଏ ଦୂରତା, ପଢ଼ନ୍ତୁ ଦାନ୍ତକୁ ନେଇ ବ୍ୟକ୍ତିଙ୍କ ସ୍ୱଭାବ

ଦାନ୍ତ ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଗୋଟିଏ। ଯାହାର ଦାନ୍ତ ସୁନ୍ଦର ଆଉ ଆକର୍ଷକ ହୋଇଥାଏ, ସେମାନଙ୍କର ହସ କାହାକୁ ବି ନିଜ ଆଡକୁ ସହଜରେ ଆକର୍ଷିତ କରିଥାଏ। ସମୁଦ୍ର ଶାସ୍ତ୍ରରେ ଦାନ୍ତକୁ ନେଇ ବହୁତ ଅଧ୍ୟୟନ କରାଯାଇଛି। ସମୁଦ୍ର ଶାସ୍ତ୍ର ଅନୁଯାୟୀ ଦାନ୍ତ ମାଧ୍ୟମରେ ମଧ୍ୟ କୌଣସି…

କଣ ଆପଣ ଜାଣିଛନ୍ତି ବ୍ରଶ କରିବାର ସଠିକ ଉପାୟ, ତାହେଲେ ଏଠାରୁ ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଦାନ୍ତ ସଫା କରିବା ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଆପଣ ପ୍ରତିଦିନ ବ୍ରଶ୍ କରନ୍ତି କିନ୍ତୁ ଆପଣ ବ୍ରଶ୍ କରିବାର ସଠିକ୍ ଉପାୟ ଜାଣିଛନ୍ତି କି ? ହଁ, ଦାନ୍ତର ସଠିକ୍ ଯତ୍ନ ପାଇଁ ସେମାନଙ୍କୁ ସଠିକ୍ ଭାବରେ ବ୍ରଶ୍ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନଚେତ୍ ଆପଣଙ୍କର ସମସ୍ତ ପରିଶ୍ରମ ଦାନ୍ତ…

କେବଳ ଶରୀରକୁ ଶକ୍ତି ନୁହେଁ ଦନ୍ତକ୍ଷୟରୁ ରକ୍ଷାକରେ କ୍ଷୀର

କ୍ଷୀର ଆମ ଶରୀରକୁ ଶକ୍ତି ଯୋଗାଇଥାଏ, ତାହା ଆମେ ସମସ୍ତେ ଜାଣିଛେ। ଏଥିରେ ଥିବା ପୋଷକ ତତ୍ତ୍ୱ ଏବଂ ଭିଟାମିନ ବିଭିନ୍ନ ରୋଗ ହେବାରୁ ଆମ ଶରୀରକୁ ବଞ୍ଚାଇଥାଏ। ଏହାଛଡା କ୍ଷୀରରେ ଅନେକ ସ୍ୱାସ୍ଥ୍ୟୋପକାରୀ ଗୁଣ ଭରି ରହିଛି । ଆଜିକାଲି ଦନ୍ତକ୍ଷୟ ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହାକୁ…

ଟୁଥ୍‌ପେଷ୍ଟ ଜାଗାରେ ବ୍ରଶ୍‌ରେ ଲଗାନ୍ତୁ ଏହି ଗୋଟିଏ ଜିନିଷ, ମୋତି ପରି ଚମକି ଉଠିବ ଦାନ୍ତ

ଆମେ ସୁନ୍ଦର ଦିଶିବାରେ ଦାନ୍ତର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ। ଯଦି ଦାନ୍ତ ସଫା ଏବଂ ଚମକଦାର ରହିବ, ତା’ହେଲେ ଜଣେ ଆହୁରି ବି ସୁନ୍ଦର ଦେଖାଯିବ। ତେଣୁ ସମସ୍ତଙ୍କୁ ନିଜ ଦାନ୍ତର ଯତ୍ନ ନେବା ଦରକାର। କିନ୍ତୁ କେବେ କେବେ ହଳଦିଆ ଦାନ୍ତ ଯୋଗୁ ଆମେ ସମସ୍ତେ ସମସ୍ୟାରେ ପଡ଼ିଥାଉ। ଦାନ୍ତ…

ପ୍ରାକୃତିକ ଉପାୟରେ ଦୂର କରନ୍ତୁ ପାଇରିୟା ରୋଗ, ଦାନ୍ତକୁ ରଖନ୍ତୁ ସୁସ୍ଥ

ବ୍ୟକ୍ତିର ବ୍ୟକ୍ତିତ୍ୱ ବଢାଇବା ଏବଂ ମୁହଁକୁ ସୁନ୍ଦର କରିବାରେ ଦାନ୍ତର ପ୍ରମୁଖ ଭୂମିକା ରହିଛି। କେବଳ ଏମିତି ନୁହେଁ ଖାଦ୍ୟ ଖାଇବା ପାଇଁ ଏହା ନିତାନ୍ତ ଆବଶ୍ୟକ। କିନ୍ତୁ ଦାନ୍ତରେ ସାଧାରଣ ଭାବେ ଦେଖାଦେଉଥିବା ପାଇରିଆ ରୋଗ ଯୋଗୁଁ ମାଢିରୁ ରକ୍ତ ପଡିବା, ଯନ୍ତ୍ରଣା ହେବା ଇତ୍ୟାଦି କଷ୍ଟ…