Browsing Tag

Tej pratap yadav

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ ପ୍ରତାପଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, ଛାତି ଯନ୍ତ୍ରଣା ପରେ ହସ୍ପିଟାଲରେ ଭର୍ତ୍ତି

ବିହାରର ପୂର୍ବତନ ମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେଜ ପ୍ରତାପ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ, ଯାହା ପରେ ତାଙ୍କୁ ତୁରନ୍ତ ପାଟନାର ରାଜେନ୍ଦ୍ର ନଗରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି…

ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡ଼ପତ୍ର ମାମଲାରେ ନିରବତା ଭାଙ୍ଗିଲେ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ, ଭିଡିଓ ସେୟାର କରି…

ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ଛାଡ଼ପତ୍ର ଉପରେ ନିରବତା ଭାଙ୍ଗିଛନ୍ତି। ସେ ମିଡିଆର ରିପୋର୍ଟ ଉପରେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ଏହି ମାମଲାକୁ ଆଇନ୍‌ ଅନୁସାରେ ଶେଷ ହେବାକୁ ଦିଅନ୍ତୁ। ସେ କହିଛନ୍ତି, ତାଙ୍କ…

ବାପାଙ୍କ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ଶରଣ ପଶିଲେ ତେଜ ପ୍ରତାପ

ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପିତାଙ୍କ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ଶରଣ ପଶିଛନ୍ତି ।  ଆଉ ବାପାଙ୍କ ଉଦ୍ଦେଶ୍ୟରେ କହିଛନ୍ତିଯେ, "ଆପଣ ତୁରନ୍ତ ସୁସ୍ଥ ହୋଇ ଫେରି ଆସନ୍ତୁ ।  ଆପଣ ଅଛନ୍ତି ତ ସବୁ କିଛି ଅଛି ।  ଆଉ ଆପଣ ନାହାନ୍ତି ତ କିଛି ବି ନାହିଁ ।  ମୁଁ…

ତେଜ ପ୍ରତାପ ଯାଦବ ଧାରଣ କଲେ ଭଗବାନ ଶିବଙ୍କ ରୂପ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଲାଲୁ ପ୍ରସାଦ ଯାଦବଙ୍କ ବଡ଼ପୁଅ ତଥା ବିହାରର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ ଭଗବାନ ଶିବଙ୍କ ରୂପ ଧାରଣ କରି ପାଟଣାର ଏକ ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମିତି ସରସ୍ବତୀ ପୂଜା ଅବସରରେ ମଧ୍ୟ ସେ ଅଲଗା ବେଶରେ ନଜର ଆସିଥିଲେ। ମକର ସଂକ୍ରାନ୍ତି ଦିନ ତେଜ ପ୍ରତାପ…

ତେଜ୍ ପ୍ରତାପ ଯାଦବଙ୍କ ଗାଡି ହେଲା ଦୁର୍ଘଟଣାଗ୍ରସ୍ତ, ଅଲ୍ପକେ ବର୍ତ୍ତିଲେ ଲାଲୁଙ୍କ ପୁଅ

ଆରଜେଡିର ବରିଷ୍ଠ ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜ୍ ପ୍ରତାପ ଯାଦବଙ୍କ ଗାଡି ଦୁର୍ଘଟଣା ଗ୍ରସ୍ତ । ଏଥିରେ ତେଜ ପ୍ରତାପ ସାମାନ୍ୟ ଆହାତ ହୋଇଥିବା ଜଣା ପଡିଛି । ଏହି ଦୁର୍ଘଟଣା ପାଟନାର ଇକୋ ପାର୍କ ସାମ୍ନାରେ ହୋଇଛି ବୋଲି ସୂଚନା ମିଳିଛି । ଦୁଇଟି ଗାଡି ନିଜ ଭିତରେ ଧକ୍କା ହେବାରୁ ଏହି…

ତେଜ୍ ପ୍ରତାପ ଯାଦବ କାହାକୁ କହିଲେ ‘ଦୁର୍ଯ୍ୟୋଧନ’ , କାହିଁକି ସର୍ବନାଶ କରିବାର ଦେଲେ ଧମକ ଜାଣନ୍ତୁ ଏହି ରିପୋର୍ଟରୁ

ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ହଲଚଲ ମଝିରେ ବିହାରର ସବୁଠୁ ବଡ ରାଜନୈତିକ ପରିବାର ଲାଲୁ ପ୍ରସାଦ ଯାଦବଙ୍କ ଘରେ ଏବେ ବି କିଛି ଠିକ ନଥିବା ଭଳି ଲାଗୁଛି। ବିହାରର ପୂର୍ବ ମନ୍ତ୍ରୀ ତେଜ ପ୍ରତାପ ଯାଦବ ନିଜର ସମ୍ପର୍କୀୟଙ୍କୁ ଟିକେଟ ନମିଳିବାରୁ ସେ ସୋସିଆଲ ମିଡିଆ ଜରିଆରେ ନିଜର କ୍ରୋଧ…

ରାଜନୀତିରେ ପାଦ ଦେବେ ଐଶ୍ୱର୍ଯ୍ୟା ! ମୋଦିଙ୍କ ବିରୋଧରେ କରିବେ ଗୋଟି ଚାଳନା

ପାଟଣା : ରାଜନୀତିରେ ପାଦ ଦେବେ ଐଶ୍ୱର୍ଯ୍ୟା । ଲଢିବେ ନିର୍ବାଚନ । ମୋଦିଙ୍କ ବିରୋଧରେ କରିବେ ସ୍ବର ଉତ୍ତୋଳନ । ତେବେ ବିଗ୍ ବିଙ୍କ ବୋହୂ ଐଶ୍ବର୍ଯ୍ଯା ରାୟ ବଚ୍ଚନ ନୁହଁନ୍ତି ଆରଜେଡି ନେତା ଲାଲ ଯାଦବଙ୍କ ବୋହୂ ରାଜନୀତିର ପଶାପାଲିରେ କରିବେ ଗୋଟି ଚାଳନା । ଆରଜେଡିର ୨୧ ତମ ପ୍ରତିଷ୍ଠା…