ଭୋଡାଫୋନ୍ ଆଇଡିଆ ଆଣିଲା ଦମଦାର ନୂଆ ପ୍ଲାନ୍, କମ୍ ମୂଲ୍ୟରେ ପାଆନ୍ତୁ ୯୦ ଜିବି ଡାଟା
ନିଜ ଡାଟା ପ୍ଲାନ୍ ପାଇଁ ପ୍ରାୟ ସମସ୍ତେ ନୂଆ ନୂଆ ପ୍ଲାନ୍ ଖୋଜନ୍ତି। କାରଣ କିଛି କମ୍ପାନୀ ବେଳେ ଅଧିକ ଟଙ୍କା ନେଇ ଥାଆନ୍ତି ଡାଟା ପ୍ଲାନ୍ ପାଇଁ। କିନ୍ତୁ ଆପଣ ଯଦି ଭୋଡାଫୋନ୍ ଆଇଡିଆ (VI) ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ବେଷ୍ଟ ଡାଟା ପ୍ଲାନ୍। ଏହି VI ଆଣିଛି ବର୍ତ୍ତମାନ…